ସାମ୍ନାକୁ ଆସିଲା ସମସ୍ତ ମୃ-ତ-କଙ୍କ ଫୋଟୋ

ଜମିଜମା ବି-ବା-ଦକୁ କେନ୍ଦ୍ର କରି ୫ ଜଣଙ୍କୁ ହ-ତ୍ୟା । ବଡ ଭାଇର ପରିବାରକୁ ହ-ତ୍ୟା କଲା ସାନ ଭାଇ । ତେବେ ସମ୍ପୂର୍ଣ ଘ-ଟ-ଣା ଏହି କି ଯେ ଭାଇ ସଫା କରି ଦେଲା ଭାଇର ସଂସାର । ବଡ଼ଭାଇ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମା-ରି ଦେଲା ସାନଭାଇ । ଏଭଳି ଏକ ଚାଞ୍ଚଲ୍ୟକର ଘ-ଟ-ଣା ଘ-ଟିଛି କଟକ ଜିଲ୍ଲା ମାହାଙ୍ଗା ଥା-ନା ଅନ୍ତର୍ଗତ କୁସୁପୁରରେ । ଅଭି-ଯୁକ୍ତ ଥା-ନାରେ ଆ-ତ୍ମସ-ମର୍ପଣ କରିଛି । ମୃତ-କମା-ନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ । ଅଭି-ଯୁକ୍ତଙ୍କ ନାଁ ଶିବ ସାହୁ ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥା-ନାରେ ଆ-ତ୍ମସ-ମର୍ପଣ କରିବା ପୂର୍ବରୁ ଅଭି-ଯୁକ୍ତ ଏକ ଭିଡିଓ କରିଥିଲେ । ଆଉ ଏହି ଭିଡିଓରେ ସେ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କ-ଳ-ହ ଯୋଗୁ ଏଭଳି ଏକ ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡ ଘ-ଟିଛି । ଶିବ ସାହୁ କହିଛନ୍ତି, ଭାଇ ଓ ମୋ ମଧ୍ୟରେ ତି-କ୍ତ-ତା ଥିଲା । ସେ ଓ ତା’ ପରିବାର ମୋତେ ସବୁବେଳେ ହଇ-ରାଣ କରୁଥିଲେ । ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ମୋତେ ଗା-ଳିଗୁ-ଲଜ କରିବା ସହିତ ମା-ଡ଼ ମା-ରିଥିଲେ । ଏହା ପରେ ମୁଁ ମାନ-ସିକ ଭାରସାମ୍ୟ ହରାଇ ବସିଲି ଓ ସେମାନଙ୍କୁ ମା-ରିଦେ-ଲି । ଆ-ଇ-ନ ଯାହା ଦ-ଣ୍ଡ ଦେବ, ତାକୁ ଗ୍ରହଣ କରିବି ।

ଏହି ଭିଡିଓରେ ସେ ଆହୁରି କହିଛନ୍ତି ଯେ ତାଙ୍କର ସାଧନ ନଥିବାରୁ ସେ ମା-ହା-ଙ୍ଗା ନଯାଇ ବାଲିଚନ୍ଦ୍ରପୁର ଯାଇ ଆ-ତ୍ମସ-ମର୍ପଣ କରିବେ । ସୂଚନାଯୋଗ୍ୟ, କୁସୁପୁର ଠାରୁ ବାଲିଚନ୍ଦ୍ରପୁର ଥା-ନା ପାଖ । ମିଳିଥିବା ସୂଚନା ଅନୁଯାୟୀ, ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ । ସେହିପରି ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝ-ଗ-ଡ଼ା ଲାଗି ରହିଥିଲା । ତେବେ ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା । ଯାହା ସୂଚନା ମିଳିଛି, ରାତି ପ୍ରାୟ ଅଢ଼େଇଟା ବେଳେ ଶିବ ସମସ୍ତଙ୍କୁ ମା-ରି-ଛି ।

କୌଣସି ଧା-ରୁ-ଆ ଅ-ସ୍ତ୍ରରେ ସେ ସେମାନଙ୍କୁ ହାଣି ଦେଇଛି । ବଡ଼ ଭାଇ ଓ ତାଙ୍କ ପରିବାର ଲୋକଙ୍କୁ ମା-ରି ସେ ତାଲା ପକାଇ ଦେଇଥିଲେ । ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲେ । ଲୋକେ ବି ତାଙ୍କୁ ଦେଖିଛନ୍ତି । ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଆ-ତ୍ମସ-ମର୍ପଣ କରିଥିଲେ । ଦୁଇ ଭାଇ ଗୋଟିଏ ଘରେ ରହୁଥିବା ବେଳେ ଅଭି-ଯୁକ୍ତ ଶିବଙ୍କ ପତ୍ନୀ ଘରେ ନଥିଲେ । ପୁ-ଲି-ସ୍ ଓ ମାଜିଷ୍ଟ୍ରେଟ୍ ଘଟ-ଣାସ୍ଥ-ଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃ-ତଦେ-ହ ଗୁଡ଼ିକୁ ଜ-ବ-ତ କରିଛନ୍ତି । ଘଟ-ଣାରେ ପୁ-ଲି-ସ୍ ତ-ଦ-ନ୍ତ କରୁଛି ।

Leave a Reply

Your email address will not be published. Required fields are marked *