ମୁଁ ମହାତ୍ମା ଗାନ୍ଧୀଙ୍କୁ ମା-ରି-ଲି କାହିଁକି’, ଶୁଣନ୍ତୁ ନାଥୁରମ ଗଡ଼ସେଙ୍କର ଶେଷ ବ-ୟା-ନ,ସମତେ ଏ ବିଷୟରେ ଜାଣିବା ଜରୁରୀ

ନାଥୁରାମ ଗୋଡସେ ମହତ୍ମା ଗାନ୍ଧୀଙ୍କୁ ୩୦ ଜାନୁୟାରୀ ୧୯୪୮ ମସିହାରେ ଗୁ-ଳି ମା-ରି ହ-ତ୍ୟା କରିଥିଲେ। ଗୁ-ଳି ମା-ରି-ବା ପରେ ନାଥୁରାମ ଗୋଡସେ ଘ-ଟଣା ସ୍ଥାନରୁ ଫେ-ରାର ହୋଇନଥିଲେ, ସେ ନିଜକୁ ଆ-ତ୍ମ ସମର୍ପଣ କରି ଦେଇଥିଲେ। ଜଣାଇଦେଉଛୁକି ନାଥୁରାମ ଗୋଡସେଙ୍କ ସହ ଅନ୍ୟ ୧୭ ଜଣ ଦୋ-ଷୀଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ହ-ତ୍ୟାର ମା-ମ-ଲା ଚାଲିଥିଲା। କୁହାଯାଏକି ନାଥୁରାମ ଗୋଡସେଙ୍କ ଅ-ନ୍ତି-ମ ବ-ୟା-ନ ବିଷୟରେ ଶୁଣିବା ପରେ ଅଦା-ଲତରେ ଉପସ୍ଥିତ ଥିବା ସବୁ ଲୋକମାନଙ୍କ ଆଖିରୁ ଲୁ-ହ ଚାଲି ଆସିଥିଲା।

କେତେକ ଲୋକମାନେ ବହୁତ ଜୋରରେ କା-ନ୍ଦି ଦେଇ ଥିଲେ। ନାଥୁରାମ ଗୋଡସେ ନିଜ ବୟା-ନରେ କହିଥିଲେକି – ସମ୍ମାନ, କର୍ତ୍ତବ୍ୟ ଓ ନିଜ ଦେଶବାସୀଙ୍କ ପ୍ରତି ଥିବା ଭଲ ପାଇବା ବେଳେ ବେଳେ ଆମକୁ ଅହିଂ-ସାର ସିଦ୍ଧାନ୍ତରୁ ହଟିବା ପାଇଁ ବାଧ୍ୟ କରିଦେଇ ଥାଏ। ମୁସଲମାନମାନେ ନିଜର ରାଜତ୍ଵ କରୁଥିଲେ, ମହତ୍ମା ଗାନ୍ଧୀଙ୍କ ସାମ୍ନାରେ ହୁଏତ କଂଗ୍ରେସ ତାଙ୍କ ଇଚ୍ଛା ସାମ୍ନାରେ ଆତ୍ମ ସମର୍ପଣ କରିଥାନ୍ତା। କିମ୍ବା ତାଙ୍କର ସ୍ଵର ସହ ସ୍ଵର ମିଶାଇବେ ନଚେତ ତାଙ୍କ ବିନା କାମ ଚଲାନ୍ତୁ।

ସେ ନିଜେ ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିର୍ଣୟକ ଥିଲେ। ମହାତ୍ମା ଗାନ୍ଧୀ ନିଜ ପାଇଁ ଜୁରୀ ଓ ଜଜ ଦୁଇଟି ଥିଲେ। ଗାନ୍ଧୀ ମୁସଲମାନମାନଙ୍କୁ ଖୁସି କରିବା ପାଇଁ ହିନ୍ଦୀ ଭାଷାର ସୌନ୍ଦରାଜ୍ୟ ଓ ସୁନ୍ଦରତାର ବଳତ୍କାର କରିଛନ୍ତି। ଗାନ୍ଧୀଙ୍କ ସମସ୍ତ ପ୍ରୟୋଗ କେବଳ ହିନ୍ଦୁମାନଙ୍କ ଦ୍ଵାରା କରାଯାଉଥିଲା। ଯେଉଁ କଂଗ୍ରେସ ଦେଶ ଭକ୍ତି ଓ ସମାଜବାଦ ବିଷୟରେ କହୁଥିଲା ସେ ହିଁ ଗୁପ୍ତ ରୂପରେ ବନ୍ଧୁକ ଦ୍ଵାରା ପାକିସ୍ତାନକୁ ସ୍ଵୀ-କା-ର କରି ନେଲା ଓ ଜିନ୍ନା ସାମ୍ନାରେ ଆତ୍ମ ସମର୍ପଣ କରିଲା।

ମୁସ୍ଲିମ ତୁଷ୍ଟିକରଣର ନୀତି କାରଣରୁ ଭାରତ ମାତାଙ୍କ ବିଭାଜିତ କରି ଦିଆଗଲା। ଓ ୧୫ ଅଗଷ୍ଟ ୧୯୪୭ ମସିହା ପରେ ଦେଶର ଏକ ତୃତୀୟ ଅଂଶ ଭାଗ ଆମ ପାଇଁ ବିଦେଶୀ ଭୂମି ହୋଇଗଲା। ନେହେରୁ ତଥା ତାଙ୍କର ଭିଡର ସୀକୃତି ସହ ଏକ ଧର୍ମ ଆଧାରରେ ଅଲଗା ରାଜ୍ୟ ଛିଡା କରି ଦିଆଗଲା। ଏହାକୁ ସେ ବଳିଦାନ ଦ୍ଵାରା ଜିତିଥିବା ସ୍ଵତନ୍ତ୍ରତା କହୁଛନ୍ତି।

ଯେତେବେଳେ କଂଗ୍ରେସର ବଡ ବଡ ନେତାମାନେ ଗାନ୍ଧୀଙ୍କ ସହମତି ଦ୍ଵାରା ଏହି ଦେଶକୁ ବିଭାଜିତ କରିଦେଲେ। ଯାହାକୁ ଆମେ ପୂଜାର ବସ୍ତୁ ବୋଲି କହୁଥିଲୁ। ତେବେ ସେହି ସମୟରେ ମୁଁ ଭ-ୟଙ୍କ-ର ରୂପରେ ରା-ଗି ଯାଇଥିଲି। ମୁଁ ସାହାସ ପୂର୍ବକ କହୁଛିକି ଗାନ୍ଧୀ କର୍ତ୍ତବ୍ୟରେ ଅସଫଳ ହୋଇଛନ୍ତି। ସେ ନିଜକୁ ପାକିସ୍ତାନର ପିତା ବୋଲି ସିଦ୍ଧ କରିଦେଲେ। ମୁଁ କହୁଛିକି ମୋର ଗୁ-ଳି ଗୁଡିକ ଗୋଟିଏ ଏମିତି ବ୍ୟକ୍ତି ଉପରେ ଚଳା ଯାଇଥିଲା, ଯାହାର ନୀତି ଓ କାର୍ଯ୍ୟ ଦ୍ଵାରା କୋଟି କୋଟି ହିନ୍ଦୁମାନଙ୍କୁ କେବଳ ବ-ର୍ବା-ଦି ଓ ବି-ନା-ଶ ହିଁ ମିଳିଲା।

ଏମିତି କୌଣସି ଆ-ଇ-ନ ପ୍ରକ୍ରିୟା ନ ଥିଲା ଯାହା ଦ୍ଵାରା ସେହି ଅପ-ରାଧୀକୁ ଦ-ଣ୍ଡ ଦିଆ ଯାଇଥାନ୍ତା, ସେଥିପାଇଁ ମୁଁ ଏହି ଘା-ତ-କ ରାସ୍ତାର ଅନୁସରଣ କରିଛି। ମୁଁ ନିଜ ପାଇଁ କ୍ଷମା ପ୍ରାର୍ଥନା କରିବି ନାହିଁ। ମୁଁ ଯାହା କରିଛି ତାହା ଉପରେ ମୁଁ ଗର୍ବିତ। ମୋତେ କୌଣସି ସ-ନ୍ଦେ-ହ ନାହିଁକି କୌଣସି ଭଲ ଲେଖକ ମୋର କାର୍ଯ୍ୟକୁ ବୁଝି ପାରି ଭବିଷ୍ୟତରେ କୌଣସି ଦିନରେ ଏହାର ସଠିକ ମୂଲ୍ୟାଙ୍କନ କରିବେ। ଯେତେଦିନ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଭାରତ ପତାକା ତଳେ ପ୍ରବାହିତ ହୋଇନାହିଁ। ସେହି ସମୟ ପର୍ଯ୍ୟନ୍ତ ମୋର ଅସ୍ଥିର ବିସ-ର୍ଜନ କରିବେ ନାହିଁ। ନାଥୁରାମ ନ୍ୟା-ୟଳ-ୟରେ ସ୍ଵୀ-କା-ର କରିଲେକି ଗାନ୍ଧୀ ବହୁତ ବଡ ଦେଶ ଭକ୍ତ ଥିଲେ, ସେ ନି-ସ୍ଵା-ର୍ଥ ଭାବରେ ଦେଶର ସେବା କରୁଥିଲେ। ମୁଁ ତାଙ୍କର ବହୁତ ଆଦର କରୁଛି। କିନ୍ତୁ କୌଣସି ଦେଶ ଭକ୍ତକୁ ଦେଶକୁ ବିଭାଜିତ କରିବା, ଗୋଟିଏ ସଂପ୍ରଦାୟ ସହ ପକ୍ଷପାତ କରିବାର ଅନୁମତି ଦିଆ ଯାଇ ପାରିବନାହିଁ। ଗାନ୍ଧୀଙ୍କର ହ-ତ୍ୟା କରିବା ଛଡା ମୋ ପାଖରେ ଆଉ କୌଣସି ଅନ୍ୟ ଉପାୟ ମଧ୍ୟ ନଥିଲା।

Leave a Reply

Your email address will not be published. Required fields are marked *