ସତ ସତ ଓଗାଳିଲା ଶିବ ! ଦେଖନ୍ତୁ କେମିତି ମା-ରିଥିଲା ବଡ ଭାଇର ପୁରା ପରିବାରକୁ….

ମାହାଙ୍ଗା କୁସୁପୁର ଗ୍ରାମରେ ଲୋ-ମହ-ର୍ଷଣକାରୀ ନରସଂ-ହାର ଘ-ଟଣା। ଜମିଜମା ବିବା-ଦକୁ କେନ୍ଦ୍ର କରି ବଡ଼ଭାଇଙ୍କ ପୂରା ପରିବାରକୁ ମୂଳପୋଛ କରିଦେଇଛି ହ-ତ୍ୟାକା-ରୀ ସାନଭାଇ । ଭୋର୍‌ ୪ଟାରେ ଘରେ ପଶି, ଶୋଇଥିବା ଅବସ୍ଥାରେ ବଡ଼ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାଙ୍କୁ କଟୁ-ରିରେ ହାଣି ଅତି ନି-ର୍ମ-ମ ଭାବେ ହ-ତ୍ୟା କରିଛି ଅଭି-ଯୁକ୍ତ ସାନଭାଇ।ସମସ୍ତେ ମ-ରିଯିବା ପରେ ସେ ଜଣ ଜଣଙ୍କର ହାତରେ ଓ ଗୋଡରେ ଥିବା ଶିରାକୁ କା -ଟି ପକାଇଥିଲେ । ଶିବପ୍ରସାଦ ଜାଣିଥିଲେ ଯେ ଶିରା କାଟିଲେ ଆଉ ବଂଚିବାର ସମ୍ଭାବନା ନାହିଁ । ଶିବ ପ୍ରସାଦ ସାହୁ ପୋ-ଲି-ସ ଅଧିକାରୀଙ୍କୁ ସବୁ କଥା କହିଚି ।

ରାତି ପ୍ରାୟ ଦେଢଟାରେ ଶିବପ୍ରସାଦଙ୍କ ପତ୍ନୀ ଟଏଲେଟ ଯିବାକୁ କହିଥିଲେ । କିନ୍ତୁ ଟଏଲଟେକୁ ତାଲା ଲଗାଇ ଦେଇଥିଲେ ବଡଭାଇ ଅଲେଖ ସାହୁ । ଘରେ ଗୋଟିଏ ଟଏଲେଟ ଥିଲା ଏବଂ ଅଲେଖ ପ୍ରାୟ ଟଏଲେଟକୁ ବନ୍ଦ କରିଦେଉଥିଲେ । ସାନଭାଇ ଶିବପ୍ରସାଦ ଟଏଲେଟ ଖୋଲିବାକୁ କହିଥିଲେ ।

ଭାଉଜ ନିଦରୁ କାହିଁକି ଉଠାଉଛ, ଆମେ ତୁମର କଣ ସିକ୍ୟୁରିଟି ଗାର୍ଡ ବୋଲି କହି ବିର-କ୍ତ ହୋଇଥିଲେ ବଡ଼ ଭାଇ। ଏହି ଛୋଟ କଥାରୁ ଆଗକୁ ବଢିଥିଲା ଏତେ ବଡ ହ-ତ୍ୟାକା-ଣ୍ଡ।ଏହାପରେ କ-ଟୁରୀ ଧରି ଆଗ ଭାଉଜଙ୍କୁ ଆକ୍ର-ମଣ କରିଥିଲେ ।ପରେ ଶିବପ୍ରସାଦ ବଡଭାଇ ଅଲେଖସାହୁଙ୍କୁ ଆକ୍ର-ମଣ କରିଥିଲେ।ଏହାପରେ ଦୁଇ ପୁତୁରା ଜଣେ ଝିଆରୀ କା-ନ୍ଦି କା-ନ୍ଦି ତାଙ୍କୁ ଛାଡି ଦେବାକୁ ନେହୁରା ହୋଇଥିଲେ । କିନ୍ତୁ, ସେ କାହାକୁ ଆଉ ଛାଡ଼ିବା ଅବସ୍ତାରେ ନଥିଲେ। ମା-ରିବା ପରେ ସମସ୍ତଙ୍କ ହାତ ଓ ଗୋଡର ଶିରାକୁ କା-ଟି ପକାଇଥିଲେ । ଏହି ବ-ର୍ବ-ର ଗଣହ-ତ୍ୟା ମା-ମ-ଲାରେ ଅଭି-ଯୁକ୍ତ ଶିବପ୍ରସାଦକୁ ୩ ଦିନିଆ ରି-ମା-ଣ୍ଡରେ ନେଇଛି ପୋ-ଲି-ସ ।

Leave a Reply

Your email address will not be published. Required fields are marked *