ଘରମାଲିକ ଘରଭଡା ମାଗିବାକୁ ଗଲେ ଭଡାଟିଆ କହୁଛି – ମୁଁ ୫୦ ଲକ୍ଷ ଦେଇ ଏ ଘର କିଣିଦେଇଛି ..ମୁଁ ଆଉ ଟଙ୍କାଟିଏ ବି ଭଡା ଦେବିନି,ଦେଖନ୍ତୁ ଭିଡ଼ିଓ

ଘର ମାଲିକ ଅଭି-ଯୋଗ କରୁଛନ୍ତି ଯେ ଘର ଭଡ଼ା ଯେତେବେଳେ ମାଗିବାକୁ ଗଲା ବେଳକୁ ଭଡ଼ାଟିଆ ଦେଉଛି ଧ-ମ-କ । କହୁଛି ତୁମକୁ ମୁଁ ୫୦ ଲକ୍ଷ ଦେଇ ଘରଟା ନିଜ ନାଆଁ ରେ କରି ନେଇଛି । ଆଉ ଏବେ ମୁଁ ତୁମକୁ ଟଙ୍କା ଟିଏ ମଧ୍ୟ ଦେବିନି । ତେବେ ଘର ମାଲିକଙ୍କ ନାମ ହେଲା ଆଲିଆ ପୁରେସନ୍ । ଆଉ ଡାକ ନାଆଁ ହେଲା କୁକୁ । ସିଏ ପ୍ଲଟ୍ ନମ୍ୱର ୪୩ ୟୁନିଟ୍ ୪ ଚାରି ନମ୍ବର ତାଙ୍କର ନିଜ ଘର ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୫୮ ମସିହାରୁ ସେଇଟା ତାଙ୍କ ନିଜ ଘର ଅଛି । ତାଙ୍କ ବାପା ଯିବା ପୂର୍ବରୁ ସେ ଦୁଇ ଜଣ ସତୀ ଆଉ ଶନି ଲୋକଙ୍କୁ ଆଣି ଘର ଭଡ଼ା ଦେଇଥିଲେ । ଏଇଟା ହେଉଛି ୨୦୦୯ ମସିହାର ଘ-ଟ-ଣା । ଆଉ ତାପରେ ତାଙ୍କ ବାପା ଙ୍କର ୨୦୧୧ ରେ ଦେ-ହା-ନ୍ତ ହୋଇ ଯାଇଥିଲା । ପରେ ଭଡ଼ାଟିଆ ୧୦ ବର୍ଷର ଲିଜ ଏଗ୍ରିମେଣ୍ଟ କରି ନେଇଥିଲା ୨୦୧୯ ମସିହା ଯାଏଁ ।

ଉକ୍ତ ବ୍ୟକ୍ତି ଙ୍କ ମାଙ୍କୁ ଡ଼ାକିନେଇ ସେ ଦସ୍ତଖତ କରି ଏଗ୍ରିମେଣ୍ଟ କରାଇଥିଲା । ସେଇ ଏଗ୍ରିମେଣ୍ଟ ସରିବା ପରେ ଅର୍ଥାତ୍ ୨୦୧୯ ପରେ ଭାଡ଼ାଟିଆ ଜଣକ ଘର ମାଲିକ କୁକୁ ଏବଂ ତାଙ୍କ ମାଆ ଙ୍କୁ ନେଇ କୋର୍ଟ ଯାଇଥିଲେ । ଓ କହିଲା ୮ ଲକ୍ଷ ଟଙ୍କା ସିକ୍ୟୁରିଟି ଦେବୁ । ରୋଜଗାର କିଛି ନାଇଁ ମୋର । ଦେହ ଭଲ ନାହିଁ ଅପରେସନ ହେବା ପାଇଁ ଏହି ଏଗ୍ରିମେଣ୍ଟ କରିବି । ପଛରେ ଜାଣିବା ବେଳକୁ ପେପର୍ ରେ ୮ ଲକ୍ଷ ଟଙ୍କା ସିକ୍ୟୁରିଟି ବା-ବ-ଦକୁ ନ ରଖି ଫର୍ଜି ୫୦ ଲକ୍ଷ ଟଙ୍କା ଦେଇ ପୁରା ଘରଟିକୁ ତା ନାଁ ରେ କରି ନେଇଥିବାର ଜଣା ପଡିଛି । ତାପରେ ଭାଡ଼ାଟିଆ ଘର ଭଡ଼ା ଦେବାରେ ହଇ-ରାଣ କରିବାରୁ ଘର ମାଲିକ ଲିଗାଲି ତାର ନାଁରେ କେ-ଶ୍ କଲେ । ତାପରେ ଭାଡ଼ାଟିଆ ପ୍ୟାରିସ ବେକେରି ଥିବା ପପୁ ନାମକ ଏକ ଯୁବକକୁ ଭଡ଼ା ଦେଇଦେଲା ଲକ୍ଷେ ଟଙ୍କାରେ । ଆଉ ୨୦୧୯ ମସିହାରୁ ୬ ବର୍ଷ ହେଲାଣି ଘରଭଡ଼ା ଟଙ୍କା ଟିଏ ଭି ମାଲିକକୁ ଦେଇ ନାହାନ୍ତି ଭାଡ଼ାଟିଆ । ଆଉ ତା ଉପରେ ଧ-ମ-କ ମଧ୍ୟ ଦେଉଛନ୍ତି । ତେଣୁ ସେ ପ୍ରଶାସନ ଙ୍କ ଠାରୁ ସହାୟତା ପାଇଁ ଇଚ୍ଛା କରିଛନ୍ତି ।

Leave a Reply

Your email address will not be published. Required fields are marked *