ବଡ ଖବର : ସ୍ମୃତିସନ୍ଧ୍ୟାଙ୍କ ହାତ ମୁଠାରେ କାହାର ଏହି ଲମ୍ବା ଲମ୍ବା ଚୁଟି ? ଫରେନ୍ସିକ୍ ଟିମ ସାମ୍ନାରେ ନୂଆ ତଥ୍ୟ !

ମାହାଙ୍ଗାରେ ବ-ର୍ବ-ର ଗ-ଣହ-ତ୍ୟା ଘଟ-ଣାରେ ଜଣେ ନୁ‌ହେଁ, ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି । ଏଭଳି ଆଶ-ଙ୍କା ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । ମୃ-ତ ସ୍ମୃତିସନ୍ଧ୍ୟାଙ୍କ ହାତ ମୁଠାରୁ ଫରେନ୍‌ସିକ୍‌ ଟିମ୍‌ ମହିଳାଙ୍କ ଲମ୍ବା ଚୁଟି ଜ-ବ-ତ୍‌ କରି ପରୀକ୍ଷା ପାଇଁ ନେବା ପରେ ଏଭଳି ଆ-ଶ-ଙ୍କା ବଢିବାରେ ଲାଗିଛି । ହତ୍ୟାକାଣ୍ଡରେ କୌଣସି ମହିଳାଙ୍କ ସଂପୃକ୍ତି ନାହିଁ ତ? ଏହି ଲମ୍ବା ଚୁଟି କାହାର? ତାକୁ ନେଇ ଆ-ଶ-ଙ୍କା, ଆକଳନ ଆରମ୍ଭ ହୋଇଛି । ଅନ୍ୟପଟେ ମୃ-ତ ରଶ୍ମିରେଖାଙ୍କ ମା ରୀନା ପୃଷ୍ଟି ମାହାଙ୍ଗା ଥା-ନାରେ କରିଥିବା ଅଭି-ଯୋଗ ଅନୁସାରେ, ଏହି ଘଟ-ଣାରେ ଜଣେ ବ୍ୟକ୍ତି ନୁହନ୍ତି, ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ସ-ନ୍ଦେ-ହ ହେଉଛି ।

ତେଣୁ ଘଟ-ଣାର ଉଚ୍ଚସ୍ତରୀୟ ତ-ଦ-ନ୍ତ ପାଇଁ ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ହ-ତ୍ୟା ଘଟ-ଣାର ଅଭି-ଯୁକ୍ତ ଶିବ ପ୍ରସା‌ଦ ସାହୁ ଗତକାଲି ଆ-ତ୍ମସ-ମର୍ପଣ କରିଥିବା ବେଳେ ଆଜି ତାକୁ କୋ-ର୍ଟ ଚା-ଲାଣ କରିଛି । ତେବେ ହ-ତ୍ୟାକା-ଣ୍ଡ ପରେ ଭିଡିଓ ଜାରି କରି ଓ ପୁ-ଲିସ ଆଗରେ ଅଭି-ଯୁକ୍ତ ଶିବ ସିଧାସଳଖ ଦୋ-ଷ ସ୍ବୀ-କାର କରିଥିବାରୁ ପଚ-ରାଉ-ଚରା ପରେ ଆଜି ଅପରାହ୍ନରେ ମାହାଙ୍ଗା ପୁ-ଲି-ସ ଶିବକୁ ସାଲେପୁର ଜେଏମ୍‌ଏଫ୍‌ଏସି କୋର୍ଟରେ ହା-ଜ-ର କରିବା ସହ ୫ଦିନିଆ ରି-ମା-ଣ୍ଡ ଆବେଦନ କରିଥିବା ଜଣାପଡିଛି ।

ଅନ୍ୟପଟେ ତ-ଦ-ନ୍ତ ଆଗକୁ ବଢ଼ିବା ସହ ନୂଆ ନୂଆ ତଥ୍ୟ ପୁ-ଲିସ ହାତକୁ ଆସିବାରେ ଲାଗିଛି । କେବଳ ଜଣେ ବ୍ୟକ୍ତି କଣ ଏକୁଟିଆ ଏମିତି ୫ଜଣଙ୍କୁ ହ-ତ୍ୟା କରିପାରିବ? ତା ସହିତ ସମସ୍ତଙ୍କ ଗୋଡ଼ର ଗୋଛି, ହାତର ଶିରା, ମୁଣ୍ଡ, ବେକ ସହ ବିଭିନ୍ନ ସ୍ଥାନ କ-ଟାଯାଇଛି ଅତି ବୀ-ଭ-ତ୍ସ ଭାବେ । ତେଣୁ ଜଣେ ବ୍ୟକ୍ତି ଏହା କରିବାକୁ ନେଇ ସଂଶୟ ପ୍ରକାଶ ପାଇଛି । ହ-ତ୍ୟାକା-ରୀକୁ ଫା-ଶୀ ଦେବାକୁ ଓ ଘଟ-ଣାର ସିବିଆଇ ତ-ଦନ୍ତ କରାଯାଉ ବୋଲି ମୃ-ତ ଅଲେଖଙ୍କ ଶାଶୂ ଦାବି କରିଛନ୍ତି ।

ବ୍ୟବଚ୍ଛେଦ ରି-ପୋ-ର୍ଟ ଆସିବା ପରେ ହ-ତ୍ୟାକା-ଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ସମ୍ପର୍କ‌ରେ ପୁ-ଲିସ ତ-ଦ-ନ୍ତ କରିବ ବୋଲି ଅନୁମାନ କରାଯାଉଛି । ଗତକାଲି ସମସ୍ତ ୫ ମୃତ-କଙ୍କ ଶ-ବ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଆଜି ସମସ୍ତ ଶ-ବ ବ୍ୟବ-ଚ୍ଛେଦ କରାଯିବା ସହ ଭିସେରା‌ ସଂଗ୍ରହ କରାଯାଇ ଯା-ଞ୍ଚ ପାଇଁ ରଖାଯାଇଛି । ତେବେ ମୃ-ତ ମହିଳାଙ୍କ ହାତରୁ ଯେଉଁ ଚୁଟି ଜ-ବ-ତ ହୋଇଥିବା କୁହାଯାଉଛି, ଏହି ଚୁ-ଟି ସେହି ମହିଳାଙ୍କର କି ଅନ୍ୟ କାହାର ଏହା ଫରେନସିକ୍ ସାଇନ୍ସ ଲାବରେଟୋରି ସ୍ପଷ୍ଟ କରିପାରିବ ବୋଲି ପୋ-ଲି-ସ୍ କହିଛି ।

Leave a Reply

Your email address will not be published. Required fields are marked *