ଦେଖନ୍ତୁ ଭିଡ଼ିଓ : ଆ-ତ୍ମହ-ତ୍ୟା କରିବା ପାଇଁ ୫୦ ଫୁଟ ମହଲା ଉପରୁ ଡେ-ଇଁଲେ ଯୁବତୀ, କିନ୍ତୁ ଏମିତି ଭାବରେ ଜୀବନ ବଞ୍ଚାଇଲେ ସିଆଇଏସଏଫ ଯବାନ !

ରାଜଧାନୀ ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେଶନରୁ ଏକ ଲୋମ ଟାଙ୍କୁରା ଆଶ୍ଚ-ର୍ଯ୍ୟଜ-ନକ ମା-ମ-ଲା ସାମ୍ନାକୁ ଆସିଛି । ଏଠାରେ ମେଟ୍ରୋ ଷ୍ଟେ-ଶନ ଛାତ ଉପରେ ଚଢ଼ି ଜଣେ ଯୁବତୀ ତଳକୁ ଡେଇଁ ପଡ଼ିଥିଲେ । ଏହି ଦୃ-ଶ୍ୟ ସେହି ସମୟରେ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଯୁବତୀ ଜଣକ ବର୍ତ୍ତି ଯାଇଛନ୍ତି । ସି-ଆଇ-ଏସ୍‌-ଏଫ୍‌ ଯବାନ ଓ ପୋ-ଲି-ସର ଉପସ୍ଥିତ ବୁଦ୍ଧି ଯୋଗୁ ଯୁବତୀଙ୍କ ଜୀବନ ର-କ୍ଷା ପାଇଯାଇଛି କହିଲେ ଚଳେ । ଘ-ଟ-ଣା ଘଟିଥିଲା ସକାଳ ପ୍ରାୟ ୭ଟା ୨୮ ମିନିଟ୍‌ରେ । ଏହି ଖବର ଆଖପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା ।

ଖବରରୁ ଜଣାପଡ଼ିଛି, ଯୁବତୀ ଜଣକ ଛାତରୁ ଡେ-ଇଁବା-କୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ସି-ଆଇ-ଏସ୍‌-ଏଫ୍‌ ଯବାନ ତାଙ୍କୁ ଦେଖି ଦେଇଥିଲେ । ଏହାପରେ ସେମାନେ ସଙ୍ଗେ ସଙ୍ଗେ ସଜାଗ ହୋଇ ପଡ଼ିଥିଲେ ଏବଂ ଯୁବତୀଙ୍କୁ ବଞ୍ଚାଇବା ପାଇଁ ତ-ତ୍ପର-ତା ଦେଖାଇ ଥିଲେ । ଘଟ-ଣାସ୍ଥ-ଳରେ ଉପସ୍ଥିତ ଯବାନମାନେ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଛାତରୁ ଓହ୍ଲାଇ ଯିବାକୁ କହିଥିଲେ ।

ହେଲେ ଉକ୍ତ ଯୁବତୀ ଜଣଙ୍କ ସେମାନଙ୍କ କଥା ଆଦୌ ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଗୋଟିଏ ପଟେ କିଛି ଯବାନ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଆଉ କିଛି ଯବାନ ଉପସ୍ଥିତ ବୁଦ୍ଧି ଖଟାଇ ତଳେ ଏକ ଚାଦର ବିଛାଇ ଦେଇଥିଲେ । ଯେପରି ଯୁବତୀ ଡେ-ଇଁ-ଲେ ବି ତାଙ୍କ ଜୀବନ ର-କ୍ଷା ପାଇଯିବ । ଏଥି ସହିତ ସ୍ଥାନୀୟ ପୋ-ଲି-ସ ଏବଂ ଆମ୍ବୁଲାନ୍ସକୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଥିଲା । ତେବେ ସି-ଆଇ-ଏସ୍‌-ଏଫ୍‌ ଯବାନ ବୁଝାଉଥିବା ବେଳେ ଯୁବତୀ ଜଣକ ହଠାତ୍‌ ଛାତରୁ ଡେ-ଇଁ ପଡ଼ିଥିଲେ । କିନ୍ତୁ ଚାଦର ଧରି ଛିଡ଼ା ହୋଇଥିବା ଯବାନ ମାନେ ତାଙ୍କୁ ଧ-ରି ପକାଇଥିଲେ । ଯଦିଓ ଏଥିରେ ଯୁବତୀଙ୍କ ଗୋଡ଼ ଏବଂ ଶରୀରର କିଛି ଭାଗ ଆଘା-ତପ୍ରା-ପ୍ତ ହୋଇଛି । ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଲାଲ୍‌ ବାହାଦୂର ହସ୍ପିଟାଲ ନିଆ ଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି

Leave a Reply

Your email address will not be published. Required fields are marked *