ଅଣ୍ଟାରେ ବ-ନ୍ଧୁ-କ ଧରି କୋଲଡ ଡ୍ରିଙ୍କସ ପିଉଥିଲେ ଯୁବତୀ,ଆଉ ଠିକ ସମୟରେ ଧରିନେଲା ପୋ-ଲି-ସ,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ …

ଦୁନିଆରେ ଏମିତି ଅନେକ ଘ-ଟ-ଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେବେଳେ ବିଶ୍ୱାସ ବି କରିପାରିବେ ନାହିଁ । ସତ ରେ ମଣିଷ ଏମିତି କାମ କରି ପରେ ତାହା କେବେ କଳ୍ପନା କରିପାରିବ ନାହିଁ। ଧୀରେ ଧୀରେ ଅପ-ରାଧର ଭାର ବଢ଼ି ବଢି ଚାଲିଛି। ଲୋକେ ନିଶ୍ଚିନ୍ତ ରେ ଅପ-ରାଧ କରିବାରେ ଲାଗିଛନ୍ତି। କିଏ ଚୋ-ରୀ କରୁଚି ତ ଆଉ କିଏ ମ-ର୍ଡ-ର୍ କରି ଅପ-ରାଧ କରୁଚି । ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚର୍ଯ୍ୟକର ଘ-ଟ-ଣା।

ଉତ୍ତରପ୍ରଦେଶ ପ୍ରଦେଶର ମେନ୍ପୁରୀ ଜିଲ୍ଲାରେ ଘ-ଟିଛି କିଛି ଏହିପରି ଘ-ଟଣା ଯାହା ଛାତିକୁ ଥରାଇ ଦେଇଥିଲେ । ଜଣେ ଯୁବତୀ କଲେଜରୁ ବାହାରକୁ ଆସିବା ପରେ ସେ ଏକ ଭେରାଇଟି ଷ୍ଟୋରରେ ଛିଡ଼ା ହେଇଥିଲେ । ଏହାପରେ ସେଠାରୁ ଏକ କୋଲ୍ଡିଂ ନେଇ ପିଇବା ସମୟ ରେ ସେଠାରେ ହଠାତ୍ ଆସି ପୋ-ଲି-ସ ପହଞ୍ଚି ଥିଲା। ଓ ସେହି ଯୁବତୀଙ୍କୁ ସଂଧେୟ କରି ତାଙ୍କ ଠାରୁ ଏକ ପି-ଷ୍ଟ-ଲ ଜ-ବ-ତ କରିଥିଲା ।

ତେବେ ଘଟ-ଣାଟିକୁ ପୁରା ଜାଣିବାକୁ ଚେଷ୍ଟା କରିଥିଲା ମେନ୍ପୁରୀ ର ପୋ-ଲି-ସ ଯୁବତୀକୁ ଥା-ନାକୁ ନେଇ ସେଠାରେ ଓଟକ ରହିଥିଲା ଆଉ ପାଖରେ ପି-ଷ୍ଟ-ଲ ରଖିବାର କାରଣ ମଧ୍ୟ ପୋଚାରି ଥିଲା। ଏହା ପରେ ଯୁବତୀ କହି ଥିଲେ କି କିଛି ଦିନ ହେବ ତାଙ୍କ ଘର ଲୋକ ଜମିବାଡ଼ି ପାଇଁ ତାଙ୍କ ଉପରେ ଆକ୍ର-ମଣ କରୁଛନ୍ତି ଓ ତାଙ୍କ ସହିତ ମରାପି-ଟ କରୁଛନ୍ତି। ଏହିଭଳି ପରିସ୍ଥିତିରେ ନିଜକୁ ସେମାନଙ୍କ କବଳରୁ ର-କ୍ଷା କରିବା ପାଇଁ ଓ ନିଜକୁ ସୁର-କ୍ଷା ଦେବା ପାଇଁ ସେ ଏହିପରି ପି-ସ୍ତ-ଲକୁ ଧରି ବୁଲୁଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *