ଶର୍ମିଷ୍ଠାର ଶେଷ ରଙ୍ଗୀନ ଭିଡିଓ, ଦେଖନ୍ତୁ ଝିଅଙ୍କୁ କେମିତି କେମିତି କାମ କରାଉଥିଲା ଶର୍ମିଷ୍ଠା ! ଦେଖନ୍ତୁ ଭିଡ଼ିଓ

ଦିନ ପରେ ଦିନ ବିତୁଛି। ହେଲେ ବହୁଚର୍ଚ୍ଚିତ ମାନସ ସ୍ବାଇଁ ହ-ତ୍ୟା ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ପୁ-ଲିସ ଗି-ର-ଫ କରିପାରୁନାହିଁ । ଖୁବ୍ ଶୀଘ୍ର ଗି-ରଫ ହେବେ, ଆମେ ଖୋଜୁଛୁ, ଏମିତି ଅନେକ ପ୍ରତିଶ୍ରୁତି ପ୍ରତିଦିନ ପୁ-ଲିସ ଦେଉଛି । ହେଲେ ଯେଉଁ ପ୍ରଶ୍ନଟି ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା- ଏମିତି କାହା ହେପାଜତରେ ଶର୍ମିଷ୍ଠା ଅଛନ୍ତି ଯେ ଓଡ଼ିଶା ପୁ-ଲିସ ତାଙ୍କୁ ଖୋଜି ପାଉନି? ଘଟଣା ପଛରେ କିଛି ଅଦୃ-ଶ୍ୟ ହାତମାନେ ରହିଛନ୍ତି କି, ଯାହାର ଆଶୀର୍ବାଦ ଶର୍ମିଷ୍ଠାଙ୍କୁ ପୁ-ଲିସ ଠାରୁ ସୁର-କ୍ଷା ଦେଉଛି? ଶର୍ମିଷ୍ଠା ମିଳିଗଲେ, ବହୁତ ବଡ଼ବଡ଼ିଆଙ୍କ ଚେହେରା ସାମ୍ନାକୁ ଆସିପାରେ । ଏହି ଭ-ୟରେ ତାଙ୍କ ପାଖରେ ପୁ-ଲିସ ପହଞ୍ଚିପାରୁନି କି? ଏସବୁକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି।ତେବେ ମାନସ ହ-ତ୍ୟା ମା-ମ-ଲାରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ପଦାକୁ ଆସିବାରେ ଲାଗିଛି।

ମାନସ ସ୍ବାଇଁ ଙ୍କ ହ-ତ୍ୟାକା-ଣ୍ଡ ମା-ମ-ଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଜାଣିବାକୁ କ୍ରାଇମବ୍ରାଞ୍ଚ୍ ପାଉଛନ୍ତି।ୱେବ୍ ପୋର୍ଟାଲ୍ ମାଲିକାଣୀ ବା ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ମଧ୍ୟ ସବୁ ସତ କଥା ମାନିଛନ୍ତି।କିନ୍ତୁ ଏଯାଏଁ ଯେଉଁ ମେମୋରି ଚିପ ପାଇଁ ମାନସ ଙ୍କ ହ-ତ୍ୟା କରାଯାଇଛି ସେହି ବିଷୟରେ କ୍ରାଇମବ୍ରାଞ୍ଚ୍ ଙ୍କୁ କିଛି କହୁନାହାନ୍ତି ଶର୍ମିଷ୍ଠା।ବର୍ତ୍ତମାନ ତ-ଦ-ନ୍ତ ଜାରି ରହିଛି।ବର୍ତ୍ତମାନ ଶର୍ମିଷ୍ଠା ଙ୍କ ଚ୍ୟାନେଲ ର ଶେଷ ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।ସେହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ପୁରୁଷ ବିବାହିତ ହୋଇ ମଧ୍ୟ ଆଉ ଜଣଙ୍କ ସହିତ ସମ୍ପର୍କ ରଖିଛନ୍ତି।ଯୁବତୀ ଙ୍କ ସହିତ ତାଙ୍କ ଘରେ ରୋ-ମା-ନ୍ସ କରୁଥିଲେ।

https://youtu.be/0PzxAvWw_0U

ସେହି ସମୟରେ ତାଙ୍କ ସ୍ତ୍ରୀ ଚାଲି ଆସିଥିଲେ।ତେଣୁ ସ୍ବାମୀ ଜଣଙ୍କ ତାଙ୍କ ପ୍ରେମିକା ଙ୍କୁ ଲୁ-ଚା-ଇ ଦେଇଥିଲେ।ସ୍ତ୍ରୀ ଜଣଙ୍କ ଏକଥା ଜାଣିପାରି ନଥିଲେ।ପ୍ରେମିକା ସେଠୁ ଚାଲି ଯାଇଥିଲେ।ଫୋନ ରେ କଥା ହେଉଥିବାବେଳେ ହସୁଥିଲେ ବୋଲି ସ୍ତ୍ରୀ ରା-ଗି-କି କହିଲେ ଆଉ କାହା ପ୍ରେମରେ ପଡ଼ିଗଲାଣି କିନ୍ତୁ ସ୍ବାମୀ ଜଣଙ୍କ କହିଲେ ଯେ ସେ କମେଡି ଶୋ ଦେଖୁଛନ୍ତି।ବାହାରେ ଯାଇ ପ୍ରେମୀ ଯୁଗଳ ବୁଲୁ ଥିଲେ।ସ୍ବାମୀ ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କୁ ମା-ରି-ବା ପାଇଁ ଯୋଜନା କରୁଥିଲେ।ସ୍ତ୍ରୀ ଆସି କହିଥିଲେ ଆଜି ସାବିତ୍ରୀ ତୁମ ପାଇଁ ମୁଁ ଉପବାସ କରିଛି। ତେଣୁ ସ୍ବାମୀ ତାଙ୍କୁ ବି-ଶ ପିଇବାକୁ ଦେଇଥାନ୍ତେ ଆଉ ଦେଲେ ନାହିଁ।ଏହାପରେ ସ୍ତ୍ରୀ ଜନଙ୍କା ତାଙ୍କ ମା ଙ୍କ ଦେହ ଖରାପ ହେବାରୁ ବାପ ଘର ଯିବା ପାଇଁ କହିଲେ।ସେହି ସମୟରେ ତାଙ୍କ ସ୍ବାମୀ ଙ୍କୁ ଅନ୍ୟ ଝିଅଙ୍କ ସହିତ ଦେଖି ଦେଇଥିଲେ।କିନ୍ତୁ ସ୍ବାମୀ ଭାବିଥିଲେ ତାଙ୍କ ସ୍ତ୍ରୀ ଘରକୁ ପଳାଇଛନ୍ତି।ସେଥିପାଇଁ ସେ ତାଙ୍କ ପ୍ରେମିକା ଙ୍କୁ ଘରକୁ ନେଇ ଆସିଥିଲେ।ଏହାପରେ ସ୍ତ୍ରୀ ଜଣଙ୍କ ଶଙ୍ଖା ଓ ସିନ୍ଦୂର ଓହ୍ଲାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *