ଆଶ୍ଚର୍ଯ୍ୟକର ଘଟଣା : ସ୍ଵାମୀ ଓ ଦୁଇ ଝିଅକୁ ଛାଡ଼ି ଦେଢ଼ଶୁର ସହ ଫେ-ରା-ର ହେଲେ ମହିଳା,ଜାଣନ୍ତୁ ପୁରା ଘ-ଟ-ଣା

ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘା-ତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟ-ଣାକୁ ନେଇ ବିବିଧ ଘ-ଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘ-ଟଣା ଅଟେ । ଅନୁଗୁଳ ଜିଲ୍ଲା ବନ୍ଧାପଲ ବ୍ଲକ ଅନ୍ତର୍ଗତ ଭୋଗବେରଣି ଗ୍ରାମ ପଞ୍ଚାୟତ ର ଖାମଣା ଗାଁ ରେ ଚାଞ୍ଚଲ୍ୟ ଘ-ଟଣା । ଦେଢାସୁର ସହିତ ଭାଇ ବୋହୂ ପଳାଇଥିବା ଘ-ଟ-ଣା ପୁରା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଗୌତମ ନାୟକ ଙ୍କ ସ୍ତ୍ରୀ ଲିପି ନାୟକ ତାଙ୍କ ଘର ପାଖରେ ଥିବା ବଡ଼ ଭାଇ ଲକ୍ଷ୍ମୀକାନ୍ତ ନାୟକ ଙ୍କ ସହିତ ପ୍ରେମ ସମ୍ପର୍କ ରେ ବାନ୍ଧି ହୋଇଥିଲେ ।

ଦୁହିଁ ଙ୍କ ପ୍ରେମ ସମ୍ପର୍କ ବିଷୟ ରେ ଜାଣିବା ପରେ ଗତ ୧୩ ତାରିଖ ଦିନ ଲକ୍ଷ୍ମୀକାନ୍ତ ନାୟକ ଙ୍କ ସ୍ତ୍ରୀ ଓ ତାଙ୍କ ମା ଆସି ଗୌତମ ନାୟକ ଙ୍କ ସ୍ତ୍ରୀ ଲିପି ନାୟକ ଙ୍କୁ ମା-ଡ଼ ମା-ରିଥିଲେ । ଏହା ଦେଖି ଗୌତମ ଙ୍କ ଝିଅ ତାଙ୍କ ଦାଦା ଙ୍କୁ ଜଣାଇଥିଲେ । ଏହି ସମ୍ପର୍କ ରେ ତାଙ୍କ ଭାଇ ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଏ ନେଇ ଗୌତମ ନାୟକ ତାଙ୍କ ଭାଇ ଙ୍କୁ ଥା-ନା ରେ ଅଭି-ଯୋଗ କରିବା ପାଇଁ କହିଥିଲେ ।

ଗୌତମ ଙ୍କ ଭାଇ ଯାଇ ଭାରପାଳ ଥା-ନା ରେ ଯାଇ ଅଭି-ଯୋଗ କରିବା ପରେ ଥା-ନା ବାବୁ ଲିପି ନାୟକ ଓ ଲକ୍ଷ୍ମୀକାନ୍ତ ନାୟକ ଙ୍କୁ ଥା-ନା କୁ ଡକାଇ ଥିଲେ । ଥା-ନା କୁ ଆସି ଲେଖା ପଢା କରିବା ପରେ ଲିପି ନାୟକ କୁ ଶାଶୁ ଘର ଲୋକ ଯେତେ ଡାକିଥିଲେ ମଧ୍ୟ ସେ କାହାରି କଥା ଶୁଣି ନ ଥିଲେ । ଲିପି ଙ୍କ କା-ର୍ଯ୍ୟକ-ଳାପ ଦେଖି ପୋ-ଲି-ସ ଲକ୍ଷ୍ମୀକାନ୍ତ ଓ ଲିପି ଙ୍କୁ ସାଙ୍ଗରେ ରହିବାକୁ ନିଷ୍ପତି ନେଇଥିଲେ

Leave a Reply

Your email address will not be published. Required fields are marked *