ହେ ଭଗବାନ ..ବିଲେଇର ଇଏ କି ରୂପ… କାଉଣ୍ଟରରୁ ପେଟେ ମ-ଦ ପିଇ ଫୁଲ ମା-ତା-ଲ ହେଇ ବୁଲୁଛି,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟ-ଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।

ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ଏହି ଭିଡ଼ିଓରେ ଗୋଟିଏ ବିଲେଇ ମ-ଦ ପି ମାତାଲି ଭଳି ଚାଲି ଚାଲି ଆସୁଛି।ଆଗରେ ଅଛି ମ-ଦ କାଉଣ୍ଟର ଆଉ ବିଲେଇ ଟି ସେଠୁ ମ-ଦ ପିଇ ରାସ୍ତାରେ ଚାଲୁଛି ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ବୋଧହୁଏ ବିଲେଇଟିକୁ କିଏ ମ-ଦ ପିଶି ଦେଇଛି ନହେଲେ ନିଜେ କଉଠୁ ପି-ଇ ଦେଇଚି।ଦେଖିଲା ବେଳେ ଯେତିକି ହସ ଲାଗୁଚି କଷ୍ଟ ବି ସେତିକି ଲାଗୁଚି, ବିଲେଇ ଟିକୁ କିଏ ଏମିତି ମ-ଦ ପିଆଇ ଦେଲା । ବିଲେଇ ଟି ନିଜେ ମଧ୍ୟ ଜାଣି ପାରୁନି ତା ସହ ଘ-ଟୁଛି କଣ।ତେବେ ବିଲେଇ ଟି ମଜା ଯେତିକି ପାଉଥିବ ତା ଠୁ ସଜା ବେଶୀ ପାଉଥିବ।ତେବେ ଏଭଳି କଣ ପାଇଁ କରୁଛନ୍ତି ଯାହା ଫଳରେ ଗୋଟିଏ ଜୀବ କ-ଷ୍ଟ ପାଉଛି।

Leave a Reply

Your email address will not be published. Required fields are marked *