ଦୂର୍ଗା ନବମୀରେ ଯେତେବେଳେ ପୋଖରୀରେ ପ୍ରକଟ ହେଲେ ନିଜେ ମାଆ ଦୁର୍ଗା ଏହାକୁ ଦେଖିବା ପରେ ଗାଁ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇ ରହିଗଲେ। ଆମେ ଆଜି ଆପଣମାନଙ୍କୁ ମାଆ ଦୁର୍ଗାଙ୍କର ଏପରି ଚମତ୍କାର ସମ୍ପର୍କରେ କହିବାକୁ ଯାଉଛୁ ଯେଉଁ ସମ୍ପର୍କରେ ଆପଣମାନେ କେବଳ ଫିଲ୍ମ ଓ କାହାଣୀରେ ହିଁ ଶୁଣିଥିବେ। ହେଲେ ଏହି କଥା ସତରେ ଘଟିଥିଲା, ଆଉ ଏହି ଘଟ-ଣାକୁ ଦେଖିବା ପରେ ସମସ୍ତଙ୍କର ହୋସ୍ ଉଡି ଯାଇଥିଲା।
ପ୍ରକୃତରେ ଏହି ଘ-ଟଣା ଉତ୍ତରପ୍ରଦେଶର ଏକ ଗାଁରେ ଘଟିଥିଲା, ଯେଉଁଠାରେ ଏକ ପୋଖରୀରେ ମାଆ ଦୂର୍ଗା ପ୍ରକଟ ହୋଇଥିଲେ, ଆଉ ନିଜର ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଗ୍ରାମରେ ବହୁତ ଗଭୀର ଏକ ପୋଖରୀ ଥିଲା ଆଉ ଏହା ପାଖରେ ମାଆ ଦୂର୍ଗାଙ୍କର ଏକ ବହୁତ ହିଁ ପ୍ରାଚୀନ ମନ୍ଦିର ଥିଲା। ଆଉ ଏହି ଗ୍ରାମରେ ଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ରୋଗୀ ମାନେ ଏହି ପୋଖରୀର ପାଣି ପିଇଲେ ସେମାନଙ୍କର ସବୁ ରୋଗ ଭଲ ହୋଇ ଯାଇଥାଏ। ଏହି ପୋଖରୀରେ ବୁଡ ମା-ରି ଲୋକମାନେ ଗାଧୋଇବା ପରେ ଲୋକମାନେ ମାଆ ଦୂର୍ଗାଙ୍କୁ ଧନ୍ୟବାଦ ଜଣାଇ ଥାଆନ୍ତି।
ଏହି ମନ୍ଦିରରେ ଦୂର୍ଗା ପୂଜା ସମୟରେ ଏକ ବହୁତ ବଡ ମେଳା ଲାଗିଥାଏ ଆଉ ଦିନ ରାତି ଏଠାରେ ଭଜନ କୀର୍ତ୍ତନ ଲାଗି ରହିଥାଏ, ଆଉ ଏଥିରେ ପ୍ରସନ୍ନ ହୋଇ ମାଆ ଦୂର୍ଗା ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ସ୍ୱୟଂ ରୂପରେ ସେହି ପୋଖରୀରେ ପ୍ରକଟ ହୋଇଥିଲେ। ଗୋଟେ ଥର ସେହି ପୋଖରୀ ପାଖରେ ଥିବା ଝୁଲଣାରେ ଅନେକ ପିଲା ଖେଳୁଥିଲେ ଆଉ ସେହି ଝୁଲଣାରେ ଏକ ନଅ ବର୍ଷର ଝିଅ ଝୁଲଣାର ଦୌଡିକୁ ନଧରି ଝୁଲୁଥିଲା ଆଉ ସେ ସେହି ପୋଖରୀରେ ପଡିଗଲା। ଏହାପରେ ଝିଅଟିର ମାଆ ଜୋରରେ କା-ନ୍ଦି-ବାକୁ ଲାଗିଲା ଆଉ ଏହାପରେ ସେହି ପୋଖରୀରୁ ଜଣେ ମହିଳା ପ୍ର-କଟ ହେଲେ ଆଉ ତାଙ୍କ ହାତରେ ସେହି ଝିଅଟି ଥିଲା।
ଏହାପରେ ଲୋକମାନେ ପଚାରିଲେ କି ଆପଣ ପୋଖରୀ ମଧ୍ୟକୁ କେତେବେଳେ ଗଲେ ସେହି ମହିଳା ଜଣକ ସ୍ମିତ ହାସ୍ୟ ଦେଇ କହିଲେ ଝିଅଟି ଯେତେବେଳେ ପାଣିରେ ପଡିଲା ମୁଁ ସେତେବେଳେ ପାଣି ଭିତରକୁ ଯାଇଥିଲି। ଏହି କଥାକୁ କେହି ବି ବିଶ୍ୱାସ କରିଲେନି ଆଉ ସେହି ଝିଅର ମାଆ ତାଙ୍କୁ ଭଗବାନ ବୋଲି ମାନିଲେ ଆଉ ମାଆ ଦୂର୍ଗା ସେହି ମହିଳାଙ୍କୁ ସୌଭାଗ୍ୟବତୀ ବୋଲି ଆଶୀର୍ବାଦ ଦେଇ ସେଠାରୁ ଉଭାନ୍ ହୋଇଗଲେ।