ପତ୍ନୀଙ୍କୁ ଗର୍ଭ-ବତୀ କରିବା ପାଇଁ ୧୫ ଦିନ ପାଇଁ କଏ-ଦୀଙ୍କୁ ଛୁଟି ଦେଲେ କୋ-ର୍ଟ,ଜାଣନ୍ତୁ ପୁରା ମା-ମ-ଲା !

“ମୁଁ ମା ହେବି । ମୋର ମଧ୍ୟ ଗ-ର୍ଭ ଧାରଣ କରିବାର ଅଧିକାର ରହିଛି । ମୋର ଏହି ଅଧିକାର କୁ ସମ୍ବିଧାନ ଧାରା ୨୧ ଏହି ସିକୃତି ପ୍ରଦାନ କରିଛି । ମୁଁ ଗ-ର୍ଭ ଧାରଣ କରିବାକୁ ହେଲେ ମୋ ସ୍ବାମୀ ଙ୍କ ସର୍ବାଧିକ ଭୂମିକା ମଧ୍ୟ ରହିଛି ତେଣୁ ମୋ ସ୍ବାମୀ ଙ୍କୁ ଜେ-ଲ୍ ରୁ ଛାଡ଼ି ଦିଅନ୍ତୁ । ଜେ-ଲ୍ ରେ ଥିବା ସ୍ବାମୀ ଙ୍କୁ ଛୁଟି ରେ ଆଣିବା ପାଇଁ ଜଣେ ସ୍ତ୍ରୀ ଏମିତି କିଛି ଆବେଦନ କରି ରାଜସ୍ଥାନ ଉଚ୍ଚ ନ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି ।

ଏହାକୁ ଗ୍ରହଣ କରି ବି-ଚା-ର ପତି ମଧ୍ୟ କଏଦୀ ଙ୍କୁ ପିତୃତ୍ଵ ହେବାର ସୁଯୋଗ ଦେଇଛନ୍ତି । ୧୫ ଦିନ ଛୁଟି ରେ ଯାଇ ନିଜ ସ୍ତ୍ରୀ କୁ ମାତୃତ୍ଵ ହେବାର ସୁଯୋଗ ଦେବାକୁ କୋ-ର୍ଟ ରାଏ ଦେଇଛନ୍ତି । ୧୫ ଦିନ ଛୁଟି ରେ ସେ ଶାନ୍ତିପୂର୍ଣ୍ଣ ଭାବେ ସାମାଜିକ ଜୀବନ ବିତାଇବା ଉଚିତ୍ ବୋଲି ବିଚା-ରପ-ତି ନିର୍ଦ୍ଦେଶ ଦେଇଛନ୍ତି ।

ଯେତେବେଳ ସ୍ତ୍ରୀ ଗ-ର୍ଭ ଧାରଣ କୁ ନେଇ ଉଚ୍ଚାଳୟ ର ଦ୍ବାରସ୍ଥ ହୋଇ ଥିଲେ ଠିକ୍ ସେତିକି ବେଳେ ନ୍ୟାଲୟ ର ବିଚା-ରପ-ତି ମା-ମ-ଲା କୁ ଗଭୀରତା ସହିତ ରାଏ ମଧ୍ୟ ଶୁଣାଇଛନ୍ତି । ସେ ଅନୁଭବ କରିଛନ୍ତି ସ୍ବାମୀ କା-ରାଦ-ଣ୍ଡ ଭୋଗୁଥିବା ରୁ ଆବେଦନକାରୀ ମହିଳା ରେଖା ଙ୍କ କଥା । ସେଥି ପାଇଁ ସେ ଏହିପରି ରାଏ ଶୁଣାଇଛନ୍ତି । ସଂପୃକ୍ତ କଏଦୀ ହେଉଛନ୍ତି ୩୪ ବର୍ଷୀୟ ନନ୍ଦ ଲାଲ୍ । ନନ୍ଦ ଲାଲ୍ ଏକ ମା-ମ-ଲା ରେ ଆଜୀ-ବନ କା-ରାଦ-ଣ୍ଡ ଭୋଗୁ ଛନ୍ତି । ଠିକ୍ ଏତିକି ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଛୁଟି ରେ ନେବା ପାଇଁ ଆବେଦନ କରିଛନ୍ତି । ଏହା ପୂର୍ବରୁ ନନ୍ଦ ଲାଲ୍ ୨୦୨୧ ରେ ୨୦ ଦିନ ପାଇଁ କରୁଲ୍ୟ ଯାଇଥିଲେ ସେତେବେଳେ ତାଙ୍କ ବ୍ୟବହାର ଅତି ଉତ୍ତମ ଥିଲା । ଏହି ଅବଧି ଶେଷ ହେବା ମାତ୍ରେ ସେ କାରା-ଗାର କୁ ଫେରିଥିଲେ ଓ ଏହା ପରେ ବି-ଚା-ର କରି ୧୫ ଦିନ ଛୁଟି ମିଳିଛି ।

Leave a Reply

Your email address will not be published. Required fields are marked *