ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ।
ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାର୍ଟଫର୍ମ ଯେଉଁଠି କେତେବେଳେ କଣ ଦେଖିବାକୁ ମିଳିଯିବ ତାହା କହିବା ମୁସ୍କିଲ। ସୋସିଆଲ ମିଡିଆରେ ଆମେ ମାନେ ପଶୁ ପକ୍ଷୀ ମାନଙ୍କୁ ନେଇ ଏପରି କିଛି ମଜାଳିଆ ତଥା ଆଶ୍ଚର୍ଯ୍ୟଜନକ ଭିଡିଓ ଆଦି ଦେଖିବାକୁ ମିଳିଯାଏ ଯାହାକୁ ଦେଖିଲେ ଆମେ ଆମର ହସକୁ କଣ୍ଟ୍ରୋଲ କରି ପାରିନଥାଉ ଏବଂ ଅନେକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାଉ। ଏମିତି ହିଁ ଏକ କୁକୁଡାକୁ ଦେଖିବାକୁ ମିଳିଛି ଯିଏକି ନିଜ ଅଣ୍ଡାରେ ଏପରି ଖେଳୁଛି ଯେମିତି ଲାଗୁଛି କି ସିଏ ଅଣ୍ଡାରେ ଫୁଟବଲ ଖେଳୁଛି। ତାର ଏମିତି ହରକତ୍ ଦେଖି ଷ୍ଟାର ଫୁଟବଲର୍ ଙ୍କ ର ବି ମୁଣ୍ଡ ବୁଲେଇ ଦେବ। ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା କୁକୁଡାର ଏପରି ଷ୍ଟ-ଣ୍ଡ୍ କୁ ଦେଖି ଫୁଟବଲ୍ ଖେଳାଳି ବି କାବା ହୋଇଯିବେ।