ଭାଇର ପୁରା ପରିବାରକୁ ନି-ପା-ତ କରିବା ପରେ ନିଜ ସ୍ତ୍ରୀକୁ କୁମ-ନ୍ତ୍ର ଦେଇଥିଲା ଶିବ,ସ୍ତ୍ରୀଙ୍କ କଥାରୁ ସବୁ କିଛି ପଡୁଛି ଜଣା,ଜାଣନ୍ତୁ ପୁରା ଖବର

ଏହି କିଛିଦିନ ତଳେ ଏକ ବହୁତ ବଡ ହ-ତ୍ୟାକା-ଣ୍ଡ ଘଟିଥିଲା ଯେଉଁଥିରେ ଗୋଟିଏ ପରିବାରର ପାଞ୍ଚଜଣ ମଣିଷଙ୍କୁ ହ-ତ୍ୟା କରା ଯାଇଥିଲା। ଆଉ ଏହି ଅତ୍ୟନ୍ତ ନୃ-ଶଂ-ସ କାମ କରିଥିବା ଲୋକଟି ଆଉ କେହି ନୁହେଁ ପରିବାରର ହିଁ ଅଟେ, ଅର୍ଥାତ୍ ମୃ-ତ୍ୟୁବ-ରଣ କରିଥିବା ଯୁବକଙ୍କ ସାନ ଭାଇ ଅଟେ। ଜାଗା ବାଡି କାରଣରୁ ଝ-ଗ-ଡା ଲାଗି ଶିବ ନିଜର ଭାଇ, ଭାଉଜ ଏବଂ ତିନି ଝିଆରୀ ପୁତୁରାଙ୍କୁ ଅତ୍ୟନ୍ତ ନୃ-ଶଂ-ସ ଭାବେ ହ-ତ୍ୟା କରିଥିଲେ। ଏହାପରେ ଶିବ ଏକ ଭିଡିଓ ମାଧ୍ୟମରେ ନିଜର ସମସ୍ତ ଦୋ-ଷକୁ ସ୍ୱୀକାର କରିବା ସହ ପୋ-ଲି-ସ ପାଖରେ ଆସି ସବୁ କିଛି ସତ କଥା ମଧ୍ୟ ମାନିଥିଲେ।

ହ-ତ୍ୟାର ଭ-ୟଙ୍କର ଛାତିଥରା ଦୃ-ଶ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ କା-ନ୍ଦି ପକାଉଛନ୍ତି । ଭାଇ, ଭାଉଜ, ଝିଆରୀ ଓ ସୁଇ ପୁତୁରାଙ୍କୁ ନି-ର୍ମ-ମ ଭାବେ ହ-ତ୍ୟା କରିବା ପରେ କାଳେ କେହି ବଞ୍ଚି ଯାଇଥିବ ଭାବି ଘଟ-ଣାସ୍ଥ-ଳରେ ହିଁ ଏକ ଘଣ୍ଟା ଯାଏଁ ବସି ରହିଥିଲା ଶିବ। ହ-ତ୍ୟା କରିବା ପରେ ମଧ୍ୟ ସମସ୍ତଙ୍କ ଗୋଡ ହାତ ଓ ବେକର ପ୍ରମୁଖ ଶିରକୁ ଶିବ କାଆଟିଇ ଚାଲିଥିଲା । ଓଲଟା ତାଙ୍କୁ କହିଥିଲେ ସେଠାରୁ ଚାଲିଯିବାକୁ ନହେଲେ ତାଙ୍କୁ ବି ସେ ମା-ରିଦେବେ।ହ-ତ୍ୟା କରିବା ପରେ ନିଜ ଦେହରୁ ର-କ୍ତ ଛିଇଟା ସଫା କରି ଗାଧୋଇଥିଲା ଶିବ । ଗାଧୋଇ ସାରିବା ପରେ ଘରକୁ ଯାଇଥିଲେ ଶିବ।

ଆଉ ତାଙ୍କ ସ୍ତ୍ରୀ ଯେତେବେଳେ ତାଙ୍କ ଉପରେ ଚିଲେଇ ଥିଲେ ସେତେବେଳେ ଶିବ ତାଙ୍କୁ ଓଲଟା କହିଥିଲେ କି ଯଦି ଜୀବନ ନେଇ ବଞ୍ଚିବାକୁ ଚାହୁଁଛୁ ତ ଏଠୁ ପଳେଇ ଯା। ଚି-ତ୍କା-ର କରୁଥିବା ତାଙ୍କ ସ୍ତ୍ରୀଙ୍କ କଥା ମାନି ନଥିଲେ ଶିବ । ହ-ତ୍ୟା କରିବାର ଚାରିଦିନ ଆଗରୁ ଯୋଜନା କରୁଥିଲା ଶିବ । ଏକଥା ତାଙ୍କ ସ୍ତ୍ରୀ ମଧ୍ୟ ଜାଣିଥିବା ସେ କହିଛନ୍ତି କିନ୍ତୁ ହ-ତ୍ୟା କରିବା ସମୟରେ ଏବଂ ତା’ ପୂର୍ବରୁ ମଧ୍ୟ ଶିବ ତା’ ସ୍ତ୍ରୀକୁ କୁମ-ନ୍ତ୍ର ଦେଇଥିବା କୁହାଯାଉଛି।

କେଉଁ ଭାବରେ ଓ କେଉଁ ସମୟରେ ହ-ତ୍ୟା ହେବ ଓ ଏହାପରେ ସେମାନେ କଣ କରିବେ ଏବଂ ପୋ-ଲି-ସକୁ କଣ ଉତ୍ତର ଦେବେ ଏହି ସବୁ ସ୍ଵାମୀ ସ୍ତ୍ରୀ ଉଭୟଙ୍କ ସହ କଥା ହୋଇଛନ୍ତି ବୋଲି ସମସ୍ତେ ଅନୁମାନ କରୁଛନ୍ତି । ଶିବଙ୍କ ସ୍ତ୍ରୀଙ୍କ କଥା ଶୁଣିବା ପରେ ଏହି ହ-ତ୍ୟାକା-ଣ୍ଡରେ ତାଙ୍କ ସ୍ତ୍ରୀଙ୍କ ଭୂମିକାକୁ ସ-ନ୍ଦେ-ହ କରାଯାଉଛି ଓ ସେ ମଧ୍ୟ ଏଥିରେ ସାମିଲ ଅଛନ୍ତି ବୋଲି ସମସ୍ତେ କହୁଛନ୍ତି।ଶିବଙ୍କ ସ୍ତ୍ରୀ ଏସବୁ କଥା ପୂର୍ବରୁ ଜାଣିଥିଲେ ବୋଲି ଶିବ ନିଜେ କହୁଛନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଏକଥାକୁ ଅସ୍ଵୀ-କାର କରୁଛନ୍ତି।

Leave a Reply

Your email address will not be published. Required fields are marked *