ଭ-ୟରେ ଥରୁଛି ବିଶ୍ୱ : ପର-ମାଣୁ ବୋ-ମା ସୁଟକେସ୍ ସାଙ୍ଗରେ ରଖି ବୁଲୁଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ | ହେବ କି ତୃତୀୟ ବି-ଶ୍ୱଯୁ-ଦ୍ଧ !

ଋଷ ୟୁକ୍ରେନ ଯୁ-ଦ୍ଧ ୪୬ ଦିନରେ ପହଞ୍ଚିଛି । ୟୁକ୍ରେନର ଅନେକ ସହରରେ ଲଗାତାର ଆକ୍ର-ମଣ ଜାରି ରହିଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରୁପୋର୍ଟ ଅନୁସାରେ ପୁଟିନ ପର-ମାଣୁ ଯୁ-ଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ୟୁକ୍ରେନ୍‌ ସହ ଉତ୍ତେଜନା ବୃଦ୍ଧି ବାତାବରଣରେ ଆଣବିକ ଯୁ-ଦ୍ଧରେ ଲୋକଙ୍କୁ ସ୍ଥାନାନ୍ତରଣ ଅଭ୍ୟାସ ନିମନ୍ତେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଦେଶ ଦେଇଥିବା କଥା କେତେକ ଗଣମାଧ୍ୟମ ‘ଟେଲିଗ୍ରାମ୍‌ ଚାନେଲ୍‌’ଗୁଡ଼ିକରୁ ଜଣାପଡ଼ିଛି । କେବଳ ସେତିକି ନୁହେଁ ସେ ଏହି ଅଭ୍ୟାସ ପୂର୍ବରୁ ତାଙ୍କ ପରିବାର କୁ ସାଇବେରିଆ ପଠାଇ ଦେଇଥିବା ମଧ୍ୟ କୁହାଯାଇଛି ।

ଉଭୟ ଯୁ-ଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେ-ପଣା-ସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁ-ଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ମିଳୁଛି । ତେବେ ୟୁକ୍ରେନ ସହିତ ରୁଷ୍ ଦୀର୍ଘ ଦିନଧରି ଯୁ-ଦ୍ଧ ଜାରି ରଖିଛି । ହେଲେ ୟୁକ୍ରେନକୁ ପରାସ୍ତ କରିବାରେ ବି-ଫ-ଳ ହୋଇଛି ରୁଷ୍ ଏହା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିର-କ୍ତ କରିଛି । ଆଉ ଏଭଳି ପରିସ୍ଥିତିରେ ସେ ମଧ୍ୟ କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ପୁଟିନ ଅନେକ ଥର ପର-ମାଣୁ ଆକ୍ର-ମଣର ଧ-ମକ ଦେଇଛନ୍ତି ଏବଂ ନିକଟରେ ସେ ତାଙ୍କର ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ସହିତ ଦେଖୁବାକୁ ମିଳିଥିଲେ । ରୁଷର ରାଷ୍ଟ୍ରତିଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ପଛରେ ଚାଲୁଥିବା ବ୍ୟକ୍ତି ତାଙ୍କ ହାତରେ ଏକ କଳା ରଙ୍ଗର ବ୍ରିଫକେସ୍ ଧରିଛନ୍ତି, ଯାହାକୁ ପରମାଣୁ ବ୍ରିଫକେସ୍ ବୋଲି କୁହାଯାଉଛି । “ଦ ସନ୍‌’ର ରି-ପୋ-ର୍ଟ ଅନୁଯାୟୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅନ୍ତିମ ସଂସ୍କାରରେ ସାମିଲ୍ ହେବା ପାଇଁ ମସ୍କୋର ଖ୍ରୀଷ୍ଟ ସେର୍ଭ କ୍ୟାଥେଡ୍ରାଲରେ ପହଞ୍ଚିଥିଲେ । ଆଉ ଏହି ସମୟରେ ତାଙ୍କର ସିକ୍ରେଟ ବ୍ରିଫକେସ୍ ମଧ୍ୟ ତାଙ୍କ ସହିତ ଥିଲା

ଏଠାରେ ପୁଟିନ ରାଷ୍ଟ୍ରବାଦୀ ଭ୍ଲାଦିମିର ଜିରିନୋଭସ୍କିଙ୍କୁ ଶ୍ରଦ୍ଧା-ଞ୍ଜଳି ଅର୍ପଣ କରିଥିଲେ ଜିରିନୋଭସ୍କି ଏବଂ ପୁଟିନଙ୍କର ଏକ ପୁରୁଣା ସମ୍ପର୍କ ଥିଲା ବିଶ୍ଵାସ କରାଯାଏ ଯେ ଜିରୋନୋଭସ୍ମ କରୋନା କାରଣରୁ ଅସୁସ୍ଥ ଥିଲେ କୁହାଯାଉଛି ଯେ ପୁଟିନ ପର-ମାଣୁ ବ୍ରିଫକେସ୍ ଦେଖାଇ ବିଶ୍ବକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ଯେ ସେ ଯେକୌଣସି ସମୟରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ପର-ମାଣୁ ଆକ୍ର-ମଣର ଧ-ମ-କ ମଧ୍ୟ ଦେଇଛନ୍ତି ପୁଟିନଙ୍କ ଏହି ଚିତ୍ର ସାମ୍ନାକୁ ଆସିବା ପରେ ପୁଣି ଥରେ ତୃତୀୟ ବି-ଶ୍ୱଯୁ-ଦ୍ଧର ଭ-ୟ ବଢିଛି ।

Leave a Reply

Your email address will not be published. Required fields are marked *