ଆଗରୁ ମହିଳାଙ୍କୁ ପିଟିଥିଲେ ସ୍ଵିଗି ବଏ ..ଆଉ ଏବେ ସ୍ଵିଗି ବଏଙ୍କୁ ପି-ଟିଲେ ମହିଳା,ଦେଖନ୍ତୁ ଭିଡ଼ିଓ

ଆଜିକାଲିକା ଆଧୁନିକ ଯୁଗରେ ସବୁକିଛି ରେ-କ-ର୍ଡ ହେଉଛି । ଆଜିକାଲି ଦୁନିଆରେ ଲୋକମାନେ କଣ କରୁଛନ୍ତି ଜାଣି ପାରୁନାହାନ୍ତି । ଝିଅ ହୋଇକରି ମଧ୍ୟ ସେମାନେ ପୁଅମାନଙ୍କ ଭଳି ଖରାପ ଭାଷା ବ୍ୟବହାର କରୁଛନ୍ତି । ଝିଅମାନଙ୍କ ପାଖରେ ଅନେକ ପ୍ରକାରର ଗୁଣ ଥାଏ କିନ୍ତୁ ଆଜିକାଲି ଦୁନିଆରେ କିଛି ଝିଅ ଗୁଣକୁ ଭୁଲି ନି-ର୍ଗୁ-ଣ ହୋଇଯାଉଛନ୍ତି । ଆଉ ଏହାକୁ ନିଜର କ୍ରେଡିଟ ବୋଲି ଭାବୁଛନ୍ତି । ସେମାନେ ଟିକେ ବି ଭାବି ପାରୁନାହାଁନ୍ତି ଏମିତି କାମ କରିବା ଦ୍ୱାରା ନିଜର ସମ୍ମାନ ହାନି ହେବା ସହ ପରିବାରର ଇ-ଜ୍ଜ-ତ ମଧ୍ୟ ନ-ଷ୍ଟ ହେଉଛି ।

ତେବେ କିଛିଦିନ ତଳେ ଏଭଳି ଏକ ନିନ୍ଦ-ନୀୟ ଘ-ଟଣା ଘଟିଥିଲା ଆମ ରାଜଧାନୀ ଭୁବନେଶ୍ବରରେ । ଭୁବନେଶ୍ବରର ଆଇଜି ପାର୍କ ଆଗରେ ଯୁବତୀ କରୁଥିଲେ ହାଇଡ୍ରାମା । ନିଜ ପ୍ରେମିକ ସହ ରାସ୍ତାରେ ଖରାପ ଭାଷାରେ ଝ-ଗ-ଡ଼ା କରୁଥିଲେ । ଏହା ସ୍ୱିଗି ବୟ ବି-ରୋ-ଧ କରିବାରୁ ଉକ୍ତ ସ୍ୱିଗି ବୟକୁ ଯୁବତୀ ଜଣକ ବହୁତ ଅସଭ୍ୟ ଭା-ଷାରେ ଗା-ଳି ଗୁ-ଲଜ କରିଥିଲେ । ଆଉ ତାପରେ କଣ । ସ୍ୱିଗି ବୟ ରା-ଗିଯାଇ ଯୁବତୀ ଜଣଙ୍କୁ ଚା-ପୁ-ଡ଼ା ମା-ରିଥିଲେ । ଆଉ ରାସ୍ତା ମଝିରେ ଯୁବତୀ ଜଣଙ୍କୁ ନି-ର୍ଦ୍ଧୁ-ମ ଛେ-ଚିଲେ ମଧ୍ୟ । ସେହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଯାଇଥିଲା ।

ତେବେ ବର୍ତମାନ ସମୟରେ ସେପରି ଆଉ ଏକ ଘ-ଟଣା ସାମ୍ନାକୁ ଆସିଛି ଯେଉଁଠି ଓଲଟା ଘ-ଟିଛି । ରାସ୍ତା ମଝିରେ ସ୍ୱିଗି ବୟକୁ ଜଣେ ମହିଳା ନି-ର୍ଦ୍ଧୁ-ମ ଛେଚିବାର ନଜର ଆସିଛି । ଭୁବନେଶ୍ବରରେ ମା-ରିଥିଲା କିନ୍ତୁ ଜବଲପୁର ରେ ମା-ଡ଼ ଖା-ଇଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଭଳି ଘ-ଟଣା ଘ-ଟିଛି ଜବଲପୁରରେ । ସୂଚନା ମୁତାବକ ଯେତେବଳେ ମହିଳା ଜଣକ ମୋବାଇଲ୍ ରେ କଥା ହେଇ କାର ଚଳାଉଥିଲେ ଠିକ୍ ସେତିକିବେଳେ ମଟର ସାଇକେଲରେ ଆସି ଜଣେ ଯୁବକ ଭୁଲ୍ ପାର୍ଶ୍ୱରୁ ଆସିଥିଲେ ।

ଏହି କାରଣରୁ କାର ଓ ବାଇକ୍ ମୁହାଁ ମୁହିଁ ଧ-କ୍କା ହୋଇଥିଲା । ଓ ଏହା ଫଳରେ ମହିଳା ଜଣକ ଉତ୍ତ୍ୟକ୍ତ ହୋଇ ଯୁବକଙ୍କୁ ଚପଲ ସାହାଯ୍ୟରେ ଆକ୍ର-ମଣ କରିଥିଲେ । ଆଉ ସେଠାରେ ଉପସ୍ଥିତ ଲୋକମାନେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ । ଶୁଣା ଯାଉଛି ଯେ ଏହି ଧ-କ୍କା ହେବା ପଛରେ ମହିଳାଙ୍କର ହିଁ ଭୁଲ୍ ଅଛି । କିନ୍ତୁ ନିଜ ଭୁଲକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି ମହିଳା ଜଣକ । ବର୍ତମାନ ଯୁବକଙ୍କ ଅଭି-ଯୋଗ ପରେ ପୋ-ଲି-ସ୍ ଉକ୍ତ ମହିଳାଙ୍କ ବିରୁ-ଦ୍ଧରେ ମା-ମ-ଲା ରୁ-ଜୁ କରି ତାଙ୍କୁ ଖୋ-ଜି-ବାରେ ଲାଗିଛି ।

Leave a Reply

Your email address will not be published. Required fields are marked *