ରାତି ଅଧାରେ ଅଚାନକ ପାକିସ୍ଥାନ କଲା ଏୟାର ଷ୍ଟ୍ରାଇକ,ଆଉ …ଜାଣନ୍ତୁ ପୁରା ଖବର

ତେବେ ବନ୍ଧୁଗଣ ନୂଆ ଅପଡେଟ ଏହା ରହିଛି କି ରାତି ଅଧରେ ଏୟାର ଷ୍ଟ୍ରାଇକ କଲା ପାକିସ୍ଥାନ । ପଡୋଶୀ ଆଫାଗାନିସ୍ଥାନ ଦେଶରେ ଅଚାନକ ଭାବରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ଥାନ । ଆଫଗାନିସ୍ଥାନ ର ଖୋସ୍ତ ପ୍ରଦେଶରେ ପାକିସ୍ଥାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ବର୍ତମାନ ସମୟରେ ସୂଚନା ରହିଛି । ତେବେ ଶୁକ୍ରବାର ଦିନ ରାତି ଅର୍ଥାତ୍ ଏପ୍ରିଲ ମାସ ୧୫ ତାରିଖରେ ଏହି ଆକ୍ର-ମଣ କରାଯାଇଛି । ଆଉ ଏହି ଆକ୍ର-ମଣରେ ପ୍ରାୟ ୩୦ ଜଣଙ୍କ ମୃ-ତ୍ୟୁ ହୋଇଛି । ତେବେ ଏହି ମୃ-ତ-କ ମାନଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ଥିବାର ଜଣା ପଡ଼ିଛି ।

ଖୋଷ୍ଟ ପ୍ରୋଭିଡେନ୍ସର ସ୍ପୋର୍ ଜିଲ୍ଲାରେ ପାକିସ୍ଥାନର ଯୁ-ଦ୍ଧ ବିମାନ ଟା-ର୍ଗେ-ଟ ହିଟ୍ କରିଛି । ସ୍ପୋର ଜିଲ୍ଲାରେ ମିରାପର, ମନ୍ଡେସ, ସାଇଦି ଏବଂ କାଇ ଗ୍ରାମରେ ପାକିସ୍ଥାନ ର ୨୬ ଗୋଟି ପ୍ଲେନ୍ ଆକ୍ର-ମଣ କରିଛି । ୱାଜିସ୍ଥାନ ଅଞ୍ଚଳର ଏକ ବଡ ଧାର୍ମିକ ଗୋଷ୍ଠୀ କିଙ୍ଗ ଜାମ୍ସିଦ୍ ଗଣ ମାଧ୍ୟମକୁ କହିଛନ୍ତି ଯେ ଏହି ଆକ୍ର-ମଣରେ ଅନ୍ୟୁନ ୩୦ ଜଣଙ୍କର ତୋ ମୃ-ତ୍ୟୁ ଘ-ଟିଛି । ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ ।

ଅନ୍ୟ ପକ୍ଷରେ ଶୁକ୍ରବାର ଦିନ ରାତି ପ୍ରାୟ ୯ ଘଟିକାରେ ପାକିସ୍ଥାନ ସେନା ଓ ତାଲିବାନ୍ ସୈନ୍ୟ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ତେବେ ଏହାପରେ ଶୁକ୍ରବାର ଦିନ ରାତିରେ ପାକିସ୍ଥାନ ପକ୍ଷରୁ ଆଫଗାନିସ୍ଥାନ ପ୍ରଦେଶର ଖୋସ୍ତ ଅଞ୍ଚଳରେ ଦୁଇଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିବା ଜଣା ପଡିଛି । ସେପଟେ ଏହି ଏୟାର ଷ୍ଟ୍ରାଇକରେ ବହୁ ସଂଖ୍ୟକ ସରକାର ବି-ରୋ-ଧୀ ଏବଂ ଉଗ୍ରବାଦୀ ଙ୍କ ମୃ-ତ୍ୟୁ ଘଟିଥିବା ନେଇ ପାକିସ୍ଥାନ ଗଣ ମାଧ୍ୟମରେ ପ୍ରକାଶ ପାଇଛି । ତେବେ ପାକିସ୍ଥାନ ସରକାର କିମ୍ବା ପାକିସ୍ଥାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଆକ୍ର-ମଣର ସତ୍ୟ ସତ୍ୟତାକୁ ନେଇ ସରକାରୀ ଭାବରେ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏହା ଆଗାମୀ ଭବିଷ୍ୟତରେ ଜଣା ପଡିବ ।

Leave a Reply

Your email address will not be published. Required fields are marked *