ହୋଟେଲ ମାନଙ୍କରେ କାହିଁକି ଧଳା ଚାଦର ବିଛାଯାଏ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ?

ଆମ ଦେଶରେ ଅନେକ ପ୍ରକାରର ହୋଟେଲ ରହିଛି। ଯେଉଁଠାରେ ଲୋକମାନେ ସମୟ ବିତାଇବା ପାଇଁ ଯାଇଥାଆନ୍ତି। କିଛି ହୋଟେଲ ଗୁଡିକରେ ବହୁତ ଭଲ ଫେସିଲିଟି ମଧ୍ୟ ଦିଆଯାଇଥାଏ। ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ। ହୋଟେଲ ଫାଇଭ ଷ୍ଟାର ହେଉ କିମ୍ବା ସାଧାରଣ ହୋଟେଲ ସେଠାରେ ଧଳା ରଙ୍ଗର ଚାଦର ବିଛା ଯାଇଥାଏ। କଣ ଆପଣମାନେ ଜାଣିଛନ୍ତିକି ହୋଟେଲ ମାନଙ୍କରେ ଧଳା ଚାଦର କାହିଁକି ବିଛାଯାଏ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହସ୍ୟ ରହିଛି।

ସୂଚନା ଅନୁସାରେ ୧୯୯୦ ମସିହା ପୂର୍ବରୁ ରଙ୍ଗିନ ଚଦର ହୋଟେଲମାନଙ୍କରେ ବ୍ୟବହାର କରାଯାଉ ଥିଲା। ପରେ କେବଳ ହୋଟେଲ ମାନଙ୍କରେ କେବଳ ଧଳା ରଙ୍ଗର ଚାଦର ବ୍ୟବହାର କରାଯାଏ ଏହାର ଅନେକ କାରଣ ମଧ୍ୟ ରହିଛି। ଏଥିରୁ ଜଣା ପଡିଛି ଲୋକମାନଙ୍କ ଲୋଗଜୋରୀ ଜିବନ କଣ ରହିଥାଏ। ଏହି ସର୍ଭେରୁ ଜଣା ପଡିଲାକି ଲୋକମାନେ ଘରେ ରଙ୍ଗିନ ଚାଦର ବ୍ୟବହାର କରନ୍ତି। ହେଲେ ଧଳା ଚାଦର ମାନ-ସିକ ଚାପ କମ କରିବାରେ ସହାୟକ ହୋଇଥାଏ।

ଲୋକମାନଙ୍କର ମନକୁ ଶାନ୍ତ ରଖିବା ପାଇଁ ଧଳା ରଙ୍ଗର ଚାଦରକୁ ବ୍ୟବହାର କରାଯାଇଥାଏ। ଏହି କାରଣରୁ ହୋଟେଲ ଷ୍ଟାଫମାନଙ୍କ ମନ ଶାନ୍ତ ରଖିବା ପାଇଁ ହୋଟେଲରେ ଧଳା ରଙ୍ଗର ଚାଦରକୁ ବ୍ୟବହାର କରାଯାଇଥାଏ। ଏହା ବ୍ୟତିତ ଧଳା ରଙ୍ଗର ଚାଦର ବ୍ୟବହାର କରାଗଲେ ମଳି ହେଲେ ତାହ ସହଜରେ ଦେଖା ଯାଇଥାଏ। ଧଳା ରଙ୍ଗର ଚାଦରକୁ ସଫା କରିବା ମଧ୍ୟ ବହୁତ ସହଜ ହୋଇଥାଏ। ହୋଟେଲ ମାନଙ୍କରେ ଧଳା ରଙ୍ଗର ଚାଦର ଧୋଇବା କିମ୍ବା ସଫା କରିବା ପାଇଁ ବ୍ଲିଚ କରିଥାନ୍ତି। ଏହି କାରଣରୁ ଧଳା ଚାଦର ଧୋଇବା ବା ମଳି ବାହାର କରିବା ମଧ୍ୟ ବହୁତ ସହଜ ହୋଇଥାଏ।

ଅନ୍ୟ ଏକ କାରଣ ହେଉଛି ହୋଟେଲ ଗୁଡିକରେ ଯେଉଁ ଧଳା ଚାଦର ବିଛାଯାଏ ସେଥି ମଧ୍ୟରୁ କେଉଁ ଚଦର ଖରାପ ହୋଇ ଯାଇଛି ତାହା ସହଜରେ ଜଣା ପଡ଼ିଯାଏ। ଏହି କାରଣରୁ ମଧ୍ୟ ହୋଟେଲରେ ଧଳା ରଙ୍ଗର ଚାଦର ବିଛାଯାଏ। ଏହା ଦ୍ୱାରା କୈଣସି ଭୁଲ କାମ ହୋଇପାରିବ ନାହିଁ। ହୋଟେଲରେ ଧଳା ରଙ୍ଗର ଚଦର ଦ୍ୱାରା ର-କ୍ତ କେଉଁଠାରେ ପଡିଛି ତାହା ମଧ୍ୟ ଜଣାପଡିଯାଏ। ଚଦରରେ ର-କ୍ତ ଲାଗିଥିଲେ ଜଣା ପଡେକି ଏଠାରେ କୈଣସି ଖରାପ କାମ ହୋଇଛି ବୋଲି। ଯାହା ଦ୍ୱାରା ହୋଟେଲ ଷ୍ଟାଫ ମଧ୍ୟ ସ-ତ-ର୍କ ହୋଇଯାନ୍ତି ।

Leave a Reply

Your email address will not be published. Required fields are marked *