ଜେ-ଲରେ ପକୁଡି ଓ ରସଗୋଲା ଖାଇବାକୁ ଜିଦ କରୁଛି ଶିବ ! ଏମିତି କଥା ସବୁ କହିଲା ଯେ ପୋ-ଲି-ସ ଶୁଣି ଆଶ୍ଚର୍ଯ୍ୟ !

ଏହି କିଛିଦିନ ତଳେ ଏକ ବହୁତ ବଡ ହ-ତ୍ୟାକା-ଣ୍ଡ ଘଟିଥିଲା ଯେଉଁଥିରେ ଗୋଟିଏ ପରିବାରର ପାଞ୍ଚଜଣ ମଣିଷଙ୍କୁ ହ-ତ୍ୟା କରା ଯାଇଥିଲା। ଆଉ ଏହି ଅତ୍ୟନ୍ତ ନୃ-ଶଂ-ସ କାମ କରିଥିବା ଲୋକଟି ଆଉ କେହି ନୁହେଁ ପରିବାରର ହିଁ ଅଟେ, ଅର୍ଥାତ୍ ମୃ-ତ୍ୟୁବ-ରଣ କରିଥିବା ଯୁବକଙ୍କ ସାନ ଭାଇ ଅଟେ। ଜାଗା ବାଡି କାରଣରୁ ଝ-ଗ-ଡା ଲାଗି ଶିବ ନିଜର ଭାଇ, ଭାଉଜ ଏବଂ ତିନି ଝିଆରୀ ପୁତୁରାଙ୍କୁ ଅତ୍ୟନ୍ତ ନୃ-ଶଂ-ସ ଭାବେ ହ-ତ୍ୟା କରିଥିଲେ। ଏହାପରେ ଶିବ ଏକ ଭିଡିଓ ମାଧ୍ୟମରେ ନିଜର ସମସ୍ତ ଦୋ-ଷକୁ ସ୍ୱୀ-କା-ର କରିବା ସହ ପୋ-ଲି-ସ ପାଖରେ ଆସି ସବୁ କିଛି ସତ କଥା ମଧ୍ୟ ମାନିଥିଲେ।

ମୋତେ ପକୁଡି ଓ ରସଗୋଲା ଖାଇବାକୁ ଦିଅ ମୁ ସତ କହିଲି ଏବେ ମୋ ଇଛା ପୂରଣ କର । ଗୋଟେ ପଟେ ପୋ-ଲି-ସ ଚିନ୍ତାରେ ଥିବା ବେଳେ ପାଞ୍ଚ ଜଣ ସଦସ୍ୟଙ୍କ ହ-ତ୍ୟା କରିଥିବା ଅଭି-ଯୁକ୍ତ ଶିବ ସାହୁ ଏପରି ଅ-ର୍ଡ-ର କରୁଛି । ପକୁଡି ଓ ରସଗୋଲା ଖାଇବାକୁ ମାଗିଲା ମାହାଙ୍ଗା ହ-ତ୍ୟାକା-ଣ୍ଡର ଅଭି-ଯୁକ୍ତ ଶିବ ସାହୁ । ରି-ମା-ଣ୍ଡ ଅବଧି ପରେ ଆଜି ଶିବକୁ କୋ-ର୍ଟରେ ହାଜିର କରାଯାଇଛି ।ସେଠାରେ ସେ ପହଞ୍ଚିବା କ୍ଷଣି ପକୁଡି ଖାଇବାକୁ ମାଗିଥିଲା । କେବଳ ପକୁଡି ନୁହେଁ ତା ସହିତ ରସଗୋଲା ବି ମାଗିଥିଲା । ଗୋଟେ ପଟେ ପ୍ରଥମ ରି-ମା-ଣ୍ଡରେ ସମ୍ପୂର୍ଣ୍ଣ ସତ ସାମ୍ନାକୁ ଆସି ନଥିବା ବେଳେ ଅନ୍ୟ ପଟେ ଶିବର ଏପରି ଅ-ର୍ଡ-ର ପାଇଁ ଚକିତ ହୋଇଥିଲେ ସମସ୍ତେ ।

ସତ ଜାଣିବାକୁ ଆହୁରି ବାକି ଥିବା ବେଳେ ପୁଣି ଥରେ ରି-ମା-ଣ୍ଡ ଆବେଦନ କରାଯାଇ ପାରେ ବୋଲି ସୂଚନା ମିଳିଛି ।ପୁଣି ତାଙ୍କୁ ରି-ମା-ଣ୍ଡରେ ଆଣି ପଚ-ରା ଉ-ଚରା କରିବା ସହ ଆହୁରି ସତ ଓଗାଳିବାକୁ ଚେଷ୍ଟା କରିବ ପୋ-ଲି-ସ । ପ୍ରଥମ ରି-ମା-ଣ୍ଡ ଅବଧିରେ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହି ରି-କ୍ରିଏସନରେ ସେ ହ-ତ୍ୟାକୁ ନେଇ ସବୁ ସତ ଓଗାଳିବା ସହିତ କଟୁରି କେଉଁଠୁ ଆଣିଥିଲା ତାହା ବଖାଣିଛି । ପାଞ୍ଚ ଜଣଙ୍କୁ ସେ କିପରି ଏକା ହ-ତ୍ୟା କରିଲା ଏହା ସବୁଠାରୁ ବଡ ପ୍ରଶ୍ନ ରୂପେ ବର୍ତ୍ତମାନ ସୁଧା ଉଭାବ ହୋଇଛି ।ସେ କହିବା ଅନୁସାରେ, ପ୍ରଥମେ ସେ ନିଜ ଭାଉଜଙ୍କୁ କଟୁଉରିରେ ଗୋଟେ ଚୋ-ଓଟ ମା-ରିଥିଲା ମାତ୍ର ଚୋ-ଟର ଶି-କା-ର ହୋଇଥିଲେ ବଡ ଭାଇ ତା ପରେ ବଡ ପୁଅ ଝିଅକୁ ମା-ରିଲା । ଏହା ଦେଖି ସାନ ପୁଅ ଛାତ ଉପରକୁ ଦଉଡି ପଳାଉ ଥିଲା ସେହି ସମୟରେ ତାକୁ ବି ଘୋଷାଡ଼ି ଆଣି ବ-ର୍ବ-ର ରୂପେ ହ-ତ୍ୟା କରିଥିଲା ଶିବ ସାହୁ

Leave a Reply

Your email address will not be published. Required fields are marked *