ଦେଖନ୍ତୁ ଭିଡ଼ିଓ : ଶେଷ ମୁହୂର୍ତ୍ତରେ ଚାଲିଗଲା ଜୀବନ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫା-ଟିଯିବ…

ସୋମବାର ସନ୍ଧ୍ୟା ସୁଦ୍ଧା 770 ମିଟର ଦଉଡିରେ ଥିବା 24 ଟି କେବୁଲ କାରରୁ 43 ଜଣଙ୍କୁ ଟ୍ରାଇକଟ ପାହାଡକୁ ଉ-ଦ୍ଧା-ର କରାଯାଇଥିଲା ଯାହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନ ଅଟେ ଅଧିକାରୀ ଏବଂ ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ 11 ଜଣ ଙ୍କୁ ଉ-ଦ୍ଧା-ର କରାଯାଇଥିଲା। ରୋପୱେ ଦୁର୍ଘ-ଟଣା ରେ ରୋପୱେ ରେ ଦୁଇ ଜଣ ମୃ-ତ୍ୟୁ ହେଇଥିବା ବେଳେ 15 ଜଣ ଅଟକି ରହିଥିବା ର ସୂଚନା ସାମ୍ନା କୁ ଆସିଥିଲା। ସୋମବାର ସନ୍ଧ୍ୟା ବେଳେ କୁ 770 ମିଟର ଦଉଡି ରେ ଥିବା 24 ଟି କେବୁଲ କାର ରୁ 43 ଜଣ ଙ୍କୁ ଟ୍ରାଇକଟ ପାହାଡକୁ ଉ-ଦ୍ଧା-ର କରାଯାଇଥିଲା ବୋଲି କୁହାଯାଇଛି ।

ଦେଓଗର ଡେପୁଟି କମିଶନ ର ମଞ୍ଜୁନାଥ ଭଜନ୍ତ୍ରି କହିଛନ୍ତି ଯେ 30 ଜଣ ଲୋକ ଟ୍ରଲିରେ ଅଟକି ରହିଛନ୍ତି।ଯାହା ଉ-ଦ୍ଧା-ର କାର୍ଯ୍ୟ ସମୟରେ ସୋମବାର ହେଲିକପ୍ଟର ରୁ ଜଣେ ବ୍ୟକ୍ତି ନିଜ ହାତ ଦ୍ବାରା ଝୁ-ଲି କରି ରହିଥିଲେ ହେଲେ ଜୀବନ ସାଥ ହେଲା ନାହିଁ ଆଉ ତାଙ୍କ ହାତ ଛାଡି ଯାଇଥିଲେ ।ଯାହା ଫଳରେ ସେ ତଳକୁ ଖସି ପଢ଼ି ଥିଲେ ଏହା ପରେ ତାଙ୍କର ମୃ-ତ୍ୟୁ ହେଇଥିଲା । ପଡ଼ିଥିବାର ଚି-ତ୍ତାକ-ର୍ଷକ ଦୃ-ଶ୍ୟ ଝାଡଖଣ୍ଡର ଦେଓଗିରି ଶୁଣିବା କୁ ମିଳିଥିଲା ।

30 ଘଣ୍ଟା ଧରି ଚାଲିଥିବା ଏହି ଉ-ଦ୍ଧା-ର କର୍କ୍ୟ ରେ ପୂର୍ବର ଏକ ରୋପୱେରେ ତ୍ରୁ-ଟି ଯୋଗୁଁ ଏକ ସମୟରେ ପୃଥକ ପୃଥକ ଘଟ-ଣା ରେ ରେ ଦୁଇ ଜଣଙ୍କର ମୃ-ତ୍ୟୁ ଘ-ଟିଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା 770 ମିଟର ଦଉଡିରେ ଥିବା 24 ଟି କେବୁଲ କାରରୁ 43 ଜଣଙ୍କୁ ଟ୍ରାଇକଟ ପାହାଡକୁ ଉ-ଦ୍ଧା-ର କରାଯାଇଥିଲା। ବାୟୁ ସେନାର ଏହି ଅ-କ୍ଲା-ନ୍ତ ପରିଶ୍ରମ ପରେ ହେଲିକେପ୍ଟର MI 17 ଓ ALMK 3 ହେଲିକପ୍ଟର ଦ୍ବାରା କେବିନ୍ ରେ ଥିବା ଲୋକୋଙ୍କୁ ବଞ୍ଚାଇବା ସଫଳ ହେଇଥିଲା ।

Leave a Reply

Your email address will not be published. Required fields are marked *