ନିଜର ଆଧାରକାର୍ଡ ଉପରେ ନିଅନ୍ତୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ, 30 ଏପ୍ରିଲ ଭିତରେ ଏପରି କରନ୍ତୁ ଅନଲାଇନ ଫର୍ମ ପୁରଣ।:-

ଡିଜିଟାଲ ଲୋନ ଦେଉଥିବା ନାଭି ଆପ (Navi app) ନିଜ ଗ୍ରାହକଙ୍କୁ ଅଧିକ କିଛି ଡକ୍ୟୁମେଣ୍ଟ ନ ମାଗି ସିଧାସଳଖ ଲୋନ ଦେଉଅଛି। ସେହି ଲୋନ ଆଧାର ମାଧ୍ୟମ ରେ ଦେଉଅଛି। ଏହି ଲୋନକୁ ଆଧାର ଲୋନ କୁହାଯାଏ। ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀ ଗୁଡିକ ଲୋନ ଦେବାପାଇଁ ଅନେକ ଟଙ୍କା ମାଗନ୍ତି। ସବୁ ଡକ୍ୟୁମେଣ୍ଟ ଯୋଗାଡ଼ କଲା ସମୟରେ ବ୍ୟକ୍ତିଟି ଅନେକ ଅସୁବିଧା ଭୋଗେ। କିନ୍ତୁ ଫିନଟେକ କମ୍ପାନୀ ଗୁଡିକ ଏହି ଅସୁବିଧାକୁ ଦୂର କରିବା ପାଇଁ କେବଳ ଆଧାର ଉପରେ ହିଁ ଲୋନ ଦେଉଛନ୍ତି। KYC ବାଲା ଆଧାର ଏବଂ ପାନକାର୍ଡକୁ ଦେଖି ଋଣ ଦିଆଯାଉଛି। ଆଧାର ଏବଂ ପାନକାର୍ଡ ସାହାଯ୍ୟରେ ନାଭି ଆପ ଲୋନ ଦେଉଅଛି। ଏହା ସହିତ ଆପଣ EMI କାଲକୁଲେଟର ମାଧ୍ୟମରେ ଆପଣ EMI ର ପରିମାଣ ମଧ୍ୟ ଜାଣିପାରିବେ।

ଆଧାର ଦ୍ୱାରା ନାଭି ଲୋନ ନେବା ପାଇଁ ସର୍ବନିମ୍ନ ବୟସ 18 ବର୍ଷ ହେବା ଉଚିତ। କେବଳ ଆଧାର କାର୍ଡ ମାଧ୍ୟମରେ ବେତନ ପ୍ରାପ୍ତ ଏବଂ ସ୍ୱୟଂ ନିଯୁକ୍ତି କର୍ମଚାରୀଙ୍କୁ ଋଣ ଦିଆଯାଏ। ଗ୍ରାହକଙ୍କ କ୍ରେଡିଟ ସ୍କୋର 650 କିମ୍ବା ତାଠାରୁ ଅଧିକ ହେବା ଉଚିତ। ପର୍ସନାଲ ଲୋନ କିମ୍ବା ଅନ୍ୟାନ୍ୟ ଲୋନ ପାଇଁ ବ୍ୟାଙ୍କ ଗୁଡିଲା ସିଭିଲ ସ୍କୋର 750 ମାଗନ୍ତି କିନ୍ତୁ ନାଭି ଲୋନ ଏହାକୁ 650 ରେ କାର୍ଯ୍ୟକାରୀ କରେ।
ନାଭି ଲୋନ ପାଇଁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ। ଏହାର ଆପ ଦ୍ୱାରା ଆପଣ ଆବେଦନ କରିପାରିବେ। ଆଧାର ଏବଂ ପାନ କାର୍ଡର ସୂଚନା ଆପଣଙ୍କୁ ଦେବାକୁ ପଡିବ।

ଆଧାର ମାଧ୍ୟମରେ କିପରି କରିବେ ଆବେଦନ।

1. ନାଭି ଆପ ଡାଉନଲୋଡ଼ କରନ୍ତୁ।

2. ଆପଣଙ୍କ ମୋବାଇଲ ନମ୍ବର ସହ ଆପକୁ ପଞ୍ଜିକରଣ କରନ୍ତୁ।

3. ମାସିକ ରୋଜଗାର, କମ୍ପାନୀ ନାମ ଆଦି ଆପଣଙ୍କର ବ୍ୟକ୍ତିଗତ ବିବରଣୀ ପୂର୍ଣ୍ଣ କରନ୍ତୁ।

4. ଲୋନ ବିବରଣୀ ଏବଂ ଅବଧି ବିଷୟରେ ସୂଚନା ଦିଅନ୍ତୁ।

5. ଏବେ ଲୋନ ପରିମାଣ ଏବଂ ଅବଧିକୁ ସିଲେକ୍ଟ କରନ୍ତୁ।

6. ଏବେ ଆପଣଙ୍କର ବ୍ୟାଙ୍କ ବିବରଣୀ ମଧ୍ୟ ପ୍ରବେଶ କରନ୍ତୁ।

ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ।ନାଭି ଆପ ଆଧାର କାର୍ଡ ମାଧ୍ୟମରେ 10 ହଜାର ରୁ 20 ଲକ୍ଷ ପର୍ଯ୍ୟନ୍ତ ଲୋନ ଦେଇଥାଏ। କୌଣସି ଅଧିକ ଡକ୍ୟୁମେଣ୍ଟ ବିନା ନାଭି ଆପ ଆପଣଙ୍କୁ ତତ୍କାଳୀନ ଲୋନ ଦେଇଥାଏ। ନାଭି ଏଥିପାଇଁ 6 ବର୍ଷ ପର୍ଯ୍ୟନ୍ତ ଅବଧି ରଖିଛି ଯାହାଭିତରେ ଆପଣଙ୍କୁ ଲୋନ ପରିଶୋଧ କରିବାକୁ ପଡିବ।

ନାଭି ପର୍ସନାଲ ଲୋନ EMI ଲାଲକୁଲେଟର।

ଏହି ଲାଲକୁଲେଟର ମାଧ୍ୟମରେ ଆପଣ ଲୋନ ର EMI ବିଷୟରେ ଜାଣିପାରିବେ। ଏହାକୁ ସହଜରେ ଆପଣ ନାଭି ଆପରେ ଯାଞ୍ଚ କରିପାରିବେ। ଧରାଯାଉ ଆପଣ 1,20,000 ଟଙ୍କା ପର୍ସନାଲ ଲୋନ ପାଇଁ ଆବେଦନ କରିଛନ୍ତି। 12 ପ୍ରତିଶତ ସୁଧହାର ଅନୁଯାୟୀ, ଗୋଟିଏ ବର୍ଷରେ 12ଟି EMI ତିଆରି ହେବ। କାଲକୁଲେଟର ଅନୁଯାୟୀ EMI 11,000 ଟଙ୍କା ହେବ। ସେହିପରି ଆପଣ ଯେକୌଣସି ପରିମାଣର EMI ଦେଖି ଲୋନ ନେଇପାରିବେ।

Leave a Reply

Your email address will not be published. Required fields are marked *