“ମୋ ପୁଅକୁ ତା ସିନିୟର ପିଲାମାନେ ରୁମ ଭିତରେ ପ୍ୟାଣ୍ଟ ସାର୍ଟ ଖୋଲି ଅମୃତାଞ୍ଜନ ମା-ରି ଯୌ-ନ ନିର୍ଯା-ତନା ଦେଉଥିଲେ”

ଛାତ୍ର ଜୀବନ ବା ଛାତ୍ରାବସ୍ଥା ହେଉଛି ବିଦ୍ୟାର୍ଥୀ ର ପ୍ରମୁଖ ସମୟ । ଏହା କେବଳ ବିଦ୍ୟାର୍ଥ ର ସମୟ ନୁହଁ ଶିଶୁ ବା ଛାତ୍ର ର ସମ୍ପୂର୍ଣ ଜୀବନ ଗଠନ ର ସମୟ । ଛାତ୍ର ଛାତ୍ରୀ ପାଇଁ ଶୃ-ଙ୍ଖ-ଳା ଜ୍ଞାନ ର ଆବଶ୍ୟକତା ରହିଥାଏ । ଛାତ୍ର ଯଦି ଶୃଙ୍ଖ-ଳିତ ନ ହୁଏ ଜୀବନ ରେ ସେ ନିଜର ସୁଚରିତ୍ର ଗଠନ କରି ପାରେ ନାହିଁ । ପିଲାବେଳୁ ଶିଶୁ ଟିଏ ଶୃ-ଙ୍ଖ-ଳା ଜ୍ଞାନ ର ଅଧିକାରୀ ହୋଇ ଥିବା ଦରକାର । ମାତ୍ର ଆଜି କାଲି ର ଶିଶୁ ମାନଙ୍କ ପାଖରେ ଏହାର ଅ-ଭା-ବ ଦେଖା ଦେଉଛି । ପୂର୍ବରୁ କଲେଜ ଗଲେ ବଡ଼ ମାନେ ସାନ ମାନଙ୍କୁ ରେ-ଗିଂ କରୁଥିଲେ । ମାତ୍ର ଆ-ଇ-ନ୍ ରେ ଏହା ଦ-ଣ୍ଡ ନିର୍ଦ୍ଧା-ରଣ କରା ଯିବା ପରେ ଆଉ କୌଣସି କଲେଜ୍ ରେ ହେଉ କିମ୍ବା କୌଣସି ଜାଗାରେ ରେ-ଗୀ-ଙ୍ଗ କରା ଯାଉ ନାହି । ମାତ୍ର ଏହି ରେ-ଗି-ଙ୍ଗ କୁ ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି

ଭୁବନେଶ୍ୱର ରେ କ୍ରୀଡା ସମାରୋହ କୁ ଜିଲ୍ଲା ସ୍ତରୀୟ ଲମ୍ଫ ରେ ଭାଗ ନେଇ ଜଣେ ଯୁବକ ଆସିଥିଲେ । ହେଲେ ସେଠାରେ ଥିବା କିଛି ସିନିୟର୍ ସେହି ଯୁବକ ଙ୍କ ସହ ଏପରି ବ୍ୟବହାର କରିଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପ୍ରତ୍ୟେକ କ୍ରୀଡାବିତ୍ ଙ୍କୁ ରୁମ୍ ଦିଆ ଯାଇଥିଲା । କିଛି ଜଣ ଯୁବକ ଙ୍କ ରୁମ୍ ଭିତର କୁ ପଶି ତାକୁ ନି-ବ-ସ୍ତ୍ର କରିଛନ୍ତି ।

ଏହା ପରେ ତାଙ୍କ ପ୍ରାଇ-ଭେଟ୍ ପା-ର୍ଟ ରେ ଓ ମଳ ଦ୍ଵାର ରେ ଅମୃ-ତାଞ୍ଜ-ନ ଘଷି ଯୌ-ନ ନିର୍ଯା-ତନା କରିଛନ୍ତି । ଏହା ସହିତ ଭିଡ଼ିଓ କଲ୍ କରି ଅନ୍ୟମାନଙ୍କୁ ଏହି ଦୃ-ଶ୍ୟ ମଧ୍ୟ ଦେଖାଇଛନ୍ତି। ସେ ମନା କରିବାକୁ ତାଙ୍କୁ ବାଡେଇଛନ୍ତି । ଯୁବକ ଙ୍କ ନାମ ରେ ଅଭି-ଯୋଗ କରିବା ସତ୍ତ୍ବେ କୌଣସିି ତ-ଦ-ନ୍ତ କରାଯାଇନାହିଁ । ଟିମ୍ ମେମ୍ବର ଓ ଟିମ୍ ମ୍ୟାନେଜର ଘ-ଟ-ଣା କୁ ନ ବୁଝି ସମାଧାନ କରି ବାକୁ କହୁଛନ୍ତି ବୋଲି ପୀ-ଡ଼ି-ତ ଙ୍କ ମା ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *