ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ଜୁ-ଇରୁ ଉଠି ଦୌଡ଼ି ପଳାଇଲା ଶ-ବ ! ଦେଖନ୍ତୁ ଭିଡ଼ିଓ

ଆମେ ସମସ୍ତେ ଜାଣିଛେ ଦିନେ ନା ଦିନେ ମୃ-ତ୍ୟୁ ସମସ୍ତଙ୍କୁ ପ୍ରାପ୍ତ ହେବ, ମ-ରିବା ପରେ ଆଉ କେହି ବି ଫେରିବା ଅସମ୍ଭବ ଅଟେ। ଆପଣମାନେ ପ୍ରତିଦିନ ଅନେକ ଲୋକଙ୍କ ମୃ-ତ୍ୟୁର ଖବର ନିଶ୍ଚିତ ଶୁଣୁଥିବେ, କିନ୍ତୁ ଆମେ ଆଜି ଆପଣମାନଙ୍କୁ ଏପରି କିଛି ଲୋକଙ୍କ ବିଷୟରେ କହିବୁ, ଯେଉଁମାନେ ନିଜର ଅନ୍ତିମ ସଂସ୍କାର ସମୟରେ ମୃ-ତ୍ୟୁ ମୁଖରୁ ଫେରି ଆସିଥିଲେ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କର ଆଖି ଖୋଲା କୁ ଖୋଲି ରହିଗଲା।

କେଲ୍ଭିନ୍ ସେନ୍ଟୋସ୍ ଜଣେ କୁନି ପିଲା ଥିଲା ଆଉ ସିଏ ନିଜ ବାପା ମାଆଙ୍କ ସହ ବ୍ରାଜିଲ୍ ରେ ରହୁଥିଲା। କେଲ୍ଭିନ୍ କୁ ଯେତେବେଳେ ଦୁଇ ବର୍ଷ ବୟସ ପୂରିଲା ସେତେବେଳେ ତାକୁ ନିମୋନିଆ ରୋଗ ହୋଇଗଲା, ଏହାପରେ କେଲ୍ଭିନ୍ ର ମାଆ ବାପା ତାକୁ ତୁରନ୍ତୁ ହସ୍ପିଟାଲକୁ ନେଇଗଲେ ଏହାପରେ ଡାକ୍ତର ତାକୁ ମୃ-ତ ଘୋଷଣା କରିଲେ। ଏହାପରେ କେଲ୍ଭିନ୍ ର ବାପା ମାଆ ତାକୁ ଘରକୁ ଆଣି ତାର ଅ-ନ୍ତି-ମ କ୍ରିୟା କାମ ଆରମ୍ଭ କରିଲେ, ଏହାପରେ କିଛି ସମୟ ପରେ କେଲ୍ଭିନ୍ ଉଠି ବସିଲା ଏବଂ ନିଜ ବାପାକୁ ପାଣି ମାଗିଲା।

କେଲ୍ଭିନ୍ ର ବାପା ଖୁସି ହୋଇଯାଇ ତାକୁ ପାଣି ଆଣି ଦେଲେ ଏବଂ ସିଏ ପାଣି ପିଇସାରି କିଛି ସମୟ ପରେ ପୂର୍ବ ପରି ପୁଣି ଶୋଇଗଲା। ଏହାପରେ ତାର ବାପା ମାଆ ତାକୁ ନେଇ ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତର ଏହି ସବୁ କଥା ଶୁଣି ଯମାବି ବିଶ୍ୱାସ କରିଲେନି ଆଉ କହିଲେ ଅସମ୍ଭବ ଅଟେ କାରଣ କେଲ୍ଭିନ୍ ର ମୃ-ତ ଶରୀରରକୁ ସେମାନେ ତିନି ଘଣ୍ଟା ଧରି ଏୟାର୍ ଟାଇଟ୍ ବ୍ୟାଗ୍ ରେ ମଧ୍ୟ ରଖିଥିଲେ। ଆଉ ତିନି ଘଣ୍ଟା ଧରି ଜଣେ ନିଃ-ଶ୍ୱା-ସ ନନେଇ ବଞ୍ଚିବା ଅସମ୍ଭବ ଅଟେ। ଏହାପରେ କେଲ୍ଭିନ୍ କୁ ତା ବାପା ମାଆ ଆଣି ତାର ଅ-ନ୍ତି-ମ କ୍ରିୟା କରିଲେ।

ଆପଣମାନେ ଜାଣିଛନ୍ତି ଯେ କେହି ବି ମ-ରି-ବା ପରେ ଜୀବିତ ହୋଇ ପାରିବ ନାହିଁ, କିନ୍ତୁ ଆପଣମାନେ ବିଶ୍ୱାସ କରି ପାରିବେ ନାହିଁ ଯେ ଆମେରିକାରେ ଜଣେ ଏପରି ଝିଅ ଅଛି ଯିଏ ଅଧଘଣ୍ଟା ମ-ରି-ବା ପରେ ପୁଣି ଅଚାନକ୍ ଜୀ-ବି-ତ ହୋଇଗଲା। ଏହି ଝିଅର ନାମ ଟିନା ଅଟେ ଆଉ ଏହି ଜିଅଟି ନିଜର କ୍ୟାନ୍ସର୍ ରୋଗକୁ ଠିକ୍ କରିବା ପାଇଁ ହସ୍ପିଟାଲରେ ଆଡ୍ମିଟ୍ ହୋଇଥିଲା। ଗୋଟେ ଦିନ ହସ୍ପିଟାଲର ଲୋକମାନେ ଟିନାର ଘର ଲୋକଙ୍କୁ ଫୋନ୍ କରି କହିଲେ ଯେ ତାଙ୍କ ଝିଅର ମୃ-ତ୍ୟୁ ହୋଇ ଯାଇଛି

ଡାକ୍ତର ଏହା ମଧ୍ୟ କହିଲେ କି ଆମେ ଟିନାକୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ପ୍ରୟାସ କରିଲୁ ହେଲେ କିଛି ବି ଲାଭ ହେଲା ନାହିଁ। ୨୭ ମିନିଟ୍ ପର୍ଯ୍ୟନ୍ତ ଟିନା ଏହିଭଳି ଭାବରେ ରହିଥିଲା ଆଉ ଏହାପରେ ତାର ଶରୀରରେ ଗତିବିଧି ହେବା ଆରମ୍ଭ ହେଲା ଆଉ କିଛି ସମୟ ପରେ ସେ ଆଖି ଖୋଲିଲା ଏବଂ ଜୋରରେ କା-ନ୍ଦିବା-କୁ ଲାଗିଲା। ଆଉ ଏହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ।

Leave a Reply

Your email address will not be published. Required fields are marked *