ଓଲିଉଡ଼ ଅଭିନେତ୍ରୀ ରିୟା ଦେଙ୍କୁ ନେଇ ଆସିଲା ଦୁଃ-ଖ-ଦ ଖବର । ସୁଟିଂ ବେଳେ ଦୁର୍ଘ-ଟଣାରେ ଆ-ହ-ତ | ଜାଣନ୍ତୁ କେମିତି ଅଛି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା !

ଆପଣମାନେ ତ ସମସ୍ତେ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ରିୟା ଦେଙ୍କୁ ଭଲଭାବେ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ଓଡ଼ିଶାର ଲୋକମାନେ ତାଙ୍କୁ ବହୁତ ଭଲ ପାଇଥାନ୍ତି । ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି ସେଥିପାଇଁ ଓଡ଼ିଶାର ଲୋକମାନେ ତାଙ୍କ ଫିଲ୍ମ୍ ଦେଖିବାକୁ ସବୁବେଳେ ଆଗ୍ରହୀ ହୋଇଥାନ୍ତି ।

ଆଉ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସିନେମା ଗୁଡ଼ିକରେ ତାଙ୍କ ଅଭିନୟ ଜୀବନ୍ତ ଭଳି ଲାଗିଥାଏ । ଆଉ ଦର୍ଶକମାନଙ୍କ ଠାରୁ ମଧ୍ୟ ସେ ବହୁତ ଭଲପାଇବା ମଧ୍ୟ ପାଇଥାନ୍ତି । ତେବେ ବର୍ତମାନ ସମୟରେ କୌଣସି ଏକ ବିଶେଷ ସୂତ୍ରରୁ ଜଣା ପଡିଛି ଯେ ରିୟା ଦେଙ୍କର ଦୁର୍ଘ-ଟଣା ହୋଇଛି । ଆଉ ତାଙ୍କୁ ନେଇ ଏକ ଦୁଃ-ଖ ଖବର ସାମ୍ନାକୁ ଆସିଛି । ସୁଟିଂ ବେଳେ ଅଘ-ଟଣ । ଅଭିନେତ୍ରୀ ରିୟା ଦେ ଆ-ହ-ତ । ପଥରରୁ ଖସି ଗୋଡ଼ରେ ଆ-ଘା-ତ ଲାଗିଥିବା ଜଣାପଡିଛି ।

 

View this post on Instagram

 

A post shared by Riya dey offical (@riya_dey_official_fc)

ସୂଚନା ମୁତାବକ ଗତ କାଲି ସନ୍ଧ୍ୟା ସମୟରେ ଶିମିଳିପାଳ ଲୁଲୁଙ୍ଗ ଠାରେ ଥିବା ଏକ ଝରଣା କୂଳରେ ଆଗକୁ ରିଲିଜ୍ ହେବାକୁ ଥିବା ସଞ୍ଜୀବ ଦ୍ୱିବେଦୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଏକ ନୂଆ ଓଡ଼ିଆ ସିନେମା ଲଭ୍‌ ଗ୍ଯାରେଜ୍‌ ଫିଲ୍ମର ଏକ ଗୀତର ସୁଟିଂ ଚାଲୁଥିଲା । ପଥର ଉପରେ ଏକ ସିନ ସୁଟ୍ କରୁଥିବା ବେଳେ ହଠାତ୍ ଦୁ-ର୍ଭା-ଗ୍ୟ ବଶତଃ ପଥରରୁ ଖସି ପଡ଼ିଥିଲେ ରିୟା । ତାଙ୍କୁ ଯଥା ଶୀଘ୍ର ଚିକିତ୍ସା ପାଇଁ ବାରିପଦା ହସ୍ପିଟାଲ୍ କୁ ଅଣାଯାଇଥିବା ବେଳେ ଦୁ-ର୍ଘଟ-ଣା କାରଣରୁ ତାଙ୍କ ବାମ ଗୋଡ଼ ଭା-ଙ୍ଗି ଯାଇଥିବାର ଜଣାପଡିଛି

ତେବେ ଏହି ନୂଆ ଫିଲ୍ମ “ଲଭ୍‌ ଗ୍ଯାରେଜ୍‌” ରେ ହିରୋଇନ୍ ରିୟା ମୁଖ୍ୟ ଚରିତ୍ରରେ ଥିବା ବେଳେ ତାଙ୍କ ହିରୋ ସାଜିଛନ୍ତି ଚୋକଲେଟ୍ ହିରୋ ସମ୍ବିତ୍ । ଆଉ ରିୟା ସୁଟିଂ କରୁଥିବା ଡାନ୍ସ କୁ କୋରିଗ୍ରାଫ୍ କରୁଥିଲେ ଲୁବୁନ୍ ଆଉ ଟୁବୁନ୍ ବୋଲି ସୂଚନା ରହିଛି । ତେବେ ରିୟା ତୁରନ୍ତ ଭଲ ହୋଇ ଫିଲ୍ମ୍ ସୁଟିଂ ରେ ଯୋଗ ଦେବେ ବୋଲି ସମସ୍ତଙ୍କ ଆଶା ଓ ବିଶ୍ୱାସ । ଫଳରେ ଜଲଦି ହିଁ ଆମେ ଫିଲ୍ମଟିକୁ ଦେଖିବାକୁ ପାଇବା ।

Leave a Reply

Your email address will not be published. Required fields are marked *