ମାଲିକ କଥା ନମାନି ମେଣ୍ଢା କୁ କାମୁଡିବା ପାଇଁ ଚାଲିଗଲା କିନ୍ତୁ ମେଣ୍ଢା ଯାହା କଲା..

ଦୁନିଆରେ ପ୍ରତେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘ-ଟଣା ଦେଖିବାକୁ ମିଳେ ।ଏକ ଜଙ୍ଗଲରେ ଏକ କୁକୁର ଏକ ବାୟସନ ସହିତ ପ-ଙ୍ଗା ନେବାକୁ ତା ପାଖ କୁ ଚାଲି ଯାଇଥିଲା। ହେଲେ ଭାଗ୍ୟ ଭଲ ଥିବାରୁ ବାୟସନଟି କୁକୁରଟିକୁ ମା-ରି-ବା ପୂର୍ବରୁ କୁକୁର ଟି ନିଜ ଜୀବନ ବଞ୍ଚାଇ ସେଠାରୁ ବାହାରି ଆସିଲା ।ଅନ୍ୟ ଏକ ଘ-ଟ-ଣା ରେ ଏକ ବାଘ ଏକ ଛୋଟ ଖାଲ ମଧ୍ୟରେ ଏକ ବତକକୁ ଦେଖି ତାକୁ ଆକ୍ର-ମଣ କରି ବାକୁ ସେହି ଖାଲ ମଧ୍ୟରେ ପ୍ରବେଶ କରିଥିଲା।

ହେଲେ ସେ ଜାଣି ନଥିଲା କି ତାକୁ ଏହି ଶି-କା-ର କେତେ ମା-ହା-ଙ୍ଗା ପଢିବ। ସେ ଯେତେବେଳେ ସେ ଖାଲ ଭିତରେ ସେ ହଂସ କୁ ଧରିବାକୁ ଗଲା ସେତେବେଳେ ସେ ହଂସ ଟି ପାଣି ମଧ୍ୟରେ ଲୁ-ଚି ଯାଇଥିଲା ଏମିତି କରି ସେ ବାଘଟିକୁ ପାଣି ପିଆଇ ଦେଇଥିଲା।

ଏକ ଜଙ୍ଗଲରେ ଏକ ଘୁଷୁରୀଟି କୁ ଚିତା ବାଘକୁ ପାଣି ପିଆଇ ଦେଲା ଚିତ ବାଘ ଟି ଜାଣି ନଥିଲାକୁ ଘୁଷୁରୀ ସହିତ ଲାଗିବ ତାକୁ ଅଟେ ମ-ହ-ଙ୍ଗା ପଢିବ ବୋଲି। ସେ ଯେତେବେଳେ ଘୁଷୁରୀକୁ ଗୁଡ଼ାଇଲା ସେତେବେଳେ ଘୁଷୁରୀ କି ଚାଲାକି କରି ଓଲଟା ଚିତା ବ୍ୟାଘ୍ର କୁ ଗୋଡେଲା ଯାହା ଫଳରେ ଚିତା ବ୍ୟାଘ୍ର କି ହଇ-ରାଣରେ ପଢ଼ି ଗୋଲା । ଅନ୍ୟ ଏକ ଘଟ-ଣାରେ ଗୋଟେ କୁକୁର ଟି ଗେଟ ଗୋଟେ କୁକୁଡ଼ାକୁ ଆକ୍ର-ମଣ କରୁଥିଲା ଏହା କୁକୁଡ଼ାଟି ସହି ନପାରି ଉଲଟା ସେହି କୁକୁରକୁ ଆକ୍ର-ମଣ କରିବାକୁ ଖୁମ୍ପିବାକୁ ଲଗିଲା । ଯାହା ଫଳ ରେ କୁକୁର ଆଉ ସେଠାରେ ନରହି ସେ ଦୌଡ଼ି ପଲାଇବାକୁ ଲାଗିଲା ।

Leave a Reply

Your email address will not be published. Required fields are marked *