ବୁଢ଼ା ମଉସା ରିପୋର୍ଟରଙ୍କ ସହିତ ଏମିତି କାମ କରିବାର କଥା ନଥିଲା,ଦେଖନ୍ତୁ ଭିଡିଓ ….

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ସୋସିଆଲ ମିଡିଆରେ ଏମିତି ଅନେକ ଅନେକ ଭିଡିଓ ଭାଇରାଳ ହୋଇଥାଏ ଯାହା ଦେଖିବାକୁ ଭଲ ଲାଗେ । ଯେମିତି କି କୁକୁର ଏପରି ଏକ ବିଶ୍ଵସ୍ତ ପୋଷା ଜୀବ ଟେ ଯିଏ କି ମାଲିକ ର କିଛି ବି ହେବାକୁ ଦେଇନଥାଏ । କୌଣସି ସର୍ବ-ନାଶ ହେବାକୁ ଥିଲେ ଏମାନେ ପୂର୍ବରୁ ସୁଚନା ପାଇଥାନ୍ତି । ଯେମିତି କି ଗୋଟିଏ ଝିଅ ବଲ୍ କୁ ନେଇ ପଡିଆ ରେ ଖେଳୁଥାଏ । ସେହି ସମୟ ରେ ନିଜ ଘର ର ପୋଷା କୁକୁର ମଧ୍ୟ ସେଠାରେ ବସିଥାଏ । ହଠାତ୍ ବଲ ଟି ଏକ କୂଅ ରେ ପଡ଼ିଯାଏ । ଝିଅ ଟି ଆଣିବାକୁ ଯିବା ସମୟ ରେ କୁକୁର ଟି ଯାଇ ଝିଅ ଟି କୁ ଟାଣି ଆଣିଲା ଓ ଏକ ବାଡି ସାହାଯ୍ୟ ରେ ନିଜେ ବଲ ଟି ନେଇଆସିଲା । ତେବେ ପୁଷ୍ପା ନିକଟ ଅତୀତ ରେ ରିଲିଜ୍ ହୋଇଥିଲା ।

ଶିଶୁ ଠୁ ବୁଢ଼ା ଯାଏ ସମସ୍ତେ ଏହି ଫିଲ୍ମ କୁ ଭଲ ପାଉଥିଲେ ଓ ଏହି ଫିଲ୍ମ ରେ ଗୀତ ରେ ନାଚୁଥିଲେ । କିନ୍ତୁ କଥା ହେଉଛି , ଭଗବାନ ଙ୍କ କୀର୍ତ୍ତନ କରିବା ବେଳେ ମଧ୍ୟ କୀର୍ତ୍ତନ ଦଳ ହରିବୋଲ ଗାଇ ଗାଇ ପୁଷ୍ପା ଗୀତ ଷ୍ଟେପ ରେ ନଚୁଛନ୍ତୁ । ତେବେ ନାଲିପାଣି ଯିଏ ପିଇଚି ସେ ନି-ଶା ରେ ବାୟା ହେଇଚି । ସେହିପରି ଜଣେ ନାଲି ପାଣି ପିଇ ହୋଲି ର ଶୁଭେଚ୍ଛା ରେ ଏକ ଭିଡିଓ କରିଥିଲେ ଯେଉଁଥିରେ ସେ ସମସ୍ତ ପର୍ବ ର ଶୁଭେଚ୍ଛା ଏକ ସଙ୍ଗେ କହିଦେଇଥିଲେ । ତେବେ ଆଉ ଏକ ଭିଡିଓ ରେ ଜଣେ ମହିଳା ରି-ପୋ-ର୍ଟର ଖବର ପ୍ରସାରଣ କରୁଥିବା ସମୟ ରେ ଜଣେ ଲୋକ ଟି ଆସି ତାଙ୍କୁ ଅନାଇ ଏପରି ଭାବେ ଠିଆ ହୋଇଯାଇଥିଲେ ଯେ ସେ ଲୋକ ଜଣକ ମହିଳା ଙ୍କୁ ଦେଖି ପ୍ରେମ ରେ ପଡିଯାଇଛନ୍ତି ।

Leave a Reply

Your email address will not be published. Required fields are marked *