“ ଯଦି ଶର୍ମିଷ୍ଠା ଆକାଶ ହୁଅନ୍ତି,ତାହେଲେ ମୁଁ ମାଟି, ଜେଲର ଏହି ଚାରି କାନ୍ଥ ଆମକୁ ଅଲଗା କରପାରିବନି !

ପ୍ରେମ ଦୁନିଆରେ ଏହି ପ୍ରେମ ଶବ୍ଦଟି ଭାରି ନିଆରା । ପ୍ରେମରେ କେବେ ଜାତି ଗୁତ୍ର ଦେଖି ନଥାଏ ନାହିଁ ହିଁ କେବେ ଦେଖୁଥାଏ ବୟସର ସୀମା । ଏହି ପ୍ରେମ ତ ଦିନେ ନା ଦିନେ ସମସ୍ତଙ୍କୁ ହୋଇଥାଏ । ପ୍ରେମର କୌଣସି ଭାଷା ନଥାଏ କି କୌଣସି ଶବ୍ଦ ନ ଥାଏ। ପ୍ରେମ ତ ଶୁଦ୍ଧ,ଶାଶ୍ଵତ , ଓ ଚିରନ୍ତନ ଅଟେ। ପ୍ରେମ ଅନ୍ୟ ଜଣଙ୍କ ପାଇଁ ଏକ ତୀବ୍ର, ଗଭୀର ସ୍ନେହ । ପ୍ରେମ ଅର୍ଥ ମଧ୍ୟ କାହା ପାଇଁ ଏହି ତୀବ୍ର ସ୍ନେହ ଅନୁଭବ କରିବା ହୋଇଥାଏ ।

ସେହିଭଳି ପ୍ରେମ କରୁଛନ୍ତି ଶର୍ମିଷ୍ଠା କୁ ତାଙ୍କ ସ୍ବାମୀ। ଆଉ କହିଛନ୍ତି ଦୁନିଆର ଏମିତି କୌଣସି ଜିନିଷ ନାହିଁ ଯାହା ତାଙ୍କୁ ଶର୍ମିଷ୍ଠା ଠୁ ଦୂରେଇ ପାରିବ । ଆଉ ସେହି ଶର୍ମିଷ୍ଠାକୁ ସେ ମନ ପକେଇ କହିଛନ୍ତି ଯେ ଶର୍ମିଷ୍ଠାକୁ ସେ ପ୍ରଥମ ଥର ତାଙ୍କ ଚେମ୍ୱର ମଧ୍ୟରେ ଦେଖିଥିଲେ ।ଆଉ ଏହା ମଧ୍ୟ କହିଛନ୍ତି ସେ ଶର୍ମିଷ୍ଠାଙ୍କ ହସ ,ଚାଲି ସେହି ମାଦ-କତା ତାଙ୍କୁ ପା-ଗ-ଳ କରିଥିଲା।

ସେ ଶର୍ମିଷ୍ଠାଙ୍କ ସହିତ ବିତାଇଥିବା ସେ ସବୁ ସମୟକୁ ମନେ ପକାଇ ଦୁଃ-ଖ ପ୍ରକାଶ କରିଛନ୍ତି ଆଉ କହିଛନ୍ତି ତାକୁ ଆଉ ମୋତେ ଅଲଗା ଅଲଗା କୋଠରୀ ରେ ରଖି ଲେ କଣ ଭାବୁଛ ମୁ ଆମ ଦୁହେଁ ଦୁଂହିଙ୍କୁ ଭୁଲି ଯିବୁ ତାହା ଭାବିବା ତୁମର ବୁକମି ବୋଲି ସେ କହିଛନ୍ତି । ଆଉ ସମସ୍ତକୁ କହି ବୁଲୁଛନ୍ତି କି ସେ ଆକାଶ ହେଲେ ମୁ ମାଟି । ଆଉ ଶର୍ମିଷ୍ଠା କୁ ପାଇବା ଢଙ୍ଗରେ କହିଛନ୍ତି ଯଦି ତୁମେମାନେ ଭାବୁଥାଅ କି ଆମକୁ କେହି ମିଶେଇ ପାରିବେନି ତାହାଲେ ତାହାଲେ ମନ ମୁ ଜଣେ କବି ନିଜର କବିତା ବଳରେ ମୁ ତାହା ମଧ୍ୟ ସମ୍ଭବ କରିପାରେ।

Leave a Reply

Your email address will not be published. Required fields are marked *