ଜେ-ଲ୍ ରେ ଚାଲିଛି ଶର୍ମିଷ୍ଠା ଓ ଝୁନାଙ୍କ ଚୁଟି ଟଣାଟୁଣୀ । ଶୁଖିଲା ରୁଟିକୁ ଫି-ଙ୍ଗା ଫି-ଙ୍ଗି ହେଉଛନ୍ତି ଶର୍ମିଷ୍ଠା !

ଏବେ କିଛିଦିନ ହେବ ମାନସଙ୍କ ମୃ-ତ୍ୟୁ ମା-ମ-ଲାର ତ-ଦ-ନ୍ତ ଖୁବ୍ ଜୋରରେ ଚାଳିଛି କିନ୍ତୁ ଏ ଯାଏ ସମ୍ପୂର୍ଣ୍ଣ ଖବର ସାମ୍ନା କୁ ଆସି ନାହିଁ । ଏହି ଘଟ-ଣାର ସତ୍ୟତା ସାମ୍ନାକୁ ଆସିବା ପରେ ଶର୍ମିଷ୍ଠା ବି ନିରଞ୍ଜନଙ୍କ ସମେତ ଶର୍ମିଷ୍ଠାକୁ ସହୋଜଗ କରୁଥିବା ଝୁନାକୁ ମଧ୍ୟ ପୋ-ଲି-ସ୍ ଗି-ର-ଫ କରିଥିଲା। ତେବେ ଶର୍ମିଷ୍ଠା ଓ ଝୁନାକୁ ଗୋଟେ କୋଠରୀରେ ରଖା ଯାଇଥିଲା ଓ ସେହି ପାଖ ରେ ନିରଞ୍ଜନ କୁ ମଧ୍ୟ ପାଖରେ ରଖା ଯାଇଥିଲା।

ହେଲେ ଏବେ ଝୁନା ଏବେ ଶର୍ମିଷ୍ଠା କୁ ଦୋ-ଷ ଦେବା ଷ୍ଟା-ର୍ଟ କରି ଦେଲେନି । ଆଉ ଆବେ କହିଛନ୍ତି କି ତୋ ପାଇଁ ମୋ ସଂସାର ଉଜୁଡି ଗୋଲା ମୋର ଅଭାବୀ ପରିବାରରେ ତୁ ନି-ଆ ଲଗେଇ ଦେଲୁ । ଏମିତି ହେଇ କଲେ ଜେ-ଲ ମଧ୍ୟରେ ମା-ରପି-ଟ୍ ଲାଗୁ ଥିବାର କଥା ସମ୍ମାନ କୁ ଆସିଛି।

ଏମିତି କି ଚୁଟି ଟଣାଟଣି ବି ହୋଇଛନ୍ତି। ମଝିରେ ମଝିରେ ଶୁଖିଲା ରୁଟିକୁ ଶର୍ମିଷ୍ଠା ଉପରକୁ ପକାଉଛନ୍ତି ଝୁନା ଆଉ ରା-ଗ ଗରଗର ହେଇ ଶର୍ମିଷ୍ଠା କୁ ଗା-ଳି କରୁଛନ୍ତି ଝୁନା । ଆଉ ଗଲି ଦେଇ କହିଛନ୍ତି ନା ମୁଁ ତ ପାଇଁ ଆଶ୍ରମ ର ମାଲିକାଣୀ ହୋଇ ପାରିଲି ନା ମୁ ମୋ ପରିବାର ପାଖ ରେ ରହି ପାରିଲି। ତା ପାଇଁ ମୁ ପୁରା ବା-ର୍ବ-ଦ ହେଇ ଗଲି । ମୋତେ ରାତିରେ ନୁହେଁ ଦିନରେ ସପନ ଦେଖାଇ ଜେ-ଲର ଚାରି କାନ୍ଥ ମଧ୍ୟକୁ ଟାଣି ଆଣିଲୁ । ମୁଁ ତା ବିଚରା ମୋ ଅଭାବୀ ପରିବାର ସହିତ ଖୁସି ରେ ଥିଲି । ଭଲରେ ଥିଲି ମୁ କଣ ଲାଭ ପାଇଲୁ ମୋ ପରିବାରକୁ ନ-ଷ୍ଟ କରି।

Leave a Reply

Your email address will not be published. Required fields are marked *