ମାତା – ପିତା ହେବାକୁ ଯାଉଛନ୍ତି ଭିକି – କ୍ୟାଟ୍ରିନା ! ବିବାହର ୪ମାସରେ ହିଁ ଗର୍ଭ-ବତୀ ? ଦେଖନ୍ତୁ ଭିଡ଼ିଓ

ବିବାହର ଚାରିମାସ ପରେ ହିଁ ଅଭିନେତ୍ରୀ କ୍ୟାଟ୍ରିନା କେଫ୍ ଗର୍ଭ-ବତୀ ହୋଇଯାଇଛନ୍ତି | ହଁ ଆଜ୍ଞା, ଏମିତି ଆମେ ନୁହେଁ ବରଂ ସୋସିଆଲ ମେଡ଼ିଆ ବ୍ୟବହାରକାରୀମାନେ କହୁଛନ୍ତି | ଏହି ନିକଟରେ ସାମ୍ନାକୁ ଆସିଥିବା ଅଭିନେତ୍ରୀ କ୍ୟାଟ୍ରିନା କେଫ୍ ଙ୍କ ଫୋଟୋ ଏବଂ ଭିଡିଓ ଏହି କଥାର ଇଶାରା କରୁଛି | ଏହାକୁ ନେଇକରି ବହୁତ ଚର୍ଚ୍ଚା ମଧ୍ୟ ଚାଲିଛି |

ନିକଟରେ ହିଁ କ୍ୟାଟ୍ରିନା କେଫ୍ ଙ୍କୁ ପେପରାଜିମାନେ ନିଜ କ୍ୟାମେରାରେ ବନ୍ଦୀ କରିଛନ୍ତି | ସେ ମୁମ୍ବାଇର ଏୟାର ପୋର୍ଟରେ ନଜର ଆସିଥିଲେ | ସେତେବେଳେ ସେ ହାଲ୍କା ଗୋଲାପୀ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲେ | ଗୋଲାପୀ ରଙ୍ଗର କୁର୍ତ୍ତା ପ୍ଲାଜୋ ସହ ମ୍ୟାଚିଂ ଓଢଣୀ ମଧ୍ୟ ପରିଧାନ କରି କ୍ୟାଟ୍ରିନା କେଫ୍ ବହୁତ ସୁନ୍ଦର ଦେଖା ଯାଉଥିଲେ |

ଏୟାରପୋର୍ଟ ରେ କ୍ୟାଟ୍ରିନା କେଫ୍ ଏହି ବେଶରେ ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି | ଅଭିନେତ୍ରୀ ନିଜ ଚେହେରା ମାସ୍କ ପିନ୍ଦି ରଖିଥିଲେ ଏବଂ ସେ ଚଷମା ମଧ୍ୟ ପିନ୍ଧିଥିଲେ | ଯଦିଓ ଭିଡିଓ ଦେଖିବା ପରେ କିଛି ବ୍ୟବହାରକାରି ମାନେ ଏକ ଅଲଗା ଜିନଷ ମଧ୍ୟ ନୋଟିସ କରିଥିଲେ ଏବଂ ଏହି ଜିନଷର ଉପରେ ଧ୍ୟାନ ଦେବା ରେ କୌଣସି କମି ମଧ୍ୟ ରଖିଲେନି ଯେ କ୍ୟାଟ୍ରିନା କେଫ୍ ଗର୍ଭ-ବତୀ ଅଛନ୍ତି |

 

View this post on Instagram

 

A post shared by yogen shah (@yogenshah_s)

ଏୟାରପୋର୍ଟ ରୁ କ୍ୟାଟ୍ରିନା କେଫ୍ ଙ୍କର ଭିଡିଓ ଭାଇରାଲ୍ ହେବା ପରେ ଏହି କଥାର ଚର୍ଚ୍ଚା ବହୁତ ଜୋର-ସୋର ରେ ହେଉଛି ଯେ କ୍ୟାଟ୍ରିନା ଗର୍ଭ-ବତୀ ଅଛନ୍ତି | ଫୋଟୋ ଏବଂ ଭିଡ଼ିଓ କୁ ଦେଖିବା ପରେ ବହୁତ ମାତ୍ରାରେ ଏହାର ଅନୁମାନ ଲଗାଯାଉଛି | କହିରଖୁଛୁ ନେ କ୍ୟାଟ୍ରିନା ଯେଉ ସୁଟ ପିନ୍ଧିଥିଲେ ତାହା ଢିଲା ଥିଲା | ଏମିତିରେ ଅନେକ ପ୍ରକାରର ଅନୁମାନ ଲଗାଯାଉଛି |

ଜଣେ ଉପୋଭୋକ୍ତା କମେଣ୍ଟ କରି ଲେଖିଛନ୍ତି,“ସେ ଗର୍ଭ-ବତୀ ଥିବା ଭଳି ଜଣାପଡୁଛି “! ଓ ମାଇଁ ଗଡ଼!’ ସେହିଭଳି ଦ୍ୱିତୀୟ ଉପୋଭୋକ୍ତା କମେଣ୍ଟ କରିଛନ୍ତି କି,“ଜଲ୍ଦି ମା ବନିବାକୁ ଯାଉଛନ୍ତି!” କ୍ୟାଟ୍ରିନାଙ୍କ ପିଲାକୁ ଦେଖିବା ପାଇଁ ଏବେ ଆଉ ଅପେକ୍ଷା କରିପାରିବିନି |’ ଫ୍ୟାନ୍ସମାନେ କ୍ୟାଟ୍ରିନାଙ୍କ ପ୍ରେଗନେସି କୁ ନେଇ ଅନେକ କମେଣ୍ଟ କରିଛନ୍ତି | କ୍ୟାଟ୍ରିନାଙ୍କ ଫୋଟୋ ଏବଂ ଭିଡ଼ିଓକୁ ପ୍ରସିଦ୍ଧ ସେଲିବ୍ରେଟି ଭାଇରାଲ୍ ଭୟାନି ସେୟାର କରିଛନ୍ତି ଯାହାକି ବର୍ତ୍ତମାନ ସମୟରେ ହେଡ଼ଲାଇନରେ ରହିଛି

 

View this post on Instagram

 

A post shared by Viral Bhayani (@viralbhayani)

କହିରଖୁଛୁ କି କ୍ୟାଟ୍ରିନା ଏବଂ ଭିକି ୨୦୧୯ ମସିହାରେ ପରସ୍ପରକୁ ଡେଟ୍ କରୁଥିଲେ । ଦୁହିଁଙ୍କୁ ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଗୋଟିଏ ଆୱାର୍ଡ ଶୋ ପରେ ହବାକୁ ଲାଗିଲା । ଯଦିଓ ଦୁହେଁ କେବେ ତାଙ୍କ ସମ୍ପର୍କ ବିଷୟରେ କିଛି କହିଁନାହାଁନ୍ତି । ଯେତେବେଳେ ଦୁହିଁଙ୍କ ବିବାହର ଖବର ଆସିବାକୁ ଲାଗିଥିଲା ସେତେବେଳେ ଫ୍ୟାନ୍ସ କୁ ଏହି ବିଷୟରେ ଜଣାପଡ଼ିଗଲା । କିନ୍ତୁ ସେତେବେଳେ ବି ଦମ୍ପତି ତାଙ୍କ ସମ୍ପର୍କ ଉପରେ କିଛି କହିନଥିଲେ ।

ବିକି ଆଉ କ୍ୟାଟ୍ରିନା ୨୦୨୧ ମସିହାରେ ୯ଡ଼ିସେମ୍ବର କୁ ଧୁମ ଧାମ ରେ ରାଜସ୍ଥାନର ସବାଇ ମାଧୋପୁର ରେ ୭୦୦ବର୍ଷ ପୁରୁଣା ସିକ୍ସ ସେନ୍ସରେ ରାଜକୀୟ ଶୈଳୀରେ ବିବାହ କରିଥିଲେ । ଦୁହିଁଙ୍କ ବିବାହର ଖୁବ ଚର୍ଚ୍ଚା ହୋଇଥିଲା । ବିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ଚାରି ମାସ ପୁରା ହୋଇଗଲାଣି ।

Leave a Reply

Your email address will not be published. Required fields are marked *