ଓଡିଆ ଚଳଚିତ୍ରର ଅଭିନେତ୍ରୀ ହେଉଛନ୍ତି ଝିଲ୍ଲିକ। ସେ ଆମକୁ ବହୁତ ଭଲ ଭଲ ଚଳଚିତ୍ର ମଧ୍ୟ ଦେଇଛନ୍ତି। ସେ ବାଲେଶ୍ଵରର ଝିଅ ଓ ବେଙ୍ଗୋଲି ପରିବାରରୁ ଆସିଛନ୍ତି, ମାତ୍ର ସେ ନିଜକୁ ଓଡିଆ ଘରର ବୋହୁ ଭାବରେ ମଧ୍ୟ ପ୍ରମାଣିତ କରିଛନ୍ତି। ସେ ଏକ ରାଜନୀତିରେ ଥିବା ଏମ.ଏ.ଲେ ଙ୍କୁ ବିବାହ କରିଛନ୍ତି। ଆପଣ ଏହା ମଧ୍ୟ ଜାଣି ରଖନ୍ତୁକି ସେ ବିବାହ ପରେ ଆଉ ଓଡିଆ ଚଳଚିତ୍ର କରୁନାହାନ୍ତି।
ସେ ନିଜ ସ୍ଵାମୀଙ୍କ ସହିତ ଖୁବ ଭଲରେ ଅଛନ୍ତି। ନିଜ ସ୍ଵାମୀଙ୍କ ସହିତ ମିଶି ସମାଜ ସେବାରେ ସେ ନିଜକୁ ସାମିଲ କରୁଛନ୍ତି। ସେ ଅନେକ ଥର ଏହା କହିଛନ୍ତିକି ତାଙ୍କ ପାଇଁ ତାଙ୍କ ପରିବାର ବହୁତ ମୂଲ୍ୟ ରଖିଛି।
ମାତ୍ର ସେ ନିଜକୁ ଚଳଚିତ୍ର ଦୁନିଆରୁ ସମ୍ପୂର୍ଣ ଭାବରେ ଦୂରେଇ ଦେଇ ନାହାଁନ୍ତି। ମାତ୍ର ସେଭଳି କିଛି ଭଲ ଚରିତ୍ରର ଅପେକ୍ଷାରେ ସେ ଅଛନ୍ତି। ଏହା ପରେ ଆପଣ ମଧ୍ୟ ଏହା ଦେଖିବା ପାଇଁ ପାଇବେକି ସେ ମଝିରେ ନିଜ ଫେସବୁକ ହେଉ କିମ୍ବା ନିଜ ଇଷ୍ଟାଗ୍ରାମରେ ଖୁବ ଆକ୍ଟିଭ ରହିଥାନ୍ତି।
ଆଗରୁ ବୁଦ୍ଧାଦିତ୍ୟ ଓ ଝିଲ୍ଲିକଙ୍କୁ ନେଇକି ଅନେକ ପ୍ରକାର ଖବର ଆସୁଥିଲା ମାତ୍ର ଝିଲ୍ଲିକଙ୍କ ବାହାଘର ପରେ ଏହା ସବୁଦିନ ପାଇଁ ଥମି ଯାଇଥିଲା। ନିଜ ପରିବାର ସହିତ ଖୁସିରେ ଥିବା ସମୟରେ ଝିଲ୍ଲିକ ନିଜର ଥଟା ମଜାର କିଛି କିଛି ଭିଡିଓ ବେଳେ ବେଳେ ସେୟାର କରୁଥାନ୍ତି।
କିଛି ଦିନ ତଳେ ସେ ଦେଖାଇ ଥିଲେକି ସେ କେଉଁ ଭଳି ଭାବରେ ନିଜ କୁକୁରକୁ ଖୁଆଇ ଦେଉଛନ୍ତି। କିଛିଦିନ ତଳେ ସେ ଏହା ମଧ୍ୟ କହିଥିଲେକି ସେ ଯାହା କରୁଛନ୍ତି କିମ୍ବା ସେ ଯାହା ଆଗକୁ କରିବେ। ତାହା ତାଙ୍କ ପରିବାର ମତ ଅନୁସାରେ କରିବେ ନିଜ ଜୀବନକୁ ଖୁବ ଭଲ ଭାବରେ ସମ୍ଭାଳି ନେଇଛନ୍ତି ଝିଲ୍ଲିକ। ତେବେ ଏହା ମଧ୍ୟରେ ତାଙ୍କର ଆଉ ଏକ ଭାଇରାଲ ଭିଡିଓ ଦେଖିବା ପାଇଁ ମିଳିଛି।
ସେ ନାକ ଫୋଡିବା ପାଇଁ ଯାଇଥିବା ସମୟରେ ଛୋଟ ପିଲାଙ୍କ ଭଳି ଡ-ରି କା-ନ୍ଦିବାକୁ ଲାଗୁଛନ୍ତି। ଏହା ଦେଖିବା ପରେ କିଛି ଲୋକମାନେ ତାଙ୍କ ଏହି ଭିଡିଓକୁ ଲାଇକ କରିଥିବା ସମୟରେ କିଛି ଜଣ ଏହା ମଧ୍ୟ କହୁଛନ୍ତିକି ସେ ଏବେ ବି ଛୋଟ ପିଲା ଅଛନ୍ତି।