ଝାଡ଼ଖଣ୍ଡର ଦେବଗଡରେ ପରିବାରର 6 ଜଣ ସଦସ୍ୟଙ୍କ ସହ ଫସିରହିଥିବା ସୁର-କ୍ଷାକ-ର୍ମୀ ବିନୟ କୁମାର ଦାସ କହିଛନ୍ତି ଯେ ଯେତେବେଳେ ଆମେ ଟ୍ରଲିରେ ଫ-ସି ରହିଥିଲୁ ସେତେବେଳେ ବଂଚିବା ପାଇଁ କଣ କଣ ନ କରିଥିଲୁ। ପାଣି ପିଇବା ପାଇଁ ବୋତଲରେ ପ-ରି-ଶ୍ରା ସଂଗ୍ରହ କରିଥିଲୁ। ଯଦି ଆମେ ପାଣି ପିଇବା ପାଇଁ ଆଉ ଟିକେ ବିଳମ୍ବ କରିଥାନ୍ତୁ ତେବେ ଆମ ସହିତ କଣ ହୋଇଥାନ୍ତା ସେଇଟା କେବଳ ଭଗବାନ ଜାଣନ୍ତି।
Deoghar rescue operation update: 10 persons have been rescued since morning, including five men, three women and two children. Three to five people are still believed to be in the cable cars. Efforts to rescue them are on. #DeogharRopewayAccident pic.twitter.com/tldsTDoCrg
— Asianet Newsable (@AsianetNewsEN) April 12, 2022
ଝାଡ଼ଖଣ୍ଡ ଦେବଗଡ଼ର ରୋପୱେ ଦୁର୍ଘ-ଟଣାର ପ୍ରାୟ 45 ଘଣ୍ଟା ପରେ ଉ-ଦ୍ଧା-ର କାର୍ଯ୍ୟ ଶେଷ ହୋଇଥିଲା। ତେବେ ଉ-ଧା-ର କାର୍ଯ୍ୟ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ମଙ୍ଗଳବାର ଦିନ ଉ-ଦ୍ଧା-ର କାର୍ଯ୍ୟ ସମୟରେ ଜଣେ ମହିଳା ଖସିପଡିଥିଲେ। ଉ-ଦ୍ଧା-ର ସମୟରେ ଦଉଡି ଛିଡିବା କାରଣରୁ ଏହି ଦୁର୍ଘ-ଟଣା ଘ-ଟିଥି-ଲା। ମହିଳା ଜଣଙ୍କର ମୃ-ତ୍ୟୁ ହୋଇଥିଲା।
ମଙ୍ଗଳବାର ଦିନ 15 ଜଣଙ୍କୁ ସୁର-କ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ରୋପୱେ ଦୁର୍ଘ-ଟଣାରେ 3 ଜଣଙ୍କର ମୃ-ତ୍ୟୁହୋଇଛି। ଉ-ଧା-ର କାର୍ଯ୍ୟରେ ବାୟୁସେନା, ଆଇଟିବିପି, ଏନଡିଆରଏଫ ସହିତ ଗରୁଡ଼ କମାଣ୍ଡ ମଧ୍ୟ ସାମିଲ ହୋଇଥିଲେ। ସେନାର ଏମଆଇ-17 ହେଲିକପ୍ଟର ଗୁଡିକ 2000 ଫୁଟ ଉପରେ ଉଡୁଥିଲା ଏବଂ ବାୟୁ ଚାପର ବୃଦ୍ଧି ହେତୁ ଲୋକଙ୍କୁ ବଞ୍ଚାଇବା ବହୁତ କଷ୍ଟସାଧ୍ୟ ଥିଲା।
Deoghar ropeway accident: Jharkhand govt announces Rs 5 lakh financial assistance to kin of victims#DeogharRopewayAccident #JharkhandRopewayAccident https://t.co/0QOLNLfs3l
— India TV (@indiatvnews) April 13, 2022
ଆସନ୍ତୁ ଜାଣିବା ଏହି ଦୁର୍ଘ-ଟଣାରୁ ବଞ୍ଚିଥିବା ଲୋକଙ୍କ କାହାଣୀ।
ବିହାରର ମଧୁବନି ଜିଲ୍ଲାର ଜଣେ ବ୍ୟକ୍ତି ଏକ ରୋପୱେ ଟ୍ରଲିରେ ଫସି ରହିଥିଲେ ଏବଂ ଉ-ଧା-ର ପରେ ସେ କହିଛନ୍ତି ଯେତେବେଳେ ଆମେ ଟ୍ରଲିରେ ଫ-ସିରହିଥିଲୁ ସେତେବେଳେ ଆମକୁ ଲାଗୁଥିଲା ଯେ ଆମେ ଆଉ ବଞ୍ଚିବୁ ନାହିଁ କିନ୍ତୁ ଉଦ୍ଧା-ରକା-ରୀ ଦଳ ଆମକୁ ବଞ୍ଚାଇଛନ୍ତି। ଉଧାର ପରେ ଜଣେ ପିଲାଟି କହିଲା ମୁଁ ବର୍ତମାନ ସୁର-କ୍ଷିତ ଅନୁଭବକରୁଛି। ଯେତେବେଳେ ଦଉଡି ଚଢି ମୁ ଆସିଲି ମତେ ଲାଗିଲା ମୁଁ ନୂଆଁ ଜୀବନ ପାଇଲି।
ଟ୍ରଲିରେ ଫସିରହିଥିବା ଜଣେ ଝିଅ କହିଲା ଯେ ଯେତେବେଳେ ଟ୍ରଲିଟି ପବନ କାରଣରୁ ଦୋହଲୁଥିଲା ଆମ ଆତ୍ମା କମ୍ପିଯାଉଥିଲା। ଆମେ ରାତିସାରା ଭୋକରେ ରହିଥିଲୁ। ମଙ୍ଗଳବାର ସକାଳ 11.30 ରେ ଆମେ କିଛି ଖାଇବାକୁ ପାଇଲୁ। ଯେତେବେଳେ ଆମକୁ ଉ-ଧା-ର କରାଯାଉଥିଲା ଆମେ ବହୁତ ଖୁସି ହୋଇଯାଇଥିଲୁ କିନ୍ତୁ ବେଳେ ବେଳେ ମଝିରେ ଦଉଡି ଅଟକି ଯାଉଥିବାରୁ ଭ-ୟ ମଧ୍ୟ ଲାଗୁଥିଲା।
Footage of Deoghar Ropeway Accident
10-04-2022 4:30pm#Jharkhand#Deoghar#DeogharRopewayAccident #DeogharAccident#PMModi#IAF pic.twitter.com/GvdoIfIh4Q— Purushottam Keshri (@k_puru30) April 12, 2022
ରବିବାର ଦିନ ପ୍ରାୟ 5 ଟା ସମୟରେ ଝାଡ଼ଖଣ୍ଡର ଦେବଗଡରେ ସର୍ବୋଚ୍ଚ ରୋପୱେ ରେ ଦୁଇଟି ଟ୍ରଲି ଧ-କା ହେବା କାରଣରୁ ଟ୍ରଲି ଟି ଅଟକି ରହିଥିଲା ଏବଂ 70 ଜଣ ଲୋକ ଫସିରହିଥିଲେ। ରବିବାର ଦିନ ଉ-ଧା-ର କାର୍ଯ୍ୟ ସମୟରେ 3 ଜଣଙ୍କର ମୃ-ତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ମଧ୍ୟ ଉ-ଦ୍ଧା-ର କାର୍ଯ୍ୟ ସମୟରେ ତଳେ ପଡିଯାଇଥିଲେ।