ନିଜର ବସା ଓ ଛୁଆଙ୍କୁ ବଞ୍ଚାଇବାକୁ ବୁଲଡୋଜର ସହିତ ମୁହାଁମୁହିଁ ହେଲା ମାଆ ଚଢେଇ,ଦେଖନ୍ତୁ ଭିଡ଼ିଓ

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁ-ର୍ଘଟ-ଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।

ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ । ତେବେ ଏକ ଭିଡ଼ିଓ ରେ ମା ଚଢ଼େଇ ର ସ୍ନେହ କୁ ଦର୍ଶାଯାଇଛି ।

ନିଜ ଛୁଆ ପାଇଁ ମା କିଛି ବି କରିପାରେ । ଜଣେ ମା ନିଜେ ଯୋ-ଧ୍ୟା ମଧ୍ୟ ପାଲଟି ଯାଇପାରେ ଯେତେବେଳେ ଦେଖେ ଯେ ନିଜ ଛୁଆ ଉପରକୁ କୌଣସି ବି-ପ-ଦ ଆସୁଛି । ସେହିପରି ଏକ ଭିଡିଓ ଆସିଚି , ଯେଉଁଠି ଦେଖା ଯାଇଛି ଯେ ଗୋଟିଏ ଛୋଟ ପକ୍ଷୀ ଟି ଏ ଯେତେବେଳେ ଦେଖିଚି ଯେ ଏକ ବୁଲ୍ ଡୋଜର ମାଡ଼ି ଆସୁଛି ତା ବସା ଆଡ଼କୁ , ସେ ସଙ୍ଗେ ସଙ୍ଗେ ଆସି ନିଜ ପଂଖ ମେଲେଇ ନିଜ ବସା କୁ ର-କ୍ଷା କରିବା ପାଇଁ ଚେଷ୍ଟା କରିଛି । ବଡ଼ ପାଟି ରେ ଚି-ତ୍କା-ର ମଧ୍ୟ କରୁଚି । ଯେପରି କହୁଚି ଯେ ଗାଡ଼ି କୁ ଆଉ ଆଗକୁ ନିଅ ନାହିଁ ।

ସେଠାରେ ମୋ ବସା ରହିଛି । ସେଥିରେ ମୋ ଅଣ୍ଡା ରହିଛି । ଭାଙ୍ଗିଗଲେ ଆଉ ଛୁଆ ହେବନାହିଁ । ଏହି ଭିଡିଓ କୁ ରେ-କ-ର୍ଡ କରି ଜଣେ ଆଇ ପି ଏସ ଅଫିସର ନିଜ ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ତେବେ ଅନେକ ଲୋକ ଏହି ଭିଡିଓ ଟି କୁ ଦେଖି ନାନା ପ୍ରକାର ମତ ଦେଇଛନ୍ତି । ଅନେକ ଲୋକ ସେତିରେ ମାତୃତ୍ଵ ବିଷୟ ରେ ମଧ୍ୟ ଅନେକ ମତ ରଖିଛନ୍ତି । ମନୁଷ୍ୟ ହେଉ କି ପଶୁ ପକ୍ଷୀ , ମା ପାଖରେ ନିଜ ପିଲା ସବୁ କିଛି ।

Leave a Reply

Your email address will not be published. Required fields are marked *