୧୯ ଘଣ୍ଟା ଧରି ଶୂନ୍ୟରେ ଝୁଲୁଛି ୪୮ ଜୀବନ, ଦେବଘର ରୋପରେ ଅଭା-ବନୀ-ୟ ଘ-ଟ-ଣା,ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ଦେବଘରରେ ରୋପରେ ଅଘ-ଟଣ ଘଟିଛି, ମିଡିଆ ରି-ପୋ-ର୍ଟସ ଅନୁସାରେ ୪୮ ଜଣ ଲୋକ ଏଠାରେ ଫ-ସିଯା-ଇଛନ୍ତି।ବର୍ତ୍ତମାନ ଉ-ଦ୍ଧା-ର କାର୍ଯ୍ୟ ଜାରି ଅଛି। ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ସହାୟତା ନିଆ ଯାଇଛି । ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ ଅନେକ ଲୋକ ରୋପର ଅଘ-ଟଣରେ ଫସିଯାଇଛନ୍ତି ଓ ସେମାନଙ୍କୁ ହେଲିକପ୍ଟର ଦ୍ଵାରା ଉ-ଦ୍ଧା-ର କରାଯାଉଛି । ହେଲିକପ୍ଟର ଦ୍ଵାରା ସେମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଛି । ମିଡିଆ ରି-ପୋ-ର୍ଟସ ଅନୁସାରେ ଝାରଖଣ୍ଡରେ ଏହି ଘ-ଟଣା ଘ-ଟିଛି । ଝାରଖଣ୍ଡର ତ୍ରିକୂଟ ରୋପବେରେ ଅନେକ ଟ୍ରୋଲି ପରସ୍ପର ସହ ମା-ଡ ହୋଇଥିଲା ।ଏହା କାରଣରୁ ୪୮ ଜଣ ଲୋକ ସେଠାରେ ଫସିଯାଇଛନ୍ତି ।

ଏହି ଘ-ଟଣା ଘ-ଟିଥିବା ସ୍ଥାନଟିରେ ଉ-ଦ୍ଧା-ର କରିବା ବହୁତ କଷ୍ଟକର । ଆପଣ ମାନେ ଭିଡିଓରେ ଦେଖି ସ୍ଥାନଟିକୁ ଦେଖି ପାରୁଥିବେ । ଏହି ରେସକ୍ୟୁ ମିସନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ହେଲେ ଏହି ରେସକ୍ୟୁ ମିସନରେ ହେଲିକପ୍ଟରର ବ୍ୟବହାର କରାଯାଉଛି।ସ୍ଥାନୀୟ ଲୋକ ମାନଙ୍କର ସହାୟତା ମଧ୍ୟ ଏଠାରେ ନିଆଯାଇଛି ଓ ରେସକ୍ୟୁ କାର୍ଯ୍ୟ ଜାରି ରହିଛି। ଗୋଟେ ଟ୍ରୋଲିର ଚାରି ଜଣ ଲୋକ ଅଛନ୍ତି ଆଉ ଏହିପରି ୧୨ଟି ଟ୍ରୋଲି ସେଠାରେ ଫସିହୋଇ ରହିଛି ।ହେଲେ ଘ-ଟ-ଣା ସ୍ଥଳଟି ଉ-ଦ୍ଧା-ର କାର୍ଯ୍ୟ ପାଇଁ ବାଧା ସୃଷ୍ଟି କରୁଛି । ଘ-ଟ-ଣା ସ୍ଥଳଟି ଦୁଇଟି ପାହାଡ ଓ ଗୋଟେ ଗଭୀର ଗାତ ଭିତରେ ରହିଯାଇଛି। ତେଣୁ ରେସକ୍ୟୁ ଅପରେସନ ପାଇଁ କାର୍ଯ୍ୟ କର୍ତ୍ତା ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

Leave a Reply

Your email address will not be published. Required fields are marked *