ତପସ୍ଵିନୀ ଓ ସୁମିତଙ୍କ ମା-ମ-ଲା ର ଆସନ୍ତା କାଲି କାଉନସିଲ ଥିଲା । ଏହି ସମୟ ରେ କୋର୍ଟ ସମ୍ମୁଖ ରେ ମିଡ଼ିଆ ଭାଇ ସୌମ୍ୟ ଙ୍କ କେ-ସ ଲ-ଢ଼ୁଥିବା ଜଜ ଙ୍କୁ ପଚାରିଥିଲେ ଜେ ଆଜି କାଉନସିଲ ଥିଲା ପୁଣି ୧୧ ତାରିଖ ମଧ୍ୟ ଅଛି କିପରି ଭାବରେ ଏହା କରା ଯାଉଚି। ଏହାର ଉତ୍ତର ରେ ସେ କହିଥିଲେ ଯେ ମାନ୍ୟବର ହାଇକୋର୍ଟ ଙ୍କ ଅନୁମତି ରେ କାଉନସିଲ ହୋଇଛି । ବିପରୀତ ପାର୍ଥି ମାନେ ଠିକ୍ ସମୟ ରେ ପହଞ୍ଚି ଥିଲେ । ଏହା କୁ ଯଦି ପରଖିବା ଏହା ଏକ ପାରିବାରିକ ସମସ୍ୟା। ଏହି ପାରିବାରିକ ଘଟ-ଣା କୁ ସମାଧାନ କରିବାର ସମସ୍ତଙ୍କର ଇଛା ରହିଛି । ଆମେ ଆଶାବାଦୀ ଅଛୁ ଜେ ଏହା ରି ୟୁନିଅନ ହୋଇ ଯାଇ ପାରେ ।
ମିଡ଼ିଆ ଭାଇ ଙ୍କ ପ୍ରଶ୍ନ ଥିଲା ଯେ ପରିବାର ଉପରେ କେ-ସ ଲଗା ଯାଇଛି । ସେମାନଙ୍କ ତୃତୀୟ ପକ୍ଷ ଓ ଆପଣଙ୍କ ତୃତୀୟ ପକ୍ଷ ଙ୍କ କେତେ ଭୂମିକା ଥିଲା ଏହି ଘଟ-ଣା ରେ ପଶି ବାରେ । ଉତ୍ତର ରେ ଦେଇଥିଲେ ତୃତୀୟ ପକ୍ଷ କିଏ ବାପା ମା କଣ ତୃତୀୟ ପକ୍ଷ ହୋଇ ଥାନ୍ତି । ଯେଉଁଠି ପରିବାର ଘଟ-ଣା ହୋଇ ଥାଏ ସେହି ସ୍ଥାନ ରେ ଏକ ନିରୋଳା ଜାଗା ରେ ଘ-ଟଣା କୁ ସମାଧାନ କରା ଯାଏ। ମାତ୍ର ଗଣମାଧ୍ୟମ ରେ ପ୍ରଚାର ପ୍ରସାର କରିବା , ଘର ବାହାରେ ବସି ରୋଷେଇ କରିବା , ଗେଟ୍ ଭା-ଙ୍ଗି ଭିତରକୁ ପଶିବା ଘ-ଟ-ଣା ମର୍ମା-ହତ କରିଛି ।
ଯଦି ଶାନ୍ତ ହୋଇ ଘଟ-ଣା କୁ ସମାଧାନ କରା ଯାଇଥାନ୍ତା ଆଜି ଏହା ଦାଣ୍ଡ ରେ ପଡି ହାଟ ରେ ପଡି ନ ଥାନ୍ତା । ଘ-ଟଣା କୁ ପରଖିଲେ ଦେଖି ପାରିବେ ଯେ ଘ-ଟଣା ହେଉଛି ସମ୍ପୁରିକ୍ ଫୋଟକା ମାତ୍ର ହେଲେ ଏହା ଆଟମ ବ-ମ୍ ଧାରଣ କରିଛି । ପାଞ୍ଚ ଥର କାଉନସିଲ ରେ ସୁମିତ ସବୁ ଥର ଉପସ୍ଥିତ ଥିବା ବେଳେ ଅପର ପକ୍ଷରୁ ଥରେ ଉପସ୍ଥିତ ରହିଛନ୍ତି । ପରିସେଶ ରେ ଉଭୟଙ୍କ ମିଳନ କରିବା ପାଇଁ ଚେଷ୍ଟା କରୁଛନ୍ତି ।