ସତ ହେଲା ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ, ପାହାଡ଼ ଉପରେ ଫୁଟିଲା ପଦ୍ମ ! ଦେଖନ୍ତୁ ଭିଡ଼ିଓ ………

ଐଶାରିକତା ଓ ଅଲୌକିକତା ର ଆଭାସ ମିଳେ ଏହି ପାହାଡ଼ ରୁ । ଏହି ପାହାଡ଼ ଗଞ୍ଜାମ ଜିଲ୍ଲା ର ଚମ୍ପେଇତାରାପୁର ଗ୍ରାମ ର ଶିଖର ଅଟେ । ଏହା ବୁଢାମ୍ବା ଠାରୁ ଏକ କିମି ଦୂର୍ ରେ ଏହି ପର୍ବତ ମାଳା ଦେଶ ରେ ଅବସ୍ଥିତ । ଏହି ପର୍ବତର ରେ ଦୁଇଟି ବଡ଼ ବଡ଼ ଗୁନ୍ଥା ରହିଛି । ଏହି ଗୁନ୍ଥା ସହିତ ବଡ଼ ବଡ଼ ପର୍ବତ ଦେହ ରେ ବାବା ଭୋଳା ନାଥ, ଜଗନ୍ନାଥ କଶ୍ଚପ ଭୋଳା ନାଥ ଙ୍କ ପଦ ଚିହ୍ନ ରହିଛି । ଏହା ସହିତ ପର୍ବତ ଶିଖର ରେ ପଦ୍ମ ଫୁଲ ଫୁଟିଥିବା ର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖି ମନେ ପଡେ ମହାପ୍ରଭୁ ଅଚ୍ୟୁତ ଙ୍କ କଥା “ପର୍ବତ ଶିଖରେ ଫୁଟିଲା କଇଁ ମସ୍ତକେ ମୋହର ଲଗାଇ ଦିଅ ହେ ସାଇଁ । ଏହି ପାହାଡ଼ ର ପଥର ରେ ରହିଛି ଦୈବିକ ଚିହ୍ନ ଓ ଦୈବିକ ଶକ୍ତି ।

ଏହି କୁଣ୍ଡ ମାନଙ୍କ ଭିତରୁ ଗୋଟିଏ କୁଣ୍ଡ ରେ ଫୁଟିଛି କଇଁ । ବର୍ଷ ବର୍ଷ ଧରି ଏହି କୁଣ୍ଡ ରେ ପାଣି ଭରି ରହେ । ବାବା ଙ୍କ ହିସାବ ରେ ପାହାଡ ରେ ଥିବା ପଦଚିହ୍ନ ହେଉଛି ଭଗବାନ ଶିବ ଙ୍କ ପଦ ଚିହ୍ନ ଅଟେ । ଚାରି ଆଡେ଼ ଏହି ପଦଚିହ୍ନ ଦେଖିବାକୁ ମିଳିଥିଲା । ଏହି ପାହାଡ଼ କୁ ଭାଙ୍ଗିବାକୁ ଜଣେ ପଥୁରିଆ ଆସିଥିଲେ । ହେଲେ ତାଙ୍କର ଦୁଇ ଜଣଙ୍କ ସନ୍ତାନ ଙ୍କ ମୃ-ତ୍ୟୁ ପରେ ସେ ସେଠାରୁ ପଳାଇ ଥିଲେ । ଏହି ଦୁର୍ଗମ ପାହାଡ଼ ରେ ଈଶ୍ୱର ଙ୍କ ଦର୍ଶନ ପାଇଛନ୍ତି କାଳିଆ ବାବା ପାହାଡ ରେ ରହିଛି ଦୁଇଟି ଗୁମ୍ଫା । ଚନ୍ଦନେଶ୍ଵର ଗୁମ୍ଫା ଓ ଭବାନୀଶଙ୍କର ଗୁମ୍ଫା ।

ଆଜିକୁ ପ୍ରାୟ ଦଶ ବର୍ଷ ତଳେ ସ୍ଵପ୍ନ ରେ ବାବାଙ୍କୁ ଏହି ସ୍ଥାନ ର ସ-ନ୍ଧା-ନ ମିଳିଥିଲା । ପାହାଡ଼ ଉପରେ ୫ ଟି ଗୁମ୍ଫା ରୁ ତିନୋଟି ଗୁମ୍ଫା କୁ ଖୋଜି ପାରିଛନ୍ତି । ଆହୁରି ଦୁଇଟି ଗୁମ୍ଫା ଲୁ-ଚି ରହିଛି । ତେବେ ଘର ମୋହ ମାୟା ଛାଡ଼ି ଏଠାରେ ରହିଛନ୍ତି । ଏହାର ମହିମା ବିଷୟ ରେ ଅଧିକ ଲୋକ ଜାଣନ୍ତୁ ଓ ସେଠାକୁ ଯାଆନ୍ତୁ ବୋଲି ବାବା ଙ୍କ ଇଛା ।

Leave a Reply

Your email address will not be published. Required fields are marked *