ଚଳଚ୍ଚିତ୍ର ଜଗତ ଲାଇଟ୍ସ ଏବଂ ଗ୍ଲାମରରେ ପରିପୂର୍ଣ୍ଣ । ଯିଏ ହିଟ୍ ହୋଇଗଲା ତାଙ୍କୁ ସାଲ୍ୟୁଟ୍ କରିବା ଆରମ୍ଭ କରିବାକୁ ଲାଗେ । ତେବେ ଯିଏ ନ ଚାଲିପାରିଲା,ତାକୁ ଦୁନିଆ ଭୁଲିଯାଏ । ଏହା ପରେ ମଧ୍ୟ ଏପରି ଅନେକ ହିରୋଇନ୍ ଥିଲେ ଯେଉଁମାନେ ବହୁତ ପ୍ରଶଂସା ପାଇଥିଲେ । କିନ୍ତୁ ତାଙ୍କର ଶେଷ ସମୟ ବହୁତ ଖରାପ ଥିଲା । ତାଙ୍କର ସମାପ୍ତି ଅତ୍ୟନ୍ତ ଯନ୍ତ୍ର-ଣାଦା-ୟକ ପ୍ରମାଣିତ ହେଲା ।
ଆଜି ଆମେ ଆପଣଙ୍କୁ ଏମିତି ହିଁ ଗୋଟିଏ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କ ସୁନ୍ଦରତା ଏମିତି ଥିଲା କି ବଡ଼ ବଡ଼ ହିରୋଇନ ମଧ୍ୟ ପାଣି ପିଇ ଯାଉଥିଲେ । ତାଙ୍କର ଗୋଟିଏ ଝଲକ ପାଇଁ ଦୁନିଆ ଦିୱାନା ହୋଇଯାଇଥିଲା । ବଡ଼ ଅଶୋଷ ର କଥା କି ଯେତେବେଳେ ଏହି ହିରୋଇନଙ୍କର ଶେଷ ସମୟ ଆସିଲା ତ ତାଙ୍କ ଅବସ୍ଥା କଣ ହେଲା ।
କେବେ ବଲିଉଡରେ ରାଜ୍ କରୁଥିଲେ ଭିମି :-
ଯଦି ଆପଣ ପୁରୁଣା ଫିଲ୍ମର ସଉକ ରଖିଥିବେ ତ ଆପଣ ସେଇ ସମୟର ଫିଲ୍ମ ମଧ୍ୟ ନିଶ୍ଚିନ୍ତ ଦେଖୁଥିବେ । ପୁରୁଣା ଜମାନାର ଗୋଟିଏ ସର୍ବୋତ୍ତମ ଫିଲ୍ମ ଯାହାର ନାମ ପିଲାଙ୍କ ଓଠରେ ଥିଲା, ତାହା ଥିଲା ହମରାଜ । ଆଜ୍ଞା ହଁ ସେହି ହମରାଜ ଯେଉଁଥିରେ ସୁନୀଲ ଦତ୍ତ ହିରୋ ବନିଥିଲେ । ତାଙ୍କ ସହ ଯେଉଁ ହିରୋଇନ ଥିଲେ ତାଙ୍କରି ନାଁ ଥିଲା ଭିମି । ସେ ସେହି ସମୟର ଜଣାଶୁଣା ଅଭିନେତ୍ରୀ ଥିଲେ ।
ଅଭିନେତ୍ରୀ ଭିମୀଙ୍କ ସୁନ୍ଦରତା ଏମିତି ଥିଲା କି ଯିଏ ବି ତାଙ୍କୁ ଦେଖୁଥିଲା ସେ ପ୍ରଥମ ନଜର ରେ ହିଁ ତାଙ୍କ ଦିୱାନା ହୋଇଯାଉଥିଲା । ହମରାଜ୍ ଫିଲ୍ମ ଏତେ ହିଟ ହୋଇଥିଲା କି ରାତା ରାତି ଭିମୀଙ୍କ କ୍ୟାରିଅର ଉଞ୍ଚା ରେ ପହଂଚିଯାଇଥିଲା । ଭିମୀଙ୍କ ପାଖରେ ଫିଲ୍ମର ଲାଇନ ଲାଗିଯାଇଥିଲା । ସମସ୍ତ ପ୍ରଯୋଜକ ତାଙ୍କୁ ତାଙ୍କ ଫିଲ୍ମର ହିରୋଇନ ବନେଇବାକୁ ଚାହୁଁଥିଲେ ।
କଲିକତାର ବିଜନେସମ୍ୟାନ୍ ଙ୍କ ସହ ହୋଇଥିଲା ବିବାହ :-
ଭିମୀଙ୍କ ହମରାଜ୍ ଫିଲ୍ମର ସଫଳତା ପରେ ଲୋକ ତାଙ୍କର ଦିୱାନା ହୋଇଯାଇଥିଲେ । ତାଙ୍କ ଘର ବାହାରେ ଫ୍ୟାନ୍ସ ଘଣ୍ଟା ଘଣ୍ଟା ରହୁଥିଲେ କାରଣ ଭିମୀଙ୍କର ଗୋଟିଏ ଝଲକ୍ ମିଳି ପାରିବ । ଯେଉଁଠି ଗୋଟେ ପଟେ ଫିଲ୍ମ କ୍ୟାରିଅର ରେ ସଫଳତା ପାଉଥିଲେ,ସେଇଠି ତାଙ୍କ ବ୍ୟକ୍ତିଗତ ଜୀବନ ଠିକ ନଥିଲା । ସେଇଠି ବହୁତ ଉଥାନ ପତାନ ଥିଲା ।
ଭିମୀଙ୍କ ବିବାହ ଜଣେ ପ୍ରସିଦ୍ଧ ବିଜନେସମ୍ୟାନ୍ ଙ୍କ ସହ ହୋଇଥିଲା । ସେ କଲିକତା ରେ ରହୁଥିଲା । ଭିମି ମଧ୍ୟ ତାଙ୍କ ପତିଙ୍କ ସହ ସେଇଠି ରହୁଥିଲେ । ଭିମୀଙ୍କ ଶାଶୁଘର ଲୋକ ଫିଲ୍ମ ରେ କାମ କରୁଥିବା ଝିଅଙ୍କୁ ଭଲ ଭାବୁନଥିଲେ । ଏମିତି ରେ ଯେତେବେଳେ ଭିମି ହିରୋଇନ ବନିବାକୁ ଇଛା ପ୍ରକାଶ କଲେ ସେତେବେଳେ ଶାଶୂଘର ଲୋକ ତାଙ୍କୁ ମୁମ୍ବାଇ ପଠେଇବାକୁ ସିଧା ମନାକରିଦେଲେ ।
ଶେଷ ସମୟରେ ହୋଇଗଲା ଏମିତି ଅବସ୍ଥା :-
ଭିମୀଙ୍କୁ ଶାଶୁଘର ଲୋକ ମୁମ୍ବାଇ ପଠେଇବାକୁ ଚାହୁନଥିଲେ ସିନା କିନ୍ତୁ ସେ ସମସ୍ତଙ୍କ ବି-ରୋ-ଧରେ ଯାଇ ମାୟାନଗରୀ ମୁମ୍ବାଇ ରେ ପହଂଚିଗଲେ । ସେଇଠି ତାଙ୍କର ଜାଲି ନାମକ ପ୍ରଯୋଜକଙ୍କ ସହ ବନ୍ଧୁତା ହେଲା । କୁହାଯାଉଛି କି ସେ ଭିମୀଙ୍କ ବ୍ୟବହାର କରିବାକୁ ଲାଗିଲେ । ସେ ପ୍ରଥମେ ହିରୋଇନଙ୍କୁ ମ-ଦର ଅଭ୍ୟାସ କରିଦେଲେ । ଏହା ପରେ ପ୍ରଯୋଜକଙ୍କ ପାଖରେ ମଧ୍ୟ ପ୍ରଯୋଜକଙ୍କ ପାଖକୁ ମଧ୍ୟ ଭିମିଙ୍କୁ ପଠେଇବା ଆରମ୍ଭ କରିଦେଲା ।
ଜାଲି ଙ୍କ ସହ ରହି ରହି ଭିମି ଅନ୍ତରେ ଅନ୍ତରେ ଜଳିବାକୁ ଲାଗିଲେ ଏବଂ ମଦ ରେ ବୁଡ଼ିଗଲା । ସେ ଏତେ ମ-ଦ ପିଇବା ଆରମ୍ଭ କରିଦେଲେ କି ତାଙ୍କ ଲିଭର ହିଁ ଖରାପ ହୋଇଗଲା । କେବଳ ୩୩ବର୍ଷ ବୟସରେ ହିଁ ଭିମୀଙ୍କ ମୃ-ତ୍ୟୁ ହୋଇଗଲା । ତାଙ୍କର ଶେଷ ସମୟରେ କେହି ତାଙ୍କୁ କାନ୍ଧ ଦେବାକୁ ମଧ୍ୟ ପହଂଚି ନଥିଲେ । ତାଙ୍କ ଶ-ବ ଠେଲା ରେ ରଖି ମ-ଶା-ଣି ଘାଟ ପହଞ୍ଚେଇ ଦିଆଯାଇ ଥିଲା । ତାଙ୍କ ମୃ-ତ୍ୟୁରେ କେହି ପରିବାର ଲୋକ ଆସିନଥିଲେ ।