ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ଏହି ଯୁଗ ଦିନକୁ ଦିନ ଯେତେ ଶିକ୍ଷିତ ହେଉଛି ସେତେ ତଳକୁ ମଧ୍ୟ ଖସୁଛି, କାରଣ ଦିନକୁ ଦିନ ଲୋକମାନଙ୍କର ଚିନ୍ତାଧାରା ବହୁତ ତଳକୁ ହେବାରେ ଲାଗିଛି। ଝିଅ ଏବଂ ମହିଳା ମାନଙ୍କୁ ନେଇ ପୁରୁଷ ମାନଙ୍କର ଚିନ୍ତାଧାରା ବହୁତ ତଳକୁ ଖସିବାରେ ଲାଗିଛି। ଆଜିକାଲି ଲୋକ ମାନେ ରା-କ୍ଷ-ସ ପାଲଟି ଯାଇଛନ୍ତି, ଛୋଟ ଛୋଟ କଅଁଳ ଝିଅ ମାନଙ୍କୁ ମଧ୍ୟ ଛାଡୁ ନାହାଁନ୍ତି, ସେମାନଙ୍କୁ ବି ଦୁ-ଷ୍କ-ର୍ମ କରୁଛନ୍ତି। ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କୌଣସି ଝିଅର ଦୁ-ଷ୍କ-ର୍ମ ହୋଇନି କିନ୍ତୁ ଗୋଟିଏ ନବମ ଶ୍ରେଣୀର ଝିଅଟି ସହ କିଛି ପିଲା ଏପରି କାମ କରିଥିଲେ ଆଉ ତାହା ପରେ ଝିଅଟିର ବାପା ସେହି ପିଲା ମାନଙ୍କ ସହ ଏପରି କିଛି କରିଥିଲେ ଯାହାକୁ ଶୁଣିଲେ ଆପଣମାନେ ଖୁସି ହୋଇଯିବେ।
ପ୍ରକୃତରେ କିଛି ପିଲା ଏକ ନବମ ଶ୍ରେଣୀର ଝିଅଟିକୁ ରାସ୍ତାରେ ଗଲାବେଳେ କମେଣ୍ଟ ମା-ରିଥି-ଲେ ଆଉ ଏହି କଥାକୁ ଝିଅଟିର ବାପା ଜାଣି ଦେଇଥିଲେ। ଏହାପରେ ସେହି ପିଲାମାନଙ୍କୁ ଝିଅଟିର ବାପା ଧ-ରିଥି-ଲେ ଏବଂ ଲୋକମାନଙ୍କ ଆଗରେ ତାଙ୍କୁ ଉଠା ବସା କରାଇଥିଲେ। ଏହାକୁ ସେ ଭିଡିଓ କରି ସୋସିଆଲ୍ ମିଡିଆ ସାଇଟ୍ ରେ ଅପଲୋଡ଼ ମଧ୍ୟ କରିଥିଲେ, ଏହି ଭିଡିଓରେ ଦେଖିବାକୁ ମିଳୁଛି କି ତିନୋଟି ପୁଅ କାନ ଧରି ଉଠା ବସା ହେଉଛନ୍ତି ଏବଂ ଝିଅଟିର ବାପା କହୁଛନ୍ତି ୧୦୦ ଥର ଉଠା ବସା ହେବାକୁ।