ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।
ଆମେ ଦୁହେଁ ଝିଅ ହେଲେ ବି ଦୁହେଁ ମିଶିକି ରହିବୁ, ବିବାହ କରିବୁ, ସରକାର ବି କହିଛି ସ-ମଲି-ଙ୍ଗୀ ବିବାହ କରି ପାରିବେ, ଏକାଠି ବି ରହି ପାରିବେ ଆମେ ଦୁଇଜଣ ସାରା ଜୀବନ ଏକାଠି ରହିବୁ। କଟକ ଜିଲ୍ଲା ଜଗତପୁର ଥା-ନା ଅନ୍ତର୍ଗତ ବହୁ ଗ୍ରାମର ଝିଅ ପୁଷ୍ପଲତା ସାହୁ ଗତ ୧୦ ତାରିଖ ଦିନ କୁଆଡେ ଚାଲି ଯିବାକୁ ନେଇ ଘର ଲୋକ ଜଗତପୁର ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ। ଆଉ ଆଜି ପୁଷ୍ପଲତା ସାହୁ ଓ ତାଙ୍କ ଝିଅ ସାଙ୍ଗ ରୀତାଞ୍ଜଳୀ ମହାନ୍ତି ଯାହାଙ୍କ ବୟସ ୩୫ ବର୍ଷ ପାଖାପାଖି ହେବ ଏହି ଅଭି-ଯୋଗକୁ ଖ-ଣ୍ଡ-ନ କରିବା ଲାଗି ଜଗତପୁର ଥା-ନାରେ ପହଞ୍ଚିଥିଲେ।
ତେବେ ଅଭି-ଯୋଗକୁ ଖ-ଣ୍ଡ-ନ କରିବା ସହ ଦୁହେଁ ଦୁହିଁଙ୍କୁ ପରସ୍ପର ଭଲ ପାଆନ୍ତି ବୋଲି ସ୍ୱୀ-କା-ର ମଧ୍ୟ କରିଥିଲେ। ତେବେ ସୂଚନା ଅନୁଯାୟୀ ଏହି ଦୁଇ ଜଣ ଦୀର୍ଘ ୬ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। ମାନ୍ୟବର ସୁପ୍ରିମକୋର୍ଟ ସମ-ଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପରେ ସେମାନେ ଦୁହେଁ ଦୁହିଁଙ୍କ ଏତେ ମାତ୍ରାରେ ଭଲ ପାଆନ୍ତି ଯେ କେହି କାହା ଠାରୁ ଅଲଗା ହେବାକୁ ଚାହାଁନ୍ତି ନାହିଁ। ସେପଟେ ଦୁଇ ପରିବାର ଲୋକେ ଦୁହିଁଙ୍କୁ ଅଲଗା କରିବା ଲାଗି ବହୁ ସମୟ ଧରି ବୁଝାସୁଝା ମଧ୍ୟ କରିଥିଲେ, ତଥାପି ଦୁହିଁଙ୍କର ଏକ ଜିଦ୍ ଆମେ ଏକାଠି ରହିବୁ ଅଲଗା ହୋଇ ପାରିବୁ ନାହିଁ। ପରେ ଦୁଇଜଣ ଏକ ଦ-ସ୍ତାବି-ଜ ରେ ଲିଖିତ ଭାବେ ଲେଖିବା ପରେ ପୁଷ୍ପଲତା ନିଜର ଝିଅ ସାଙ୍ଗ ରୀତାଞ୍ଜଳୀଙ୍କୁ ନିଜ ଘର ବ୍ରହ୍ମପାଟଣା ନେଇ ଯିବା କଥା ସୂଚନା ମିଳିଛି।