ମୋ ବାପାଙ୍କ ଶ-ବ ପାଖରେ ବସିକି କି ମୋ ସ୍ତ୍ରୀ ତା ବୟଫ୍ରେଣ୍ଡ ସହ ଚାଟିଂ କରୁଥିଲା…..

ତେବେ ବନ୍ଧୁଗଣ ଆଜିକା ସମୟରେ ଦଶ ଦିଗପାଳ ଏବଂ ଅଗ୍ନିକୁ ସାକ୍ଷୀ ମାନିକି ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପତି ପତ୍ନୀ ଦୁହେଁ ୭ ଜନ୍ମ ପାଇଁ ସାଙ୍ଗରେ ରହିବାର ପ୍ରଣ ନେଇ ଗୋଟେ ଜନ୍ମ ମଧ୍ୟ ସାଙ୍ଗରେ ବିତାଇ ପାରୁନାହାଁନ୍ତି । ଏହାର ସବୁଠାରୁ ବଡ଼ କାରଣ ହେଲା ପରକ୍ରୀୟା ପ୍ରେମ । ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି । ନିଜର କଳୁ-ଷିତ ମନଭାବ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅ-ବୈ-ଧ ସମ୍ପର୍କ ରଖିଥାନ୍ତି । ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ ଫାଟ ।

ପ୍ରତିଦିନ ପରିବାର ମଧ୍ୟରେ ଝ-ଗ-ଡ଼ା ଆଶାନ୍ତି ଲାଗିରହେ । ଶେଷରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ପାରିବାରିକ ଝ-ଗ-ଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘ-ଟଣ ଘ-ଟିଯାଏ । ପରକିୟା ପ୍ରୀତି ଯୋଗୁଁ ଅନେକ ପରିବାର ଭା-ଙ୍ଗି ଯାଉଥିବା ମଧ୍ୟ ଦେଖିବା ପାଇଁ ମିଳିଥାଏ । ତେବେ ବିବାହିତ ହୋଇ ଅନ୍ୟ କେଉଁ ନାରୀ କିମ୍ବା ପୁରୁଷ ସହ ସମ୍ପର୍କ ରଖିବା ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପୁର୍ଣ୍ଣ ବେଆଇନ । ତେବେ କେବଳ ପୁରୁଷ ନୁହଁନ୍ତି ଏପରି ଘୃ-ଣ୍ୟ କାର୍ଯ୍ୟ ସ୍ତ୍ରୀ ମାନେ ମଧ୍ୟ କରିଥାନ୍ତି । ସ୍ଵାମୀ ଥାଉ ଥାଉ ପର ପୁରୁଷକୁ ଭଲ ପାଇଥାନ୍ତି । ଯାହାକି ଅତ୍ୟନ୍ତ ଲା-ଜ୍ୟାଜ-ନକ କଥା ଅଟେ ।

ନିକଟରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ବିରୁ-ଦ୍ଧରେ ମିଡ଼ିଆ ସାମ୍ନାରେ ଅଭି-ଯୋଗ କରିଛନ୍ତି ଯେ ଗତ ବର୍ଷ ଜାନୁଆରୀ ୯ ୨୦୨୧ରେ ଯେତେବଳେ ତାଙ୍କ ବାପାଙ୍କୁ ହାର୍ଟ ଆଟାକ୍ ରେ ମୃ-ତ୍ୟୁ ଘଟିଥିଲା । ସେତେବେଳେ ତାଙ୍କ ପତ୍ନୀ ଦୁଃ-ଖ ପ୍ରକାଶ କରିବା ବହୁତ ଦୂରର କଥା ନିଜ ଶଶୁରଙ୍କ ଶବ ନିକଟରେ ବସି ନିଜର ବୟଫ୍ରେଣ୍ଡ୍ ମନୋଜ କୁମାର ସାହୁଙ୍କ ସହ ନିର୍ଦ୍ଵନ୍ଦରେ ଚାଟିଂ କରିବାରେ ବ୍ୟସ୍ତ ଥିଲେ । ଯିଏକି ବ୍ରିଟାନିଆ କମ୍ପାନୀରେ ଚାକରୀ କରୁଥିଲେ । ଏହା ପରେ ଯୁବକ ଜଣଙ୍କ ଜାଣିବାରୁ ରା-ଗି-କି ଉକ୍ତ ମହିଳାଙ୍କୁ ନେଇ ତାଙ୍କ ମାମୁଁ ଘରେ ଛାଡ଼ି ଦେଇଆସିଥିଲେ । କିନ୍ତୁ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଥିବାରୁ ଛୋଟ ପିଲାଟିର ଦୁଃ-ଖ ସହି ନପାରି ଦେଢ଼ ମାସ ପରେ ଯୁବକ ଜଣଙ୍କ ଯାଇ ନିଜ ପତ୍ନୀଙ୍କୁ ଘରକୁ ନେଇ ଆସିଥିଲେ । ତାପରେ ପତ୍ନୀଙ୍କର କୌଣସି ପରିବର୍ତ୍ତନ ଘ-ଟିଲା ନାହିଁ । ସବୁବେଳେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କ-ଳ-ହ ଲାଗି ରହିଲା ।

ଯୁବକଙ୍କ କହିବା ମୁତାବକ ବୈବାହିକ ଜୀବନର ୯/୧୦ ବର୍ଷ କେବେ ଶାନ୍ତିରେ କଟିନି । ସବୁବେଳେ ଝ-ଗ-ଡ଼ା ଲାଗିରହୁଥିଲା । ଆଉ ମହିଳା ଜଣଙ୍କ ଆ-ତ୍ମହ-ତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ତାପରେ ୧୫ ଜୁନ୍ ୨୦୨୧ରେ ଯୁବତୀଙ୍କ ପରିବାରଲୋକ ମା-ରପି-ଟ୍ କରି ଜବ-ରଦ-ସ୍ତି ମହିଳା ଏବଂ ତାଙ୍କ ପୁଅକୁ ନେଇ ଯାଇଥିଲେ । ପୁଣି ମହିଳା ଜଣଙ୍କ ନିଜ ସ୍ଵାମୀଙ୍କ ନାଁରେ ଡୋମେଷ୍ଟିକ୍ ଭାଇଓଲେନ୍ସର କେ-ଶ୍ ମଧ୍ୟ କରିଥିଲେ । ଏମିତି ୯ ମାସ ନିଜ ଛୁଆଠୁ ଦୂରେଇ ରହିବା ପରେ ହଠାତ୍ ଶୁଣିବାକୁ ପାଇଲେ ତାଙ୍କ ପତ୍ନୀ ବାପଘରୁ ତାଙ୍କ ପ୍ରେମିକଙ୍କ ସହ ଫେ-ରା-ର ହୋଇଯାଇଛନ୍ତି ବୋଲି । ତାପରେ ସେ ନିଜ ପୁଅକୁ ନିଜ ପାଖକୁ ନେଇଆସିଥିଲେ । ତେବେ ପ୍ରଥମ ସ୍ବାମୀଙ୍କୁ ଡି-ଭୋ-ର୍ସ ନଦେଇ ଦ୍ଵିତୀୟ ବିବାହ କରିଥିବା ଅଭି-ଯୋଗରେ ତାଙ୍କ ସ୍ଵାମୀ କେଶ୍ ଫାଇଲ୍ କରୁଛନ୍ତି କି ନାଇ ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *