ସିମରନ୍‌ଙ୍କ ଶେଷ ଚିଠି : ତୁମେ ସବୁବେଳେ ମୋ ଗୁଲୁ ହୋଇକି ରହିବ… ହେଲେ ତୁମ ଜୀବନକୁ କେବେ ବି ଏହି ଫିଜା ଆଉ ଫେରିବନି…

ତେବେ ବନ୍ଧୁଗଣ ଆମ ଆଖପାଖରେ ଏଭଳି ସବୁ ଘ-ଟ-ଣା ମାନ ଘ-ଟିଯାଉଛି ଯେ ଯାହାକୁ ଆପଣମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁଥିବେ । ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ ମଧ୍ୟ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ପ୍ରେମ ଶବ୍ଦରୁ । କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି । ପ୍ରେମ ଏକ ପବିତ୍ର ଶବ୍ଦ ବା ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲିର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥି ପାଇଁ କି ତାଙ୍କୁ ଏବଂ ତାଙ୍କ ପରିବାରଲୋକଙ୍କୁ ଲ-ଜ୍ୟା, ତା-ଛ-ଲ୍ୟ ଓ କଟୁ ଅପ-ଶବ୍ଦ ସହିବାକୁ ପଡ଼ିଥାଏ ଜୀବନ ସାରା ପାଇଁ ।

ଆଜିର ଯୁବ ପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କକୁ କଳ-ଙ୍କିତ କରି ସାରିଲେଣି । ପ୍ରେମ ଆପଣଙ୍କୁ ଏପରି କରିଦିଏ ଯେ, ଆପଣ ଭଲ-ମନ୍ଦ ସବୁ ଭୁଲି ଯାଆନ୍ତି । ଏପରିକି ଆ-ତ୍ମହ-ତ୍ୟା ମଧ୍ୟ କରିବାକୁ ପଛାନ୍ତି ନାହିଁ । ତେବେ ନିକଟରେ ସେପରି ଏକ ଦୁଃ-ଖଦା-ୟକ ଘ-ଟଣା ଦେଖିବାକୁ ମିଳିଛି ।

ନିଜ ପ୍ରେମିକ ପାଇଁ ସିମରନ୍‌ଙ୍କ ଶେଷ ଚିଠି । ମୋ ଜୀବନକୁ ଆସି ପ୍ରେମର ମାନେ ଜଣାଇଲ । ପରେ ପ୍ରେମର ମୂଲ୍ୟ କିଛି ରହିଲାନି । ଚିଠିର ଶେଷରେ ଏମିତି ଲେଖିଛନ୍ତି ସିମରନ୍‌ । ତୁମେ ସବୁବେଳେ ମୋର ହୋଇ ରହିବ । ହେଲେ ତୁମ ଲାଇଫ୍‌କୁ କେବେ ଆଉ ଫେରିବିନି । ଅନ୍ୟପଟେ ସିମରନ୍‌ର ମୃ-ତ୍ୟୁ ପରେ ପ୍ରେମିକ ଫେ-ରା-ର ଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓରାସାହି ଅଞ୍ଚଳର ଘ-ଟଣା । ପ୍ରେମିକା ଜଣକ ଜୀବନ ହାରିବା ପୂର୍ବରୁ ନିଜ ପ୍ରେମିକ ପାଇଁ ଛାଡି ଯାଇଛି ପ୍ରେମର ଶେଷ ଚିଠି ।

ଚିଠିରେ ଲେଖା ଅଛି ଅନେକ କଥା । କାହିଁକି ଏମିତି କଲୁ ଲୋ । ମୁଁ ନିଜଠୁ ବି ଅଧିକ ଭଲ ପାଉଥିଲି । ହେଲେ ଶେଷରେ ମୋ ସହ ଏମିତି କଲୁ ଲୋ । ଏମିତି ଅନେକ କିଛି । ଅନ୍ୟପଟେ ଝିଅର ମୃ-ତ୍ୟୁ ପରେ ବାହୁନି ବାହୁନି କା-ନ୍ଦୁ-ଛି ବିଧବା ମାଆ । ଗତ ୧୪ ତାରିଖ ଦିନ ଚାନ୍ଦବାଲିକୁ କଂପ୍ୟୁଟର କ୍ଲାସ କରିବାକୁ ଆସିଥିଲା । ହେଲେ ଆଉ ଫେରିନଥିଲା । ଚାନ୍ଦବାଲି ବୈତରଣୀ ବ୍ରିଜ ଉପରେ ନିଜର ସାଇକେଲ ଓ ବ୍ୟାଗ୍‌ ଥୋଇ ଦେଇ ନଦୀକୁ ଡେ-ଇଁପ-ଡିଥିଲା । ୧୫ତାରିଖ ସନ୍ଧ୍ୟା ସମୟରେ ନଦୀରୁ ତାର ମୃ-ତଦେ-ହ ମିଳିଥିଲା । ଏନେଇ ରାଜକନିକା ଓ ଚାନ୍ଦବାଲି ଥା-ନାରେ ଏ-ତ-ଲା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *