ହେ ଭଗବାନ ….ଏ ରାକ୍ଷସୀ ମା କୁ ଦେଖା…. ବର୍ଷକର ଶିଶୁକୁ କେମିତି ନି-ର୍ଦ୍ଧୁ-ମ ମା-ଡମା-ରୁଛି,ଯାହା ଦେଖିଲେ ଆପଣ ମାନଙ୍କ ଛାତି ମଧ୍ୟ ଥରିଉଠିବ,ଦେଖନ୍ତୁ ଭିଡ଼ିଓ

କିଏ ମାତୃତ୍ୱ ପାଇଁ ବ୍ୟାକୁଳ ତ ଆଉ କିଏ ମାତୃତ୍ୱରେ ଲଗାଉଛି କଳଙ୍କ । ମା’ର ମମତା ନିଜ ଛୁଆ ପାଇଁ ସବୁବେଳେ ରହିଥାଏ। ନିଜ ପିଲାକୁ ତା’ ମା ବ୍ୟତୀତ ଅନ୍ୟ କେହି ବି ଭଲ ପାଇପାରନ୍ତି ନାହିଁ । ନିଜ ପିଲାପାଇଁ ମା’ ଦୁନିଆର ଯେକୌଣସି ଶକ୍ତି ସହିତ ଲଢିଯାଏ । କିନ୍ତୁ ଏବେ ଏମିତି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ମା’ ନିଜର ବର୍ଷକର ପିଲାକୁ ମା-ଡ ମା-ରୁଥିବା ଦେଖିବାକୁ ମିଳିଛି । କଥାରେ ଅଛି ମା’ର କୋଳ ମା’ର ପଣତ ସବୁଠାରୁ ସୁର-କ୍ଷିତ ସ୍ଥାନ । ସନ୍ତାନ ଓ ସନ୍ତତି ଯେତେବି ଅସୁବିଧାରେ ଥାଆନ୍ତୁ ନା କାହିଁକି ମା ସେମାନଙ୍କୁ ସବୁ ସମସ୍ୟାରୁ ଉ-ଦ୍ଧା-ର କରିଥାଏ। ହେଲେ ସେହି ଜନ୍ମିତ ମା ଯେତେବେଳେ କୌଣସି କାରଣରୁ ରା-କ୍ଷ-ସୀ ପାଲଟେ ସେତେବେଳେ ଦୁନିଆରେ କେହି ତା କବଳରୁ ର-କ୍ଷା କରିପାରିବେ ନାହିଁ। ଏକଥା ଆମେ କହୁନାହିଁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ।

ଏଭଳି ଏକ ଅମା-ନବୀ-ୟ ଘ-ଟ-ଣା ଏହି ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କ ସାମ୍ନାକୁ ଆସିଛି । ଭିଡ଼ିଓ ଟି କିଛି ମାସ ପୁରୁଣା ହୋଇଥିଲେ ମଧ୍ୟ ଏଭଳି ବର୍ବ-ରତା ସମସ୍ତଙ୍କ ଦୃ-ଷ୍ଟିକୁ ଆଣିବାକୁ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ଛୋଟ ପିଲାଟିଏ କା-ନ୍ଦିଲେ ମା ତାକୁ କୋଳରେ ଧରି ଗେଲ୍ହା କରି ସ୍ନେହରେ ବୁଝାଇଥାଏ । ହେଲେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ବର୍ଷକର ଶିଶୁଟି ଖଟରେ ଶୋଇ ରାହା ଧରି କା-ନ୍ଦୁଥିଲା ।

ଆଉ ତାର ମା ଆସି ଗେଲ୍ହା କରିବା ପରିବର୍ତ୍ତେ ଶିଶୁଟିକୁ ଶାନ୍ତ କରିବା ପାଇଁ ଅତ୍ୟନ୍ତ ଅମା-ନୁଷି-କ ଭାବରେ ଦେଇ ଚାଲିଥିଲା ନି-ର୍ଘା-ତ ମା-ଡ଼ । ଯାହାକୁ ଜଣେ ସମ୍ପର୍କୀୟ ନିଜ ମୋବାଇଲ୍ ରେ କ-ଏ-ଦ କରିନେଇଥିଲେ । ଫଳରେ ଉକ୍ତ ମହିଳାଙ୍କ ସ୍ବାମୀ ଏହାକୁ ଦେଖି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ପୋ-ଲି-ସ୍ ରେ ଅଭି-ଯୋଗ କରିଥିଲେ । ଏବଂ ପୋ-ଲି-ସ୍ ମଧ୍ୟ ଏତଲାକୁ ଆଧାର କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା ଏବଂ ଶିଶୁକୁ ବାପାକୁ ହସ୍ତାନ୍ତର କରିଥିଲା । ତେବେ ଏଭଳି ଛାତିଥରା ଘ-ଟ-ଣା ଜମ୍ମୁ ଓ କାଶ୍ମୀର ର ସମ୍ବା ଜିଲ୍ଲାରେ ଘଟିଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *