ନାଗୁଣୀ ମୁହଁରେ ଲାଗିଲା ର-କ୍ତ,ଘଣ୍ଟା ଘଣ୍ଟା ଧରି ଫ-ଣା ଟେକିଲା,ରା-ଗିକି ଗ-ର୍ଜନ କଲା,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

ଏବେ ତ ସୋସିଆଲ୍ ମିଡିଆରେ ଅନେକ ପ୍ରକାରର ଖବର, ଭିଡିଓ ଓ ଫଟୋ ଆଦି ଭାଇରାଲ୍ ହେଉଛି, ଦେଶ ବିଦେଶରୁ ଅନେକ ଘ-ଟ-ଣା ଆଦି ମଧ୍ୟ ଭାଇରାଲ୍ ହେଉଛି। ସେହି ସବୁ ମଧ୍ୟରୁ କିଛି ଭିଡିଓ ଏପରି ଆଶ୍ଚ-ର୍ଯ୍ୟଜ-ନକ ବା ଡ-ରୁଆ ଥାଏ ଯେ ତାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ଅନେକ ସମୟରେ ଆମେମାନେ ଅନେକ ଜୀବଜନ୍ତୁଙ୍କୁ ନେଇ ମଧ୍ୟ ବହୁତ ଖବର ଦେଖିବାକୁ ପାଇଥାଉ। ସୋସିଆଲ ମିଡ଼ିଆରେ ସାପକୁ ନେଇ ମଧ୍ୟ ଅନେକ ପ୍ରକାରର ଭିଡିଓ ଖବର ଆଦି ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏକ ଭାଇରାଲ୍ ଭିଡିଓ ସମ୍ପର୍କରେ କହିବୁ, ଯେଉଁଥିରେ କି ଏକ ନାଗୁଣୀ ମୁହଁରେ ର-କ୍ତ ଲାଗିଥିବାର ନଜର ଆସୁଛି।

ଏହି ଘଟ-ଣାଟି ଘ-ଟିଛି ଭଦ୍ରକ ଜିଲ୍ଲାରେ, ଭିଡିଓରେ ଏକ ନାଗୁଣୀ ଗଛ ଉପରେ ବସିଥିବାର ନଜର ଆସୁଛି ଓ ତା ମୁହଁରେ ର-କ୍ତ ଲାଗିଛି।ତେବେ ଗାଁ ଲୋକ ମାନେ ଏହି ଦୃ-ଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । କିଛି ସମୟ ପରେ ସେହି ସ୍ଥାନରେ ଏକ ସାପ ଧରାଳି ପହଞ୍ଚି ଥିଲେ । କିଛି ଗାଁ ଲୋକଙ୍କ ମତରେ ନାଗୁଣୀ ସାପଟି ଏକ ମୂଷା ଛୁଆକୁ ଖାଇଦେଇ ଥିବାରୁ ତା ମୁହଁରୁ ର-କ୍ତ ବାହାରୁଥିଲା ବୋଲି ଜଣା ପଡିଛି । ଗାଁ ଲୋକଙ୍କ ମତରେ, ଧାନ ନଡା ଭିତରେ ବହୁତ ଦିନ ପର୍ଯ୍ୟନ୍ତ ନାଗୁଣୀ ସାପଟି ଲୁ-ଚି ରହିଥିଲା ଓ ସେହି ନଡା ଭିତରେ ଥିବା ମୂଷା ଗୁଡିକୁ ନିଜର ଶି-କା-ର କରୁଥିଲା ।ତେବେ ବହୁତ ଦିନ ନଡା ଭିତରେ ରହିବା ପରେ ନାଗୁଣୀ ସାପଟି ବାହାରକୁ ଆସିଥିଲା ।

https://youtu.be/MeQdASTp5y4

ବାହାରକୁ ଆସିବା ପରେ ଗାଁ ଲୋକ ମାନେ ତାକୁ ଡ-ରେଇ ଦେଇଥିଲେ ଯାହାଫଳରେ ସେ ପାଖରେ ଥିବା ଏକ ଗଛ ଉପରେ ଚଢି ଯାଇଥିଲା। ତେବେ ଏହା ପରେ ଗାଁ ଲୋକମାନେ ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକିଥିଲେ ତେବେ ସେ ସେଠାରେ ପହଁଚି ସବୁ କଥାକୁ ଧ୍ୟାନ ର ସହିତ ଶୁଣି ଥିଲେ। ତେବେ ଘ-ଟ-ଣା ବୁଝିବା ପରେ ସେ ସେହି ସାପଟିକୁ ଖୁବ ସାବଧାନତା ର ସହିତ ଆଣିଥିଲେ ଏବଂ ତାକୁ ସୁର-କ୍ଷିତ ଭାବରେ ଉ-ଦ୍ଧା-ର କରି ଜଂଗଲ ରେ ଛାଡି ଦେଇଥିଲେ।

Leave a Reply

Your email address will not be published. Required fields are marked *