କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହ-ତ୍ୟା ମା-ମ-ଲା ବିଷୟରେ ଆପଣମାନେ ଜାଣିଥିବେ। ବର୍ତ୍ତମାନ ସମୟରେ ଏହି ଘ-ଟଣା ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠାରେ ଆପଣ ଦେଖିବେ ଖାଲି ଏହି କଥାର ଚର୍ଚ୍ଚା ହେଉଛି। ତେବେ ବାସ୍ତବରେ କ୍ୟାମେରମ୍ୟାନ ମାନସ ସ୍ୱାଇଁଙ୍କ ମୃ-ତ୍ୟୁ ଏକ ବହୁତ ବଡ଼ ଦୁଃ-ଖର ବିଷୟ ଥିଲା। ଏହାକୁ ନେଇ ତାଙ୍କର ପରିବାର ଲୋକ ମ-ର୍ମାହ-ତ। ଆଜି ମଧ୍ୟ ତାଙ୍କ ପରିବାର ମାନସଙ୍କୁ ଝୁରୁଛି ତାଙ୍କର ବାପା ଓ ମାଆ ମଧ୍ୟ ଅନେକ ଦୁଃ-ଖ ପ୍ରକାଶ କରିଛନ୍ତି। ତେବେ ତଦ-ନ୍ତରୁ ଯାହା ଜଣା ପଡିଥିଲା ଏହା ପଛରେ ମାଡ଼ମ ଶର୍ମିଷ୍ଠା ଏବଂ ବାବୁ ନିରଞ୍ଜନଙ୍କ ହାତ ଥିଲା। ସେମାନେ ଏକ ଷ-ଡ଼ଯ-ନ୍ତ୍ର ରଚି ମାନସଙ୍କୁ ହ-ତ୍ୟା କରିଥିଲେ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଆଉ ଏକ ବଡ଼ ପ୍ରମାଣ। ହ-ତ୍ୟା ପରେ ଚଣ୍ଡିଖୋଲକୁ ଏକ କାରରେ ଯାଇଥିଲେ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା। ଯାହାର ଦୃ-ଶ୍ୟ ସେତେବେଳେ ସେଠାରେ ଥିବା ସିସିଟିଭିରେ ରେ-କ-ର୍ଡ ହୋଇ ଯାଇଥିଲା।ଏହି ଦୃ-ଶ୍ୟଟି ହେଉଛି ଫେବୃଆରୀ ୯ ତାରିଖ ରାତିର। ସେଦିନ ୧୨ଟା ୮ରେ କାର ପାସ କରିଥିଲା ଟୋଲ ଗେଟ। ପୁଣି ଗୋଟେ ୧୨ ଟା ୫୯ରେ ଟୋଲଗେଟ ପାସ କରିଥିଲା ଶର୍ମିଷ୍ଠାଙ୍କ କାର।
ଏହାର ସମସ୍ତ ଫଟୋ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାସଲ କରିଛି। କାରଣ ଟୋଲଗେଟରେ ସିସିଟିଭି କ୍ୟାମରା ଫୁଟେଜରୁ ଶର୍ମିଷ୍ଠା କାରରେ ଫେରିବା ସମୟର ଫଟୋ ପାଇଛି କ୍ରାଇମବ୍ରାଞ୍ଚ। ଯାହା ଶର୍ମିଷ୍ଠା ବିରୋଧରେ ଏକ ବରିଷ୍ଠ ପ୍ରମାଣ ଅଟେ। ଚାନ୍ଦବାଲି କୋର୍ଟରେ ୧୪୪ ଧାରାରେ ସାକ୍ଷୀଙ୍କର ବ-ୟା-ନ ରେ-କ-ର୍ଡ କରାଯିବ।ପୂର୍ବରୁ ତିନିଜଣଙ୍କ ବ-ୟା-ନ ରେ-କ-ର୍ଡ ହୋଇସାରିଛି।
ଜେ-ଲରେ ଅଭି-ଯୁକ୍ତଙ୍କଟି ଆଇ ପରେଡ଼ ହୋଇପାରେ। ଏଥିପାଇଁ କ୍ରାଇମବ୍ରାଞ୍ଚ ଆବେଦନ ମଧ୍ୟ କରିଛି। ଦୁଇ ଅଭି-ଯୁକ୍ତଙ୍କୁ ଜେ-ଲରେ ଜେରା କରିବାର ଆବେଦନ ମଧ୍ୟ କରାଯାଇଛି। ଶର୍ମିଷ୍ଠାଙ୍କ କମ୍ପ୍ୟୁଟରରୁ ଡିଲେଟ ହୋଇଥିବା ଫାଇଲର ଫରେନ୍ସିକ ରି-ପୋ-ର୍ଟକୁ କ୍ରାଇମବ୍ରାଞ୍ଚ ଅପେକ୍ଷା କରିଛି। ଯେଉଁଥିରୁ ଅଧିକରୁ ଅଧିକ ସୂଚନା ମିଳିପାରେ। ତେବେ ଏହି ସମସ୍ତ ତଥ୍ୟ ମିଳିବା ପରେ ଶର୍ମିଷ୍ଠା ବି-ରୋ-ଧରେ କଣ ସବୁ କାର୍ଯ୍ୟାନୁଷ୍ଠାନ ରହିଛି ତାହାରି ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ଅଛି।