ଭାରତ ନିକଟରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି ୧୦ଟି ଅ-ସ୍ତ୍ର ରହିଛି, ଯାହାକି ଚୀନ, ପାକିସ୍ତାନ ଓ ଆମେରିକାର ମଧ୍ୟ ନିଦ ହଜେଇ ଦେଇଛି

ଭାରତର ର-କ୍ଷା ବଜେଟ ହେଉଛି ୫.୨ ଲକ୍ଷ କୋଟି ଟଙ୍କା। ଇଣ୍ଡିଆନ ଆର୍ମିର ସବୁଠାରୁ ଶକ୍ତିଶାଳୀ ୧୦ଟି ଅ-ସ୍ତ୍ର ବିଷୟରେ, ଯାହା ଚୀନ, ପାକିସ୍ତାନ ଓ ଆମେରିକା ଭଳି ଦେଶର ମଧ୍ୟ ନିଦ ଉଡେଇ ଦେଉଛି।

ନଂ.୧ ରେ ହେଉଛି ପିନାକ ମଲ୍ଟିପଲ ରକେଟ ଲଞ୍ଚର। ଏହା ଗୋଟିଏ ତାରରେ ଏକାଧିକ ରକେଟ ସଠିକ ଜାଗାରେ ଲକ୍ଷ୍ୟଭେଦ କରାଇଥାଏ। ଏହାର ଦାମ ଦେଉଛି ୨୬.୫ କୋଟି ଟଙ୍କା ।

ନଂ.୨ ରେ ହେଉଛି ବାଲାଷ୍ଟିକ ମିଶାଇଲ ଡିଫେନସ ସିଷ୍ଟମ। ଏହା ଶ-ତ୍ରୁ ସେ-ନାର ମିଶାଇଲକୁ ଆକାଶରେ ହିଁ ନ-ଷ୍ଟ କରିଦିଏ। ଏହି ମିଶାଇଲ କେବଳ ବିଶ୍ଵର ୪ଟି ଦେଶ ତଥା ଋଷିଆ, ଆମେରିକା, ଇସ୍ରାଏଲ ଓ ଭାରତ ନିକଟରେ ଅଛି। ଏହାର ମୂଲ୍ୟ ୫୦୦୦ କୋଟି ଟଙ୍କା।

ନଂ.୩ ରେ ହେଉଛି P-8I ନେପଚ୍ଯୁନ। ଏହା ଝଡ, ବର୍ଷା ବିଜୁଳି ସମୟରେ ମଧ୍ୟ ଆକାଶରେ ନିରା-ପଦରେ ଉଡିପାରେ। ଏହାର ଦାମ ୨୦୦୦ କୋଟି ଟଙ୍କା।

ନଂ.୪ ରେ ହେଉଛି T-90 ଭୀଷ୍ମ ଟ୍ୟାଙ୍କ। ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଟ୍ୟାଙ୍କ ଓ ଏହାର ଦାମ ହେଉଛି ୩୫ କୋଟି ଟଙ୍କା।

ନଂ.୫ ରେ କୋଲକାତା କ୍ଳାସ ଡେଷ୍ଟ୍ରୟର। ଏହା ହେଉଛି ଭାରତର ସବୁଠାରୁ ଶକ୍ତିଶାଳୀ ଯୁ-ଦ୍ଧ ଜାହାଜ ଅଟେ। ଏହାର ଦାମ ହେଉଛି ୩୯୦୦ କୋଟି ଟଙ୍କା।

ନଂ.୬ ରେ ହେଉଛି ଫାଲକନ AWACS। ଏହା ଆକାଶ ମାର୍ଗରେ ହେଉଥିବା ପ୍ରତ୍ୟେକ ହଲଚଲ ଉପରେ ନଜର ରଖିଥାଏ। ଶ-ତ୍ରୁ ପାଇଁ ଏହା ଯମ ସଦୃଶ ଅଟେ। ଏହାର ମୂଲ୍ୟ ହେଉଛି ୩୫୦୦ କୋଟି ଟଙ୍କା।

ନଂ.୭ ରେ ହେଉଛି ସବମରିନ। ଏହା ଜଳମାର୍ଗରେ ପରମାଣୁ ଆକ୍ର-ମଣ କରି ଶ-ତ୍ରୁକୁ ନ-ଷ୍ଟ କରିଦେଇଥାଏ। ଏହାକୁ ୧୦ ବର୍ଷ ପାଇଁ ୧୫୦୦୦ କୋଟି ଟଙ୍କାରେ ଋଷିଆ ଠାରୁ ଭଡାରେ ଅଣାଯାଇଛି।

ନଂ.୮ରେ ହେଉଛି ବ୍ରମ୍ହୋସ ମିଶାଇଲ, ଯାହା ବିଶ୍ଵର ସବୁଠାରୁ ଦ୍ରୁତତମ ମିଶାଇଲ ବୋଲି କୁହାଯାଉଛି। ଏହା ଜଳ, ସ୍ଥଳ ଓ ଆକାଶ ତିନୋଟି ମାର୍ଗରେ ବ୍ୟବହାର ହୋଇଥାଏ। ଏହାର ଦାମ ହେଉଛି ୨୧ କୋଟି ଟଙ୍କା।

ନଂ.୯ ରେ ହେଉଛି ସୁଖୋଇ ସୁ- 30 MKI। ଏହା ଏପରି ଏକ ଯୁ-ଦ୍ଧ ବିମାନ ଅଟେ ଯାହା ସବୁ ପ୍ରକାର ପାଣିପାଗରେ ଉଡିପାରେ। ଗୋଟିଏ ସ୍କ୍ବାଡ୍ରୋନର ଦାମ ହେଉଛି ୯୯୫ କୋଟି ଟଙ୍କା।

ନଂ.୧୦ ରେ ହେଉଛି ରଫେଲ ଯୁ-ଦ୍ଧ ବିମାନ। ଆକାଶ ମାର୍ଗରେ ଶ-ତ୍ରୁ ସେନା ପାଇଁ ଯମର ଅନ୍ୟ ନାମ ହେଉଛି ରାଫେଲ। ଏହା ଏକୁଟିଆ ଅନେକ ଗୁଡିଏ ଯୁ-ଦ୍ଧ ବିମାନ ସହ ଏକ ସମୟରେ ଲ-ଢିପାରେ। ଏହାର ଗୋଟିଏ ସ୍କ୍ବାଡ୍ରୋନର ଦାମ ହେଉଛି ୧୬୪୦ କୋଟି ଟଙ୍କା।

Leave a Reply

Your email address will not be published. Required fields are marked *