ଛାଡ଼ୁନି PUBG ନି-ଶା,ମେଡିକାଲରେ ଆଡମିଟ ହୋଇ ମଧ୍ୟ ବି କରୁଛନ୍ତି ଏମିତି ଆକ୍ସନ,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟ-ଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ବେଳେ ବେଳେ କିଛି ଘ-ଟଣା ତଥା ସେହି ଘଟଣା ରୁ କିଛି ଶିକ୍ଷଣୀୟ ତଥ୍ୟ ଯୁକ୍ତ ଭିଡିଓ ମଧ୍ୟ ଆମେ ଦେଖିବାକୁ ପାଇଥାଉ ।

https://www.youtube.com/watch?v=KnJExWwj5MM

ତେବେ ବର୍ତ୍ତମାନ୍ ର ଯୁବ ପିଢ଼ି ମୋବାଇଲ ଓ ଇଣ୍ଟରନେଟ କୁ ଅନେକ ଖରାପ ରାସ୍ତା ରେ ବ୍ୟବହାର କରୁଛନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବ ରୁ କେହି କୌଣସି କଥା ଭାବୁ ନାହାଁନ୍ତି । ଯାହା ଫଳରେ ଯୁବ ପିଢ଼ି ନିମ୍ନ ଗାମୀ ହେଉଛନ୍ତି । ତେବେ ଦୁନିଆ ଯେତେ ଆଗକୁ ଯାଉଛି , ଠ-କା-ମୀ ମଧ୍ୟ ସେତେ ବଢୁଛି । ତେବେ ଏହି ସ୍ମାର୍ଟ ଫୋନ ଯୁବ ପିଢ଼ି କୁ ସମ୍ପୂର୍ଣ୍ଣ ଭାବେ ବିଗାଡି ଦେଇଚି ।

ତେବେ ଏହି ସ୍ମାର୍ଟ ଫୋନ ରେ ଅନେକ ସମୟ ଗେମ୍ ଖେଳି ନିଜ ମାନସିକ ଭାରସାମ୍ୟ ହରାଇଥିବା ଭିଡିଓ ଆମେ ଅନେକ ସମୟ ରେ ଦେଖିବାକୁ ପାଇଥାଉ । ତେବେ ଏପରି ଆଉ ଏକ ଭିଡିଓ ଭାଇ ରାଲ ହୋଇଛି । ଜଣେ ଯୁବକ ହସ୍ପିଟାଲ ରେ ଆଡମିଟ ରହି ମଧ୍ୟ ହାତ ରେ ଭଙ୍ଗୀ କରି ବ-ନ୍ଧୁ-କ ମା-ରି-ବା କୁ ଦେଖାଉଛନ୍ତି । ତେବେ ତାଙ୍କ ପରିବାର ଲୋକ ଙ୍କ କହିବା ଅନୁସାରେ ସେ ଦିନ ରାତି ପାବଜି ଖେଳିବା ରେ ସବୁ ସମୟ ନ-ଷ୍ଟ କରୁଥିଲେ । ଏପରି କି ରାତି ରେ ଶୋଇବା କୁ ଦିନ ରେ ଖାଇବା ଭୁଲି ଯାଇଥିଲେ । ଯାହା ଫଳରେ ନିଜ ମାନ-ସିକ ଭାରସାମ୍ୟ ହରାଇ ବସିଛନ୍ତି । ହସ୍ପିଟାଲ୍ ରେ ମଧ୍ୟ ଆଡମିତ୍ ରହି ସେହିପରି ଗେମ୍ ଟି ଖେଳିବା ଭଳି ଓ ବ-ନ୍ଧୁ-କ ମା-ରି-ବା ଭଳି ଭଙ୍ଗୀ ସବୁ କରୁଛନ୍ତି ।

Leave a Reply

Your email address will not be published. Required fields are marked *