ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି ଫୋପାଡ଼ୁଛି ଝୁନା,ସେ ଚୁପଚାପ ବସୁଛନ୍ତି ଆଉ ଭୋଭୋ ହୋଇ କା-ନ୍ଦୁଛନ୍ତି…ଦେଖନ୍ତୁ ଭିଡ଼ିଓ

ମାନସ ସ୍ବାଇଁ ହ-ତ୍ୟାକା-ଣ୍ଡ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ। ଏହି ହ-ତ୍ୟାକା-ଣ୍ଡ ପରେ ଏହି ଘ-ଟଣା ଅନେକ ଭାବରେ ନୂଆ ମୋଡ଼ ନେଇ ଚାଲିଥିଲା। ଶେଷରେ ବର୍ତ୍ତମାନ ଏହି ଘଟ-ଣାର ସମାଧାନ ହୋଇ ପାରିଛି। ଏହା ସହିତ ଏହି ଅଭି-ଯୁକ୍ତ ମାନଙ୍କୁ ପୋ-ଲି-ସ ଜେ-ଲ ପଠାଇବା କାର୍ଯ୍ୟ ମଧ୍ୟ କରିସାରିଛି।

ସମସ୍ତ ଅଭି-ଯୁକ୍ତ ବର୍ତ୍ତମାନ ଜେ-ଲ ମଧ୍ୟରେ ରହିଛନ୍ତି। ସେମାନେ ଅନେକ ଭାବରେ ଅନୁତାପ ମଧ୍ୟ କରୁଛନ୍ତି। ନିଜର ଭୁଲ ପାଇଁ ସେମାନେ ଯେଉଁ ଦ-ଣ୍ଡ ପାଇଛନ୍ତି ଏହାକୁ ସେମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି।ଏହି ଘଟ-ଣାର ମୁଖ୍ୟ ଅପ-ରାଧି ହେଉଛନ୍ତି ଶର୍ମିଷ୍ଠା।

ତେବେ ସେ ଏହି ଘଟ-ଣାରେ ମୁଖ୍ୟ ଅପ-ରାଧି ହେବା ସହିତ ଝୁନା ତାଙ୍କର ଏକ ସହଯୋଗୀ ଥିଲେ। ଏହା ସହିତ ଏହି ଘଟ-ଣାରେ ସେ ଶର୍ମିଷ୍ଠାଙ୍କ ସହିତ ମିଶି ମାନସଙ୍କ ହ-ତ୍ୟା କରିବାରେ ସହାୟକ ମଧ୍ୟ ଥିଲେ। ତେବେ ସେ ମଧ୍ୟ ବର୍ତ୍ତମାନ ଜେଲରେ ରହିଛନ୍ତି। ସେମାନେ ଉଭୟ ବର୍ତ୍ତମାନ ଜେ-ଲ ମଧ୍ୟରେ ଥିବା ସହ ବର୍ତ୍ତମାନ ଝୁନା ଶର୍ମିଷ୍ଠାଙ୍କ ପ୍ରତି ଭଲ ବ୍ୟବହାର ଦେଖାଉ ନଥିବା ଦେଖିବାକୁ ମିଳିଛି। ତେବେ ସେ ତାଙ୍କ ଉପରକୁ ଶୁଖିଲା ରୁଟି ଫୋପାଡ଼ିବାର ମଧ୍ୟ ଦେଖାଯାଇଥିଲା। ସେ ସମ୍ପୂର୍ଣ୍ଣ ଭାବରେ ନିରୁପାୟ ହୋଇ ଯାଇଛନ୍ତି। ସେ ଶର୍ମିଷ୍ଠାଙ୍କ ପାଇଁ ତାଙ୍କର ସହାୟତା କରିଥିଲେ।

ଏହା ସହିତ ଏପରି ଖରାପ କାର୍ଯ୍ୟରେ ତାଙ୍କର ସହାୟତା କରିବା ସହିତ ଜଣେ ବ୍ୟକ୍ତିର ହ-ତ୍ୟା କରିବାରେ ସହାୟତା କରିଥିଲେ। ଯାହା ଫଳରେ ସେ ଆଜି ଜେ-ଲରେ ଅଛନ୍ତି। ଏହା ସହିତ ତାଙ୍କର ଏପରି କାର୍ଯ୍ୟ ପାଇଁ ସେ ଶର୍ମିଷ୍ଠାଙ୍କୁ ଦାୟୀ କରିଛନ୍ତି। ତେବେ ତାଙ୍କ ପାଇଁ ସେ ଏପରି କାର୍ଯ୍ୟ କରିଥିଲେ ବୋଲି ସେ କହିଛନ୍ତି। ଏହା ସହିତ ସେ ସମ୍ପୂର୍ଣ୍ଣ ଭାବରେ ବର୍ତ୍ତମାନ ଭା-ଙ୍ଗି ପଡିବା ସହ ବହୁତ ଅଧିକ କ୍ରୋ-ଧି-ତ ମଧ୍ୟ ହୋଇ ଯାଇଛନ୍ତି। ଏହା ଫଳରେ ସେ ବର୍ତ୍ତମାନ ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି କ୍ରୋ-ଧି-ତ ହୋଇ ଫୋପାଡୁ ଥିବାର ଶୁଣା ଯାଇଛି।

Leave a Reply

Your email address will not be published. Required fields are marked *