ଶୋଷରେ ଛଟପଟ ହେଉଥିଲା ଜା-ଲରେ ଫସିଥିବା ଚନ୍ଦ୍ରନାଗ,ଦେଖନ୍ତୁ କେମିତି ର-କ୍ଷା କରି ପାଣି ପିଆଇଲେ …

ଦୁନିଆରେ ଅନେକ ପ୍ରାଣୀ ବସବାସ କରନ୍ତି । ତାହା ମଧ୍ୟରୁ ସାପ ଏକ ବି-ଷଧର ପ୍ରଜାତିର ପ୍ରାଣୀ ଅଟେ । ସାପ ଏକ ପ୍ରାଣୀ କିନ୍ତୁ ଏହା ସେତେବେଳେ କାହାକୁ ମା-ରିଥାଏ କିମ୍ବା କା-ମୁ-ଡି ଥାଏ ଯେତେବେଳେ ତାକୁ ଏହା ଅନୁଭବ କରିଥାଏ କି ଜୀବନ ପ୍ରତି ବି-ପ-ଦ ରହିଛି ବୋଲି । ସାପ ଯେତେବେଳେ ତ ପିଲା ମାନଙ୍କୁ ଜନ୍ମ ଦେଇଥାଏ ସେତେବେଳେ ସେ ପ୍ରଥମେ ସେଠାକାର ପରିବେଶ କୁ ଅନୁଧ୍ୟାନ କରିଥାଏ । ତେଣୁ କରି ଏମାନଙ୍କୁ ନିଜ ପିଲା ମାନଙ୍କୁ ଜନ୍ମ ଦେବା ପାଇ ଏକ ସୁର-କ୍ଷିତ ଜାଗା ଖୋଜିଥନ୍ତି । ମଣିଷ ନିଜ ସ୍ବାର୍ଥରେ ରହିଥାଏ । ନିଜ ଘର କରିବା ପାଇଁ ଅନ୍ୟ ମାନଙ୍କ ଘର ମଧ୍ୟ ଭା-ଙ୍ଗି ଦେଇଥାଏ ।

ଏହିପରି ଏକ ଘ-ଟ-ଣା ଘଟିଛି ବାଲେଶ୍ଵର ଜିଲ୍ଲାର ଏକ ସ୍ଥାନରେ ।ଏକ ଜାଲରେ ଚନ୍ଦ୍ରନାଗଟି ଫସି ଯାଇଥିବାର ଦୃ-ଶ୍ୟ ସାମ୍ନାକୁ ଆସିଥିଲା । ସେହି ଗାଁ ର ଲୋକମାନେ ସାପ ଉ-ଦ୍ଧା-ର କାରୀ ମିର୍ଜା ଏମ ଡ଼ି ଏଫ ଙ୍କୁ ଡାକିଥିଲେ ଏବଂ ସେ ତାଙ୍କୁ ସେହି ଜା-ଲ କୁ ସାବଧାନର ସହ କାଟି ସେଥିରୁ ସେହି ସାପକୁ ଉ-ଧା-ର କରିଥିଲେ । ସେହି ସାପଟି ଖୁବ ଶୋଷିଲା ଥିଲା ତେଣୁ ମିର୍ଜା ଆରିଫ ଏକ ପାଣି ବୋତଲରେ ପାଣି ଆଣି ସେହି ସାପକୁ ଦେଇଥିଲେ । ଶୋଷିଲା ଥିବା କାରଣରୁ ସେ ଭଲ ଭାବରେ ପାଣି ମଧ୍ୟ ପିଇ ଦେଇଥିଲା ।

https://youtu.be/Sj_klHn7lhw

ପରେ ସେହି ସାପକୁ ସାବଧାନର ସହିତ ଏକ ବ୍ୟାଗରେ ପୁରାଇ ଦିଆଯାଇଥିଲା ଏବଂ ସୁର-କ୍ଷିତ ଭାବରେ ଜଙ୍ଗଲରେ ଛାଡି ଦିଆଯାଇଥିଲା ।ତେବେ ତାଙ୍କ କହିବା ଅନୁସାରେ ଆପଣ ଯଦି କୌଣସି ବି-ଷଧ-ର ସାପକୁ ଦେଖୁଛନ୍ତି ତେବେ ତାକୁ ମା-ରି-ବା ଉଚିତ୍ ନୁହେଁ । ଆପଣ ସାପ ଉଦ୍ଧା-ରକା-ରୀ ଙ୍କୁ ଡାକି ଦିଅନ୍ତୁ ସେ ତାକୁ ସୁର-କ୍ଷିତ ଭାବରେ ସେଠାରୁ ନେଇଯିବେ । କାହା ଜୀବନ ନେବା ଆମ ର ଅଧିକାର ନୁହେଁ ।

Leave a Reply

Your email address will not be published. Required fields are marked *