ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।
ଅନେକ ସମୟରେ ଆମେମାନେ ଦେଖିଥାଉ ଛୋଟ ଛୋଟ ପିଲାଗୁଡିକ, ଯେଉଁମାନଙ୍କର ଏବେ ପଡ଼ିବା ବୟସ ସେମାନେ ଖରାପ ଲାଇନ୍ କୁ ଯାଇ ଖରାପ କାମ କରିଥାଆନ୍ତି ଆଉ ତାହା ସୋସିଆଲ୍ ମିଡିଆରେ ଫୋନ୍ ରୁ ଫୋନ୍ ଘୂରିଥାଏ। କିଛି ଏପରି ପରିସ୍ଥିତି ହୋଇଥାଏ ଯେଉଁଥି ପାଇଁ ସେମାନେ ସେହି ସବୁ ଖରାପ କାମ କରିବା ପାଇଁ ବାଧ୍ୟ ହୋଇ ଥାଆନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ କିଛି ଛୋଟ ଛୋଟ ଝିଅ ମାନେ ଟଙ୍କା ପାଇଁ ନିଜ ଶରୀ-ରରକୁ ଲୋକଙ୍କ ପାଖରୁ ବିକ୍ରି କରୁଛନ୍ତି
ସଜବାଜ ହୋଇ ଠିଆ ହୋଇ ପୁରୁଷ ମାନଙ୍କୁ ନିଜ ଆଡକୁ ଆ-କୃ-ଷ୍ଟ କରୁଛନ୍ତି। ପୁରୁଷ ମାନଙ୍କୁ ଡାକୁଛନ୍ତି ମଧ୍ୟ ନିଜ ସହ ସ-ମ୍ପ-ର୍କ ରଖି ଟଙ୍କା ଦେବା ପାଇଁ। ସମାଜରେ ଏହିପରି ଝିଅ ମାନଙ୍କୁ ବେ-ଶ୍ୟା ବୋଲି କୁହାଯାଏ, ସମାଜରେ ଏହିପରି ଝିଅମାନଙ୍କର କିଛି ସମ୍ମାନ ନଥାଏ, କିନ୍ତୁ ଅନେକ ସମୟରେ ସମାଜର ବଡ ବଡ ସମ୍ମାନିତ ବ୍ୟକ୍ତି ଓ ବଡ ବଡ ବ୍ୟକ୍ତି ମାନେ ଏହି ବେ-ଶ୍ୟା ମାନଙ୍କର ଗ୍ରାହକ ହୋଇଥାଆନ୍ତି।