ପୁଣି ଜିଓ ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ର ମଲିକ ମୁକେଶ ଅମ୍ବାନୀ ଏବେ ଜିଓ ପ୍ଲାନ ରେ ପୁଣି ନୂଆ ପରିବର୍ତ୍ତନ କରିଛନ୍ତି ବୋଲି ଜଣ ପଢ଼ିଛି । ଯାହା ଖୁବ ଶୀଘ୍ର୍ର ଲାଗୁ ହେବ ବୋଲି କୁହା ଯାଉଚି ।ଦେଶର ମୁଖ୍ୟ ଟେଲିକମ କମ୍ପାନୀ ର ଗ୍ରାହକମାନ ଙ୍କ ସୁବିଧାକୁ ସାମ୍ନାରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହା ଯାଇଛି । ରିଲାଏନ୍ସ ଜିଓ କମ୍ପାନୀ ନିଜ ଗ୍ରାହକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ବାହାର କରୁୁଛି।
କମ୍ପାନୀ ତରଫରୁ ଏହି ପ୍ଲାନ ସବୁକୁ ବିଭିନ୍ନ କ୍ୟାଟେଗୋରୀ ରେ ବନ୍ତିଛନ୍ତି । ଏହି ପରିସ୍ଥିତି ରେ ଯଦି ଆପଣ ଅଧିକ ଇଣ୍ଟରନେଟ ଡାଟା ଚାହୁଁଛନ୍ତି ତେବେ ଆଜି ଆମେ ଆପଣ ଙ୍କୁ କହିବୁ ସେହି ପ୍ଲାନ ବିଷୟରେ ଯାହା ଜିଓର ସବୁଠୁ ବେଷ୍ଟ ପ୍ଲାନ ଭାବରେ ଗଣନା କରାଯାଇଛି ।ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ ସମ୍ପର୍କ ରେ
ଏହି ପ୍ଳାନ ୨୮ ଦିନରୁ ଆରମ୍ଭ କରି ୩୬୫ ଦିନ ପର୍ଯ୍ୟନ୍ତ ରହିଛି। ବାର୍ଷିକ ଆପଣ ମନ ପସନ୍ଦ ପ୍ୟାକ ମୁତାବିକ ଇଣ୍ଟରନେଟ ର ସୁବିଧା ପାଇ ପାରିବେ ମୁକେଶ ଅମ୍ବାନୀ ପୂର୍ବ ପ୍ୟାକର ଦାମକୁ ପରିବର୍ତ୍ତନ କରାଇ ନୂଆ ଦାମ ନିର୍ଦ୍ଧାରିତ କରିଛନ୍ତି। ଏହି ପ୍ଲାନ୍ ଅନୁସାରେ କମ ରେଟରେ ଆପଣ ଜିଓ ର ଧମାକେଦାର ଅଫର୍ ନେଇ ଆସୁଚି । ଜିଓ ଏମିତି ଏକ ରିଚାର୍ଜ୍ ପ୍ଲାନ୍ ଆଣିଚି ଯାହା ବ୍ୟବହାର କରିବା ଦ୍ଵାରା ଆପଣ କୁ ଏକ 4G ସ୍ମାର୍ଟ ଫାନେ ମିଳିପାରିବ।
ଏହା କେବଳ ଜିଓ ଗ୍ରାହକଙ୍କ ପାଈ ଉପଲବ୍ଧ ଅଟେ । ତାହା ଦ୍ବାରା ଆପଣ ଜିଓର ଭଲ ଭଲ ଅଫର୍ ର ଲାଭ ଉଠାଇ ପାରିବେ । ଆପଣଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଅସରନ୍ତି ଭୟେସ କଲ ର ସୁବିଧା ମିଳି ପାରିବ ।