ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ବାଥରୁମ୍ ଟାଇଲ ତଳୁ ବାହାରିଲା ୪୦ଟି ସାପ ଛୁଆ।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।।ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।
ଭୁବନେଶ୍ବରର ଏକ ଘରୁ ୪୦ଟି ସାପ ଛୁଆ ସ୍ନେକ୍ ହେଲ୍ପଲାଇନ୍ ର ଲୋକମାନେ ଉ-ଦ୍ଧା-ର କରିଛନ୍ତି, ସେହି ସାପ ଗୁଡିକ ବହୁତ ବଡ ନୁହେଁ ଛୋଟ ଛୋଟ ସାପ ଛୁଆ ଗୁଡିକ। ପ୍ରକୃତ ଘ-ଟ-ଣା ହେଉଛି, ଘରର ଜଣେ ସଦସ୍ୟ ପ୍ରଥମେ ଏକ ସାପ ଛୁଆକୁ ତାଙ୍କର ବାଥ୍ରୁମ୍ ରେ ଦେଖିଥିଲେ, ତାହାକୁ ସିଏ ପିଟି ମା-ରି ଦେଇଥିଲେ। ଏହା ପରେ କିଛି ସମୟ ପରେ ଆଉ ଜଣେ ସଦସ୍ୟ ଆସି କହିଲେ କି ଆଉ ଗୋଟେ ସାପ ଛୁଆ ବାହାରିଛି, ତାହାକୁ ବି ସେ ପି-ଟି ମା-ରିଦେ-ଲେ ଏବଂ କହିଲେ କି ଘର ଟି କୁ ବନ୍ଦ କରି ରଖିଦିଅ ମୁଁ ସ୍ନେକ୍ ହେଲ୍ପଲାଇନ୍ କୁ ଫୋନ୍ କରୁଛି।
ଏହାପରେ ସେ ଫୋନ୍ କରିବାର ୨୦ ୨୫ ମିନିଟ୍ ପରେ ସ୍ନେକ୍ ହେଲ୍ପଲାଇନ୍ ଲୋକ ଆସି ପହଁଞ୍ଚିଲେ ଏବଂ ତିନୋଟି ସାପ ଛୁଆକୁ ଧରିଲେ। ଏହାପରେ ସେମାନଙ୍କର ଡାଉଟ୍ ହେଲା ଏବଂ ସେ ପୂର୍ ବାଥ୍ରୁମ୍ ଟି କୁ ଭା-ଙ୍ଗିବାକୁ କହିଲେ ଏବଂ ବାଥ୍ରୁମ୍ ଭା-ଙ୍ଗିବା ପରେ ୪୦ ଟି ସାପ ଛୁଆ ବାହାରିବା ସହ ଅନେକ ସାପ ଅଣ୍ଡା ମଧ୍ୟ ମିଳିଥିଲା।